Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭୁବନେଶ୍ୱର ରେଳ ସଦନ ଅତିଥି ଗୃହରେ ଅଗ୍ନିକାଣ୍ଡ
ଭୁବନେଶ୍ୱର : ଭୁବନେଶ୍ୱର ଚନ୍ଦ୍ରଶେଖର ସ୍ଥିତ ରେଳ ସଦନ ଅତିଥି ଗୃହରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷତି ହୋଇଛି । ଅଗ୍ନିକାଣ୍ଡର କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ । ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରୁଛି ।
https://www.youtube.com/watch?v=4GDE7Hgp-So
Read More...
Read More...
ମୋଟର କର୍ମଚାରୀ ସଂଘ ପକ୍ଷରୁ ଶ୍ରମିକ ଦିବସ ପାଳିତ
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ମୋଟର କର୍ମଚାରୀ ସଂଘ କାର୍ଯ୍ୟାଳୟ ଠାରେ ସି ଆଇ ଟି ୟୁ ମୋଟର କର୍ମଚାରୀ ସଂଘ ପକ୍ଷରୁ ଶ୍ରମିକ ଦିବସ ନିରାଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପାରଳା ମୋଟର କର୍ମଚାରୀ ସଂଘର ସଭାପତି ପି କ୍ରିଷ୍ଣ।ଙ୍କ ସଭାପତିତ୍ୱରେ ଅନୁଷ୍ଠିତ!-->…
Read More...
Read More...
ଖୁସି ଖବର : ୧୪ କରୋନା ଆକ୍ରାନ୍ତ ସୁସ୍ଥ ହେଲେ
ଭୁବନେଶ୍ୱର : ରାଜ୍ୟ ପାଇଁ ଖୁସି ଖବର । ଆଜି ପୁଣି ୧୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନେ ସମସ୍ତେ କେନ୍ଦ୍ରାପଡା-୧, ଭୁବନେଶ୍ୱର-୩, ବାଲେଶ୍ୱର-୩ ଓ ଭଦ୍ରକ-୭ ଜଣ । ଏମାନଙ୍କୁ ମିଶାଇ ମୋଟ ୫୫ ଜଣ କରୋନା ରୋଗୀ ସୁସ୍ଥ ହୋଇ ହସ୍ପିଟାଲରୁ ଛାଡ ପାଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ!-->…
Read More...
Read More...
ଗ୍ରୀଷ୍ଣକାଳୀନ ସହାୟତା ଦେବେ ରାଜ୍ୟ ସରକାର
ଭୁଭୁବନେଶ୍ୱର : ରାଜ୍ୟ ସରକାର ବିଭିନ୍ନ ବର୍ଗରେ ହିତାଧିକାରୀଙ୍କୁ ଗ୍ରୀଷ୍ଣକାଳୀନ ସହାୟତା ପ୍ରଦାନ କରିବେ । ମଧୁବାବୁ ପେନସନ ଯୋଜନା, ଜାତୀୟ ସାମାଜିକ ଯୋଜନା ବାବଦରେ ପ୍ରତ୍ୟେକ ହିତାଧିକାରୀଙ୍କୁ ୧୦୦ ଟଙ୍କା ଲେଖାଏଁ ସାହାଯ୍ୟ ଦିଆଯିବ । ଏଥିରେ ୪୮ ଲକ୍ଷ ହିତାଧିକାରୀ ଉପକୃତ ହେବେ । ଚଳିତ!-->…
Read More...
Read More...
ଶ୍ରମିକ ଦିବସରେ ରକ୍ତଦାନ କାର୍ଯ୍ୟକ୍ରମ
ବୌଦ୍ଧ : ବିଶ୍ୱ ଶ୍ରମିକ ଦିବସ ଅବସରରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାରଠାରେ ରକ୍ତଦାନ ଶିବିର ଆଜି ଆୟୋଜିତ ହୋଇଯାଇଛି । ଓଡିଶା ନିର୍ମାଣ ମଜଦୁର ସଭା, ବୌଦ୍ଧ ଜିଲ୍ଲା ଶାଖା ପକ୍ଷରୁ ଆୟୋଜିତ ଏହି ରକ୍ତଦାନ କାର୍ଯ୍ୟକ୍ରମରେ ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ବ୍ଲକର ୧୨ଜଣ!-->…
Read More...
Read More...
ରାଜ୍ୟ ସରକାରଙ୍କ ନିଦ ହଜାଇଲାଣି ଯାଜପୁର, ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ କରୋନା ପଜିିଟିଭଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି । ଆଜି ସକାଳେ ବାଲେଶ୍ୱର ଜଣେ ଚିହ୍ନଟ ହୋଇଥିବା ବେଳେ ପରେ ବଲାଙ୍ଗୀର ଓ ଯାଜପୁରରୁ ଦୁଇଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ପୁଣି କିଛି ମିନିଟର ବ୍ୟବଧାନ ପରେ ସେହି ଯାଜପୁର ଜିଲ୍ଲାରୁ ଆଉ ଜଣେ!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସହାୟତା କଲେ ପ୍ରଦୀପ କୁମାର ପାଢୀ
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଅବସର ପ୍ରାପ୍ତ ସ୍ୱଳ୍ପ ସଞ୍ଚୟ ଅଧିକାରୀ ପ୍ରଦୀପ କୁମାର ପାଢୀ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 5000 ଟଙ୍କାର ଚେକ ପ୍ରଦାନ କରିଛନ୍ତି। କୋରନା ମୁକାବିଲା ସକାଶେ ସହାୟତା!-->…
Read More...
Read More...
ସରକାରୀ ନିର୍ଦ୍ଦେଶକୁ ପଞ୍ଚାୟତ ଗୁଡିକରେ ବେଖାତିର
ବୌଦ୍ଧ,: କରୋନା ପାଇଁ ସାରାଦେଶ ଲକଡାଉନରେ ଥିବାବେଳେ ସାମାଜିକ ଦୂରତା ରକ୍ଷାପାଇଁ ଜନସାଧାରଣଙ୍କୁ ସଚେତନ କରାଇଆସୁଛନ୍ତି । ଲକଡାଉନ ସମୟରେ ଜାତୀୟ ଖାଦ୍ୟ ନିରାପତ୍ତା ଖାଉଟି କାର୍ଡ ଓ ରାଜ୍ୟ ଖାଉଟି କାର୍ଡ ପାଇଥିବା ଗରୀବ ହିତାଧିକାରୀଙ୍କୁ ଅଗ୍ରୀମ ୩ମାସର ଚାଉଳ /ଗହମ ପ୍ରଦାନ ପାଇଁ!-->…
Read More...
Read More...
ମହାନଦୀର ଅପରପାର୍ଶ୍ବରେ ଏକ ବଡ ହସ୍ପିଟାଲ ନିର୍ମାଣ ପାଇଁ ଦାବି
ସମ୍ବଲପୁର: ଏଠାରେ ସ୍ୱାଧୀନତା ପୂର୍ବରୁ ପ୍ରତିଷ୍ଠିତ ଜିଲ୍ଲା ସଦର ହସ୍ପିଟାଲକୁ ସଂପୂର୍ଣ୍ଣ ରୁପେ କୋଭିଡ ହସ୍ପିଟାଲରେ ପରିଣତ କରିଦେଲା ପରେ ସମ୍ବଲପୁର ନଗରୀୟ ଅଞ୍ଚଳରେ ସରକାରୀ ଚିକିତ୍ସା ସୁବିଧାର ଅଭାବ ଦେଖାଯାଉଛି । ଏଥିପାଇଁ ଏହାର ବିକଳ୍ପ ରୁପେ ଏଠାରେ ଆଉ ଏକ ବଡ ହସ୍ପିଟାଲ ସ୍ଥାପନ!-->…
Read More...
Read More...
ଭିମସାରଠାରେ କୋଭିଡ ଟେଷ୍ଟିଂ କ୍ଷମତା ଅବ୍ୟାହତ ରଖାଯାଉ
ସମ୍ବଲପୁର: ବହୁ ଘାତ ପ୍ରତିଘାତ ପରେ ସ୍ଥାନୀୟ ଭିମସାରରେ କୋଭିଡ ଟେଷ୍ଟିଂ କେନ୍ଦ୍ର ଆରମ୍ଭ ହୋଇପାରିଛି । ଇତିମଧ୍ୟରେ ସେଠାରେ ସ୍ଥାପିତ ଏକ ଟେଷ୍ଟିଂ ୟୁନିଟ ଠିକଭାବେ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ଏଥିରେ ବ୍ୟବହୃତ ମେସିନରେ କିଛି ଅସୁବିଧା ରହିଯାଇଥିବାରୁ ଏପରି ହେଉଛି ବୋଲି ସେଠାରେ!-->…
Read More...
Read More...