ବୌଦ୍ଧରେ ବାହାରିଲା ଆଉ ଏକ କରୋନା ପଜିଟିଭ

0 937

ବୌଦ୍ଧ : ବୌଦ୍ଧ ଜିଲ୍ଲାରୁ ପୂର୍ବରୁ ବାହାରିଥିବା ୩୩ଟି କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବୌଦ୍ଧ କରୋନା ମୁକ୍ତ ହେଲା ବୋଲି ଆଲୋଚନା ହେଉଥିଲା । ବୌଦ୍ଧ କରୋନା ମୁକ୍ତ ହେବାର ୨୪ ଘଣ୍ଟା ମଧ୍ୟରେ ପୁଣି ଜଣେ କରୋନା ସଂକ୍ରମିତ ତାଲିକାରେ ଯୋଡି ହୋଇଗଲା । ୩୪ ନମ୍ବର କରୋନା ଆକ୍ରାନ୍ତ ବାହାର ରାଜ୍ୟର ଫେରନ୍ତା ଓ ଆଡେଣୀଗଡ କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ । ତାଙ୍କର ପରୀକ୍ଷା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ବୌଦ୍ଧ ପୁରୁଣା ଜେଲରେ ଥିବା କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇ ଚିକିତ୍ସା କରାଯାଉଛି ।

hiranchal ad1
Leave A Reply

Your email address will not be published.

ten − 8 =