Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଚଢ଼ାଉ : ୪ହଜାର ଲିଟରରୁ ଉର୍ଦ୍ଧ୍ବ ପୋଚ ନଷ୍ଟ,୧୦୦ ଲିଟର ମହୁଲି ମଦ ନଷ୍ଟ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ୍ ପକ୍ଷରୁ ବିଭିନ୍ନ ବେଆଇନ୍ ମଦ ଭାଟିରେ ଚଢ଼ାଉ ।ଚାରି ହଜାର(୪୦୦୦) ଲିଟରରୁ ଉର୍ଦ୍ଧ୍ବ ମହୁଲ ପୋଚ ନଷ୍ଟ କରିବାସହ ଶହେ(୧୦୦) ଲିଟର ମହୁଲି ମଦ ଓ ୭୦ଟି ପ୍ଲାଷ୍ଟିକ୍ ଜାର୍ ଜବତ କରିଛି ବାଲିଗୁଡ଼ା ପୋଲିସ୍ । ଏଥିସହିତ ଜଣେ ମାଫିଆକୁ ଗିରଫ କରି!-->…
Read More...
Read More...
ବ୍ରହ୍ମକମଳ ଫୁଲ ଦେଖିବାକୁ ଭିଡ଼
ଦାରିଙ୍ଗବାଡି :ଦାରିଙ୍ଗବାଡି ବ୍ଲକ ନିବାସୀ ଯୁବରାଜ ଅଧିକାରୀ ଙ୍କ ଘର ବାଡ଼ି ରେ ଏକ ବିରଳ ବ୍ରହ୍ମକମଳ (ପାରିଜାତ)ଫୁଲ ଗତକାଲି ରାତିରେ ଫୁଟିଛି l ଏହି ବିରଳ ବ୍ରହ୍ମ କମଳ ଫୁଲ ସାଧାରଣରେ କିଛି ସ୍ଥାନରେ ଦେଖିବାକୁ ମିଳିଥାଏ l ଏହି ବିରଳ ଫୁଲ ଫୁଟିଥିବା ନେଇ ଅଂଚଳରେ ଖବର ବ୍ୟାପିବା ପରେ!-->…
Read More...
Read More...
ଦାରିଙ୍ଗବାଡି ଫେରୁଛନ୍ତି ପ୍ରବାସୀ ଓଡ଼ିଆ, ସିମନବାଡ଼ି ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ…
ଦାରିଙ୍ଗବାଡି : ଦାରିଙ୍ଗବାଡି ବ୍ଲକକୁ ପର୍ଯ୍ୟାୟ କ୍ରମେ ଫେରିବାରେ ଲାଗିଛନ୍ତି ରାଜ୍ୟ ବାହାରେ ଥିବା ପ୍ରବାସୀ ଓଡ଼ିଆ l ସେମାନଙ୍କ ପାଇଁ ଦାରିଙ୍ଗବାଡି ବ୍ଲକ ରେ ୪୪ଟି ସଙ୍ଗରୋଧ କେନ୍ଦ୍ର ଓ ଅସ୍ଥାୟୀ କୋଭିଡ ହସ୍ପିଟାଲ ପ୍ରସ୍ତୁତ କରାଯାଇଛି l ବର୍ତ୍ତମାନ ସୁଦ୍ଧା ଦାରିଙ୍ଗବାଡି କୁ!-->…
Read More...
Read More...
କଳାହାଣ୍ଡିରୁ ପୁଣି ୧୧ ପଜିଟିଭ
ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ସକାଳେ ୭୪ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ଆଉ ୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହି ୧୧ଜଣ କଳାହାଣ୍ଡି ଜିଲ୍ଲାର । ସେମାନଙ୍କ ମଧ୍ୟରୁ ୧୦ଜଣ ରାଜ୍ୟ ବାହାରୁ ଆସିଥିଲେ ।!-->…
Read More...
Read More...
ବଲାଙ୍ଗୀରକୁ କରୋନାର ଗୋଦାମ କରାନଯାଉ : ବିଧାୟକ, ସାଂସଦ ହସ୍ତକ୍ଷେପ କରନ୍ତୁ
ବଲାଙ୍ଗୀର : ଲିଖରିଆରେ ୨ଜଣ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହେବା ପୂର୍ବରୁ ବଲାଙ୍ଗୀର ଏକ କରୋନା ମୁକ୍ତ ଅଞ୍ଚଳ ଥିଲା । କିନ୍ତୁ ବର୍ତ୍ତମାନ ଯାଏ ୬ଜଣ କରୋନା ଆକ୍ରାନ୍ତ ରୋଗୀ ଏହିଜିଲ୍ଲାରେ ଚିହ୍ନଟ ହୋଇଥିବା ସମ୍ବାଦ ବଲାଙ୍ଗୀରରେ କୋକୁଆ ଭୟ ସୃଷ୍ଟି କରିଛି । ଯାହା ଜଣାପଡେ ଆକ୍ରାନ୍ତ ୬ଜଣ!-->…
Read More...
Read More...
୩ଟି ପଜିଟିଭ ସତ୍ତ୍ୱେ ସମ୍ବଲପୁର ଜିଲ୍ଲା ଗ୍ରୀନଜୋନରେ
ସମ୍ବଲପୁର: ସମ୍ବଲପୁରରେ ତିନୋଟି କରୋନା ପଜିଟିଭି ମାମଲା ଲୋକଲୋଚନକୁ ଆସିଛି । ଏହାସତ୍ତ୍ୱେ ଏହି ଜିଲ୍ଲାଟି ବର୍ତ୍ତମାନ ସୁଦ୍ଧା ଅରେଞ୍ଜ ଜୋନ ଘୋଷିତ ନହୋଇ ଗ୍ରୀନଜୋନରେ ରହିଛି । ଏ ବିଷୟରେ ପଚାରି ବୁଝିବାରୁ ଜଣାପଡିଛି ଯେ ସମ୍ବଲପୁର ଜିଲ୍ଲାର ଏହି ତିନୋଟି ଯାକ ମାମଲା କ୍ୱାରେଣ୍ଟାଇନ!-->…
Read More...
Read More...
ଜୟନ୍ତୀ ନାଏକ ଘଟଣାର ତଦନ୍ତ ଦାବି : ଭାଜପା ବୁର୍ଲା ମଣ୍ଡଳ ପକ୍ଷରୁ ଭିମସାର କର୍ତ୍ତୃପକ୍ଷଙ୍କୁ ଦାବିପତ୍ର
ସମ୍ବଲପୁର:ସୁଦୂର ଏକ ଗାଁରୁ ବହୁ ଆଶା ସହିତ ଭିମସାରକୁ ଆସିଥିବା ଜଣେ ଆସନ୍ନ ପ୍ରସବାଙ୍କ ଗର୍ଭସ୍ଥ ଶିଶୁକୁ ମୃତ ଘୋଷଣା ପରେ ସେ ଏକ ଘରୋଇ ନର୍ସିଂହୋମରେ ଏକ ସୁସ୍ଥ ଶିଶୁ ଜନ୍ମ ଦେଇଥିଲେ । ଗତ ୧୪ ତାରିଖରେ ଘଟିତ ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ସେଦିନ ଠାରୁ ଅଞ୍ଚଳରେ ଚର୍ଚ୍ଚାରେ ରହିଆସୁଛି ।!-->…
Read More...
Read More...
ମହାନଗର ନିଗମ ଅଫିସ ପାଖରେ ଜଳସଙ୍କଟ
ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅଫିସ ପାଖରେ ଥାଇ ମଧ୍ୟ ଦଳେଇପଡା ନିବାସୀ ଜଳସଙ୍କଟର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ଅଭିଯୋଗ ଓ ଆନ୍ଦୋଳନ ସତ୍ତ୍ୱେ ସେଠାକାର ସ୍ଥିତିରେ ଅପେକ୍ଷିତ ଉନ୍ନତି ହେଉନାହିଁ । ପାଖରେ ମହାନଦୀ ଥିବାରୁ ସ୍ଥାନୀୟ ଲୋକେ ସେଠାରେ ଗାଧୁଆପାଧୁଆ ତ କରିପାରନ୍ତି!-->…
Read More...
Read More...
ଭୁବନେଶ୍ୱରକୁ ୭ ସ୍ଥାନାନ୍ତର : ବୌଦ୍ଧରେ ହିଁ ଚିକିତ୍ସିତ ହେବେ ୨୧ କରୋନା ପଜିଟିଭ
ବୌଦ୍ଧ: ଜଗତି, ତେଲିବନ୍ଧ ଓ କଣ୍ଟାମାଳ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରୁ ବାହାରି କରୋନା ପଜିଟିଭଙ୍କୁ ଚିକିତ୍ସାପାଇଁ ପୂର୍ବରୁ ଭୁବନେଶ୍ୱର ସ୍ଥିତ ସମ୍ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଗତକାଲି ହରଭଙ୍ଗା ବ୍ଲକର ବୀରନରସିଂପୁର କେନ୍ଦ୍ରର ୨ଜଣ, ଆଡେଣିଗଡ କେନ୍ଦ୍ରର ୨୧ ଜଣ,!-->…
Read More...
Read More...
ବୌଦ୍ଧରୁ ରେକର୍ଡ ସଂଖ୍ୟକ ୨୮ କରୋନା ପଜିଟିଭ ଚିହ୍ନଟ
ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ଆଜି ରେକର୍ଡ ସଂଖ୍ୟାକ ୨୮ଟି କରୋନା ପଜିଟିଭ ଚିହ୍ନଟ ହେବା ପରେ ଲୋକେ ଭୟଭୀତ ହୋଇ ପଡିଛନ୍ତି । ବୌଦ୍ଧରେ କରୋନା ପଜିଟିଭ୍ ଏତେ ସଂଖ୍ୟକ ବାହାରିଥିଲେ ମଧ୍ୟ ସାର୍ବଜନୀନ ଭାବରେ ପ୍ରଶାସନ କୌଣସି ସୂଚନା ପ୍ରଦାନ କରିନାହିଁ । ଏ ସମସ୍ତ ପଜିଟିଭ ରୋଗୀମାନେ ହରଭଙ୍ଗା!-->…
Read More...
Read More...