Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସଟ୍ ସର୍କିଟରୁ ବୌଦ୍ଧ ଡାକ୍ତରଖାନାରେ ଲାଗିଲା ନିଆଁ
ବୌଦ୍ଧ : ବିଦ୍ୟୁତ ସଟ୍ ସର୍କିଟ୍ ଯୋଗୁଁ ଆଜି ସଂଧ୍ୟା ପ୍ରାୟ ଘ.୭.୩୦ ମି. ସମୟରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ ବଖରାରେ ନିଆଁ ଲାଗିଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଂଶୁଘାତ ପ୍ରକୋଷ୍ଠ ସାମ୍ନାରେ ଥିବା ବଖରା ଯେଉଁଠାରେ କି!-->…
Read More...
Read More...
ସଖୀ ୱାନଷ୍ଟପ ସେଣ୍ଟର ତରଫରୁ କରୋନା ସଚେତନତା
ମାରାତ୍ମକ ରୋଗ କରୋନା କୁ ନେଇ ସମଗ୍ର ବିଶ୍ୱ ଚିନ୍ତିତ ଥିଲା।ବେଳେ ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟସରକାର ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମାନ ଗ୍ରହଣ କରିଛନ୍ତି। ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ଭୁତାଣୁର ସଂକ୍ରମଣକୁ ଗୁରୁତ୍ୱର ସହ ଗ୍ରହଣ କରୁଥିବା ବେଳେ ଏଥିରେ!-->…
Read More...
Read More...
ସମ୍ବଲପୁରରେ ଆଜି ଆଉ ୨ଟି ପଜିଟିଭ ଚିହ୍ନଟ,ଆସିଲା ଆକ୍ରାନ୍ତଙ୍କ ତଥ୍ୟ
ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଆଜି ୨ଟି କରୋନା ପଜିଟିଭ ମାମଲା ସାମନାକୁ ଆସିଛି ଓ ଏହାସହିତ ଜିଲ୍ଲାରେ ମୋଟ ୩ଟି ମାମଲା ହୋଇଛି । ଗତ ରବିବାର ଦିନ ଜିଲ୍ଲାର ରେଢାଖୋଲ ଉପସମ୍ଭାଗ ଅନ୍ତର୍ଗତ ଲୁହାପଙ୍କ ପଞ୍ଚାୟତରେ ଜଣେ ୧୮ ବର୍ଷୀୟ ଯୁବକ କରୋନା ପଜିଟିଭ ଚିହ୍ନଟ କରାଯାଇଛି!-->…
Read More...
Read More...
ଭୁବନେଶ୍ୱରରେ ପୁଲିସ କର୍ମଚାରୀଙ୍କୁ କରୋନା
ଭୁବନେଶ୍ୱର: ଭୁବନେଶ୍ୱରରେ ଜଣେ ପୁଲିସ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏ ନେଇ କମିଶନରେଟ ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସଂପୃକ୍ତ ପୁଲିସ କର୍ମଚାରୀ ଜଣକ ପ୍ରବାସୀ ଶ୍ରମିକଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା କୁହାଯାଇଛି । ୩୬ ବର୍ଷିୟ ଏହି ପୁଲିସ କର୍ମଚାରୀ!-->…
Read More...
Read More...
ଆସନ୍ତାକାଲି ଅପରାହ୍ନରେ ସ୍ଥଳଭାଗ ଛୁଇଁବ “ଅମ୍ଫନ’
ଭୁବନେଶ୍ୱର: କେନ୍ଦ୍ର ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ମହାବାତ୍ୟା ଅମ୍ଫନ ଆସନ୍ତାକାଲି ଅପରାହ୍ନରେ ସ୍ଥଳଭାଗ ଛୁଇଁବ । ଭାରତୀୟ ପାଣିପାଗ ବିଭାଗର ପୂର୍ବ ଆକଳନ ଅନୁଯାୟୀ ଏହା ବାଂଲାଦେଶ, ହାତୀଆ ଓ ପଶ୍ଚିମବଙ୍ଗର ଦୀଘା ମଧ୍ୟବର୍ତ୍ତୀ ସୁନ୍ଦରବନ ଅଂଚଳରେ ଲ୍ୟାଣ୍ଡଫଲ କରିବ । ବର୍ତ୍ତମାନ!-->…
Read More...
Read More...
ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ଅବ୍ୟବସ୍ଥା ପ୍ରସଂଗ : ହରଭଙ୍ଗା ଅସ୍ଥାୟୀ ଶିବିର ପରିଦର୍ଶନ କଲେ ବିଧାୟକ ଓ ପ୍ରଶାସନିକ…
ହରଭଙ୍ଗା : ହରଭଙ୍ଗା ପଞ୍ଚାୟତ ମହାବିଦ୍ୟାଳୟଠାରେ ପ୍ରବାସୀ ଓଡିଆ ଶ୍ରମିକଙ୍କ ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର କରାଯାଇଛି । ଏହି ଶିବିରରେ ୭୨ଜଣ ପ୍ରବାସୀ ଶ୍ରମିକ ରହୁଛନ୍ତି । ଗତ ଶନିବାର ଦିନ ଏହି ଶିବିରରେ ଅବ୍ୟବସ୍ଥାକୁ କେନ୍ଦ୍ର କରି ଫାଟକ ସାମ୍ନାକୁ ଆସି ରାଜରାସ୍ତା ଉପରେ ୨ ଘଣ୍ଟା!-->…
Read More...
Read More...
ଆସୁଥିବା ବାତ୍ୟା ଅମ୍ପ।ନ ଯୋଗୁଁ ବିପଦ ସଙ୍କୁଳ ଜାଗାରେ ଥିବା ଲୋକଙ୍କୁ ସ୍ଥାନାନ୍ତରିତ
ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ କେନ୍ଦ୍ରୀଭୂତ ହୋଇଥିବା ଲଘୁଚାପ ପ୍ରଭାବରେ ଆଗାମୀ ଦିନରେ ହେବାକୁ ଥିବାସମ୍ଭ।ଵ୍ୟ ସାମୁଦ୍ରିକ ଝଡ଼ ବାତ୍ୟା ଓ ପ୍ରବଳ ବର୍ଷା କୁ ଆଖି ଆଗରେ ରଖି ଗଜପତି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ବିପଦ ସଙ୍କୁଳ ଜାଗାରେ ରହୁଥିବା ଜନସାଧାରଣଙ୍କୁ ସ୍ଥାନା ନ୍ତରିତ!-->…
Read More...
Read More...
ବାତ୍ୟା ପାଇଁ ଓଡ୍ରାଫ୍ ଟିମ୍ ସଜାଗ
ଭଦ୍ରକ: ବାତ୍ୟା ‘ଅମ୍ଫାନ’କୁ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ସମଗ୍ର ଜିଲ୍ଳା ହାଇ ଆଲର୍ଟ ଜୋନରେ ଥିବା ବେଳେ ମୁଖ୍ୟତଃ ବାସୁଦେବପୁର ଓ ଚାନ୍ଦବାଲି ବ୍ଲକ ଏହାର ପ୍ରଭାବରେ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି । ସେଥିଲାଗି ଏହି ଦୁଇ ବ୍ଲକର ୯୧ଟି!-->…
Read More...
Read More...
କରୋନା ଯୋଦ୍ଧା ସସ୍ମିତା ମଗର
ବୌଦ୍ଧ:କରୋନା ବିରୁଦ୍ଧରେ ସାରା ଦେଶ ଲଢୁଛି । ଯିଏ ଯେଉଁ ପଦବୀରେ ଥାଉନା କାହିଁକି କେମିତି ଶୀଘ୍ର କରୋନା ହଟିବ ସେଥିପାଇଁ ସମସ୍ତେ ଉଦ୍ୟମ ଜାରି ରଖିଛନ୍ତି । ଯେଉଁମାନେ ପ୍ରତ୍ୟକ୍ଷ ଭାବରେ କରୋନା ବିରୋଧୀ ସଂଗ୍ରାମରେ ନିୟୋଜିତ ଅଛନ୍ତି ସରକାର ସେମାନଙ୍କୁ କରୋନା ଯୋଦ୍ଧା ଭାବରେ ନାମିତ!-->…
Read More...
Read More...
ଲୋକଙ୍କ କାମରେ ଆସୁଛି କି କରୋନା କଣ୍ଟ୍ରୋଲ ରୁମ୍ !
ବୌଦ୍ଧ:କରୋନା ସଂପର୍କୀତ ସୂଚନା ଆଦାନ ପ୍ରଦାନ ପାଇଁ ବୌଦ୍ଧଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦିବାରାତ୍ର ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ଦୈନିକ ୮ଘଣ୍ଟିଆ ସିଫଟରେ ଏ କଣ୍ଟ୍ରୋଲ ରୁମ ପରିଚାଳିତ ହେଉଅଛି । ୨ଜଣ କର୍ମଚାରୀଙ୍କ ସହିତ ଜଣେ ଅଫିସର ପ୍ରତ୍ୟେକ ସିଫ୍ଟରେ କାମ!-->…
Read More...
Read More...