Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧକୁ ଫେରିଛନ୍ତି ୧୧୯୩ ପ୍ରବାସୀ ଶ୍ରମିକ
ବୌଦ୍ଧ : ବୌଦ୍ଧ ଜିଲ୍ଲାକୁ ଗତ ୩ ତାରିଖରୁ ୨୦ ତାରିଖ ସକାଳ ୧୦.୩୦ ମି. ସୁଦ୍ଧା ବାହାର ରାଜ୍ୟରୁ ୧୧୯୩ ଜଣ ପ୍ରବାସୀ ଶ୍ରମିକ ଫେରିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ସେଥିମଧ୍ୟରୁ ବୌଦ୍ଧ ବ୍ଲକର ୨୫୧ଜଣ, ହରଭଙ୍ଗା ବ୍ଲକର ୪୬୧ଜଣ, କଣ୍ଟାମାଳ ବ୍ଲକର ୪୫୬ଜଣ ଓ ବୌଦ୍ଧ ସହରାଞ୍ଚଳର ୧୬ଜଣ!-->…
Read More...
Read More...
କୋଠ ସଂପତ୍ତିକୁ ନେଇ ପଙ୍କୁଆଳ ଗ୍ରାମରେ ଉତ୍ତେଜନା
ବୌଦ୍ଧ : ଗ୍ରାମର କୋଠ ସଂପତ୍ତିକୁ ଚଞ୍ଚକତା କରି ଜଣେ ନିଜର ବ୍ୟକ୍ତିଗତ ମାଲିକାନାକୁ ନେଇଯାଇଥିବାର ବିରୋଧ କରି ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି । ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ତହସିଲ ଅନ୍ତର୍ଗତ ମଥୁରା ଗ୍ରାମ ପଞ୍ଚାୟତର ପଙ୍କୁଆଳ ଗ୍ରାମରେ ପ୍ରାୟ ୮ ଏକର ଜମିରେ ଆମ୍ବବଗିଚା ଓ!-->…
Read More...
Read More...
ଲକ୍ଡାଉନ୍ ମାଡ଼ରେ ନିମ୍ନ ମଧ୍ୟବିତ୍ତ ପରିବାର ଘାଇଲା !
ବୌଦ୍ଧ: କରୋନା ମହାମାରୀ ପାଇଁ ହୋଇଥିବା ଲକ୍ଡାଉନ୍ ଯୋଗୁଁ ସମସ୍ତେ କିଛି ନା କିଛି କ୍ଷତି ସହିଛନ୍ତି । ହେଲେ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହେଉଛନ୍ତି ନିମ୍ନ ମଧ୍ୟବିତ୍ତ ପରିବାର । ସରକାର ଲକ୍ଡାଉନ୍ ସମୟରେ ଅନେକ ପ୍ୟାକେଜ୍ ଘୋଷଣା କରିଛନ୍ତି । ଖାଉଟି କାର୍ଡ଼ ପାଇଥିବା ଗରିବ ପରିବାରକୁ ୫!-->…
Read More...
Read More...
ଜବତ ଓ କୋର୍ଟ ଚାଲାଣରେ ବନ୍ଦ ହେବନି ଗଞ୍ଜେଇ ଚୋରାଚାଲାଣ
ବୌଦ୍ଧ: ପ୍ରତ୍ୟେକଦିନ ବୌଦ୍ଧଜିଲ୍ଲାରୁ ଜିଲ୍ଲା ଓ ରାଜ୍ୟବାହାରକୁ ଗଞ୍ଜେଇ ଚୋରାଚାଲାଣ ଚାଲିଛି । ପୋଲିସ ଓ ଅବକାରୀ ବିଭାଗ ମଝିରେ ମଝିରେ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିବାସହ କିଛି କିଛି ଗଞ୍ଜେଇ ଜବତ କରୁଥିବା ଦେଖିବାକୁ ମିଳୁଛି । ପୋଲିସ ଓ ଅବକାରୀ ବିଭାଗକୁ ଚକମାଦେଇ ଭିନ୍ନଭିନ୍ନ!-->…
Read More...
Read More...
ଚାଲିଗଲା ବାତ୍ୟା : ଗଛପଡ଼ି ରାସ୍ତାଘାଟ ଜାମ, ଜିଲ୍ଲାରେ ୩୮୪ ମିମି ବର୍ଷା
ଭଦ୍ରକ: ବାତ୍ୟା ‘ଅମ୍ଫନ’ ତାର ନିର୍ଦ୍ଧାରିତ ସମୟ ଓ ନିର୍ଦ୍ଧାରିତ ପଥ ଦେଇ ଯାଇ ସାରଛିି । ସୁନ୍ଦରବନରେ ନିର୍ଦ୍ଧାରିତ ସମୟରେ ଲ୍ୟାଣ୍ଡଫଲ କରିଛି । ତେବେ ଏହାର ପ୍ରଭାବରେ ଜିଲ୍ଲାରେ ଧନଜୀବନ କ୍ଷତି ନ ହୋଇଥିଲେ ମଧ୍ୟ ବହୁ ଗଛ ଉପୁଡି ପଡ଼ିଛି । କିଛି ଗଛ ଲୋକଙ୍କ ଘର ଉପରେ ମଧ୍ୟ ପଡ଼ିଥିବା!-->…
Read More...
Read More...
ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜୀବାଣୁ ଶୂନ୍ୟ ନିମନ୍ତେ ଗଜପତି ଜିଲ୍ଲା ପ୍ରଶାସନର ପଦକ୍ଷେପ
ଗଜପତି ଜିଲ୍ଲା ପ୍ରଶାସନ ଜିଲ୍ଲାର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧରେ ରହୁଥିବା ପ୍ରବାସୀ ଓଡ଼ିଆ ମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା କୁ ଆଖି ଆଗରେ ରଖି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଜୀବାଣୁ ମୁକ୍ତ, ଓ ପରିଷ୍କାର ପରିଛନତାକୁ ନେଇ ବ୍ୟାପକ କାର୍ଯ୍ୟ ହାତକୁ ନେଇଛନ୍ତି।ଜିଲ୍ଲା!-->…
Read More...
Read More...
ରାଜ୍ୟରେ ଆଉ ଜଣଙ୍କର ଜୀବନ ନେଲା କରୋନା, ୫୧ ନୂଆ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ତା'ର କାୟାବିସ୍ତାର ଆରମ୍ଭ କରିସାରିଲାଣି । ରାଜ୍ୟରେ ମାତ୍ର ୮ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି । ଆଜି ପୁଣି ୪୮ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି । ୮୫!-->…
Read More...
Read More...
ଗଜପତିରୁ ହେଲ୍ପ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ
କାଶୀ ନଗର ବ୍ଲକ ଅଲଡା ପଂଚାୟତ ଅନ୍ତର୍ଗତ ବଳଭଦ୍ରା ଗ୍ରାମରେ ହେଲ୍ପପସ୍ବେଚ୍ଛାସେବୀ ଅନୁଷ୍ଠାନ ଅଙ୍ଗନବାଡି ଓ ଆସ କର୍ମୀ ଙ୍କ ସହଯୋଗ ରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ତଥା ଗ୍ରାମବାସୀମାନଙ୍କୁ କ ରୋନା ମୁକାବିଲା ସଚେତନତା କରାଯାଇ ମୁଖ୍ୟତଃ ସୂଚନା ଦିଆଗଲା ଯେ ସାରା ବିଶ୍ୱରେ କରୋନା!-->…
Read More...
Read More...
ପ୍ରବାସୀଙ୍କ ସୁଗମ ପ୍ରତ୍ୟାବର୍ତ୍ତନ ପାଇଁ ଦାବି କଲା ବିଜେପି
ସୁବର୍ଣ୍ଣପୁର: ବୈଶ୍ୱିକ କରୋନା ମହାମାରୀ କୋଭିଡ -୧୯ ବିରୋଧରେ ଭାରତର ଯୁଦ୍ଧ ପ୍ରାୟ ଦୁଇ ମାସ ହୋଇଯାଇଛି। ଜାତୀୟ ତାଲା ବନ୍ଦ ଆମର ପ୍ରବାସୀ ଶ୍ରମିକଙ୍କ ମାନଙ୍କ ଅସୁବିଧାକୁ ଦ୍ବିଗୁଣିତ କରିଛି। ଗଣମାଧ୍ୟମ ଗୁଡିକରେ ପ୍ରବାସୀ ଶ୍ରମିକମାନଙ୍କ ଅସୁବିଧା ବହନ କରୁଥିବା ହୃଦୟ ବିଦାରକ ଚିତ୍ର!-->…
Read More...
Read More...
ମୁନିସିପାଲିଟି ଷ୍ଟଲ ବିତରଣ ବିରୁଦ୍ଧରେ ଧାରଣା
ସୋନପୁର ବ୍ଲକଛକ ଠାରେ ଦିର୍ଘ ୪୦ବର୍ଷ ରୁ ଉର୍ଦ୍ଧ୍ବ ଧରି ଦୋକାନ କରି ଗୁଜୁରାଣ ମେଣ୍ଟଉଥିବା ଦୋକାନୀ ମାନଙ୍କୁ ବିଭିନ୍ନ ସମୟରେ ରାସ୍ତା ପ୍ରସସ୍ତିକରଣ ନାରେ ବାରମ୍ବାର ଉଚ୍ଛେଦ କରି ନୁତନ ଷ୍ଟଲ ନିର୍ମାଣ ହେଲେ ତମକୁ ହିଁ ଦିଆଯିବ ବୋଲି ଆଗରୁ ପୌର ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦିଆଯାଇଥିଲେ!-->…
Read More...
Read More...