Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଥାନାରେ ମାମଲା
ବୌଦ୍ଧ : ବୌଦ୍ଧ ଜିଲ୍ଲାର ଜଣେ ନାବାଳିକା ଜଗତସିଂହପୁର ଜିଲ୍ଲା ବାଲିକୁଦାଠାରେ ଗୋଟିଏ ମେଲୋଡି ପାର୍ଟର ମାଲିକ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ସୂଚନା ମିଳିଛି । ନାବାଳିକା ଜଣକ ନର୍ତ୍ତକୀ ହିସାବରେ ମେଲୋଡି ପାର୍ଟିରେ କାମ କରୁଥିଲେ । ଏ ସଂପର୍କରେ ସେ ବାଲିକୁଦା ଥାନାରେ ଅଭିଯୋଗ!-->…
Read More...
Read More...
ରାଜ୍ୟରେ ପୁଣି ୮୬ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟକୁ ପ୍ରବାସୀଙ୍କ ଆଗମନ ବଢିବା ସହ କରୋନା ଆକ୍ରାନ୍ତ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବଢିଚାଲିଛି । ରାଜ୍ୟରେ ଏବେ ସ୍ଥାନୀୟ ରୋଗୀଙ୍କ ସଂଖ୍ୟା ମଧ୍ୟ ଧୀରେ ଧୀରେ ବଢୁଥିବାରୁ ତାହା ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇଛି । ଆଜି ଚିହ୍ନଟ ୮୬ ନୂଆ ପଜିଟିଭଙ୍କ ମଧ୍ୟରୁ ୫ଜଣ!-->…
Read More...
Read More...
ବୌଦ୍ଧର ୩ କୋରନା ଆକ୍ରାନ୍ତ ସୁସ୍ଥ ହେଲେ
ବୌଦ୍ଧ : ବୌଦ୍ଧ ଜିଲ୍ଲା ଜଗତି କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ତିନିଜଣ ଆକ୍ରାନ୍ତ ସୁସ୍ଥ ହେବା ପରେ ଜିଲ୍ଲାରେ ସକ୍ରିୟ ଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୦କୁ କମି ଆସିଛି । ୩ଜଣ ଆକ୍ରାନ୍ତ!-->…
Read More...
Read More...
କନ୍ଧମାଳ ପିପୁଲ୍ସ ଫୋରମ ପକ୍ଷରୁ ମାସ୍କ ଓ ସାବୁନ ବାଣ୍ଟି କରୋନା ସଚେତନତା ବାର୍ତ୍ତା ଦେଲେ
କନ୍ଧମାଳ ପିପୁଲ୍ସ ଫୋରମ ର ସଭାପତି ଶ୍ରୀ ରାଧାମୋହନ ମହାପାତ୍ର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଗ୍ରାମକୁ ଯାଇ ମାସ୍କ ,ସାବୁନ, ବିସ୍କୁଟ ବାଣ୍ଟିବା ସହ ଲୋକଙ୍କୁ କରୋନା ସଂକ୍ରମଣ ବିଷୟରେ ସଚେତନତା କରିଥିବା ଦେଖିବାକୁ ମିଳିଛି।ସେ ଜିଲ୍ଲା ର ମୌଳିକ ସମସ୍ୟା ପାଇଁ ବିଭିନ୍ନ ସମୟରେ ଦାବି!-->…
Read More...
Read More...
ଜୁଲାଇ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ଫଳ
ଭୁବନେଶ୍ୱର: ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଆଜି ପୁନର୍ବାର ସୂଚନା ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ଦାସ ଏ ସଂପର୍କରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ପରେ କହିଛନ୍ତି ଯେ, ବାତ୍ୟା ଅମ୍ଫନ ପାଇଁ ପରୀକ୍ଷା ଖାତା!-->…
Read More...
Read More...
ଶ୍ରୀମନ୍ଦିରରେ ସ୍ନାନପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ଆରମ୍ଭ : ସର୍ବନିମ୍ନ ସେବାୟତରେ ହେବ ନୀତି !
ଭୁବନେଶ୍ୱର: କୋଭିଡ-୧୯ କରୋନା ମହାମାରୀ ପାଇଁ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଶ୍ରୀଜିଉଙ୍କର ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଓଡିଶା ହାଇକୋର୍ଟଙ୍କର ନିର୍ଦ୍ଦେଶ ମତେ ରଥ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ସ୍ନାନଯାତ୍ରା ପାଇଁ ସର୍ବନିମ୍ନ!-->…
Read More...
Read More...
ଆଉ ୫୦ କରୋନା ରୋଗୀ ସୁସ୍ଥ ହେଲେ
ଭୁବନେଶ୍ୱର: ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଯେଭଳି ଦ୍ରୁତଗତିରେ ମାଡି ଚାଲିଛି ସୁସ୍ଥ ହେବା ଖବର ମଧ୍ୟ ସେଭଳି ନଜର ଆସୁଛି । ଏହା ଭିତରେ ଆଜି ରାଜ୍ୟରେ ପୁଣି ୫୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଞ୍ଜାମରୁ ୨୨ଜଣ, ବାଲେଶ୍ୱରରୁ ୧୫ଜଣ, ଭଦ୍ରକରୁ ୫ଜଣ , ବୌଦ୍ଧ ଓ ଗଞ୍ଜାମରୁ ୩ଜଣ!-->…
Read More...
Read More...
ବାତ୍ୟା “ଅମ୍ଫନ’ରେ ୪୫ଲକ୍ଷ ଲୋକ ପ୍ରଭାବିତ
ଭୁବନେଶ୍ୱର: ବାତ୍ୟା "ଅମ୍ଫନ' ରାଜ୍ୟର ୪୫ ଲକ୍ଷ ଲୋକଙ୍କୁ ପ୍ରଭାବିତ କରି ଚାଲିଯାଇଛି । ଉପକୂଳ ଓଡିଶାର ୮୯ଟି ବ୍ଲକ ଅନ୍ତର୍ଗତ ୧୫ଶହ ଗ୍ରାମ ପଞ୍ଚାୟତର ଲୋକେ ବାତ୍ୟା ଅମ୍ଫନରେ ପ୍ରଭାବିତ ହୋଇଛନ୍ତି । ଏ ସଂପର୍କରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ!-->…
Read More...
Read More...
ଅସୁରକ୍ଷିତ ସ୍ଥିତିରେ ଶ୍ରମିକଙ୍କ ଶିଶୁ ଯାଉଛନ୍ତି : କୋଳର ଶିଶୁମାନଙ୍କୁ ପ୍ଲାଷ୍ଟିକ ଓ ଥର୍ମୋକୋଲ ଡବାରେ ଶୁଆଇ…
ସମ୍ବଲପୁର: ପ୍ରବାସୀ ଓଡିଆଙ୍କ ଘରବାହୁଡା ସହିତ ଏଠାରୁ ଅନ୍ୟରାଜ୍ୟର ପ୍ରବାସୀ ଶ୍ରମିକଙ୍କ ପ୍ରତ୍ୟାବର୍ତ୍ତନ ମଧ୍ୟ ଜାରିରହିଛି । ବୁଧବାରଦିନ ଏପରି ୧୫ଶହ ଶ୍ରମିକଙ୍କୁ ନେଇ ଏକ ଶ୍ରମିକ ସ୍ପେଶାଲ ଟ୍ରେନ ଏଠାରୁ କାନପୁର ଅଭିମୁଖେ ଯାତ୍ରା କରିଛି । ଏଥିପାଇଁ ଆଖପାଖ ୧୦ ଜିଲ୍ଲାର ପ୍ରବାସୀ!-->…
Read More...
Read More...
ମୁଣ୍ଡେ ଉଚ୍ଚରେ ବିଦ୍ୟୁତ ତାର, ବିଦ୍ୟୁତ ବିଭାଗ ବେଫିକର
ବୌଦ୍ଧ: ମନମୁଣ୍ଡା ବିଦ୍ୟୁତ ଉପଖଣ୍ଡ ଅନ୍ତର୍ଗତ ଘଣ୍ଟାପଡା ସେକସନ ବରଗାଁ ଗ୍ରାମପଞ୍ଚାୟତର ମାତାକୁପା ଜଙ୍ଗଲରେ ମୁଣ୍ଡେ ଉଚ୍ଚରେ ବିଦ୍ୟୁତ ତାର ଯାଇଥିବା ଦେଖିବାକୁ ମିଳିଛି । ବିଦ୍ୟୁତ ତାର ୬/୭ ଫୁଟ ଉଚ୍ଚରେ ଯାଇଥିଲେ ମଧ୍ୟ ଦୋହଲି ଯାଇଥିବା ବିଦ୍ୟୁତ ତାରକୁ ଟାଣିବାପାଇଁ ବିଭାଗ ପାଖରେ ସମୟ!-->…
Read More...
Read More...