Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସମୁଦ୍ରରେ ମହାବାତ୍ୟା ରୂପ ନେଲା ଅମ୍ଫନ
ଭୁବନେଶ୍ୱର: ସାମୁଦ୍ରିକ ଝଡ ଅମ୍ପନ ସମୁଦ୍ର ମଧ୍ୟରେ ମହାବାତ୍ୟା(ସୁପର ସାଇକ୍ଲୋନ)ର ରୂପ ନେଇଛି । ଆଜି ସଂଧ୍ୟାରେ ଏହା ସ୍ଥଳଭାଗ ଆଡକୁ ୮ କି.ମି. ବେଗରେ ଗତି କରୁଥିବା ବେଳେ ବାଂଲାଦେଶର ହାତୀଆ ଦ୍ୱୀପପୁଞ୍ଜ ଓ ଓଡିଶା ସୀମାବର୍ତ୍ତୀ ଦିଘା ମଧ୍ୟବର୍ତ୍ତୀ ସ୍ଥାନରେ ଏହା ଲ୍ୟାଣ୍ଡଫଲ କରିବ ବୋଲି!-->…
Read More...
Read More...
ଖାଉଟିଙ୍କ ଠାରୁ କିରୋସିନ ଦର ଦୁଇଗୁଣା ଆଦାୟ ଅଭିଯୋଗ
ବୌଦ୍ଧ:ଲକଡାଉନ ସମୟରେ ସରକାରୀ ଧାର୍ଯ୍ୟ ଦରଠାରୁ ଅଧିକ ଦରରରେ ଖାଉଟିଙ୍କୁ ସରକାରୀ ରିଟେଲରମାନେ କିରୋସିନ ବିକ୍ରି କରିଥିବା ଆଲୋଚନା ଚାଲିଛି । ସେହି ପରିପ୍ରେକ୍ଷୀରେ ବୌଦ୍ଧଜିଲ୍ଲା ମଧ୍ୟ ବାଦ୍ ପଡିନାହିଁ । ବୌଦ୍ଧବ୍ଲକ ବହିରା ଗ୍ରାମପଞ୍ଚାୟତରେ ସରକାରୀ ଧାର୍ଯ୍ୟଦର ୧୫ଟଙ୍କା ଥିବାବେଳେ!-->…
Read More...
Read More...
ଚିନ୍ତା ବଢାଉଛି ଅଧାପନ୍ତରିଆ ଫ୍ଲାଇଓଭର : ଟ୍ରାଫିକ ସମସ୍ୟା ସାଙ୍ଗକୁ ସାମାଜିକ ଦୂରତା ରକ୍ଷା ହୋଇପାରୁନି
ସମ୍ବଲପୁର: ସମ୍ବଲପୁର ନଗର ମଝି ନିର୍ମାଣଧୀନ ଫ୍ଲାଇଓଭର ବର୍ତ୍ତମାନ ପ୍ରଶାସନ ଓ ଜନସାଧାରଣ ଉଭୟଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ନିର୍ମାଣ ପୁରାକରିବା ପାଇଁ ବାରମ୍ବାର ସମୟନେଇ ଏହାର ଠିକାଦାର କାମ ସାରିପାରୁନାହିଁ । ମୂଳତଃ ଏହାର ନିର୍ମାଣ କାର୍ଯ୍ୟ ୧୨ ଫେବୃଆରୀ ୨୦୧୬ରେ ଆରମ୍ଭହୋଇ ୨୧ମେ!-->…
Read More...
Read More...
ପୋଲିସ ଏନକାଉଣ୍ଟରରେ ଜଣେ ପିଏଲଏଫଆଇ ସଦସ୍ୟ ମୃତ୍ୟୁ, ୫ ଗିରଫ
ରାଉରକେଲା : ଓଡ଼ିଶା-ଝାଡଖଣ୍ଡ ସୀମାନ୍ତରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଏହି ଗୁଳିବିନିମୟରେ ମାଓବାଦୀ ସଙ୍ଗଠନର ଶାଖା ପିଏଲଏଫଆଇ ର ସଦସ୍ୟ ପଣ୍ଡିତର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଏହି ଏନକାଉଣ୍ଟରରେ ଆହତ ଥିବା ପ୍ରବୀଣ କାଣ୍ଡୁଲାନା ଆହତ ଥିବା ଯୋଗୁଁ!-->…
Read More...
Read More...
ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରବାସୀ ଓଡିଆଙ୍କୁ ଯୋଗଶିକ୍ଷା ଦେଲା ଜିଲ୍ଲା ପ୍ରଶାସନ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପ୍ରଶାସନ ଜିଲ୍ଲାର ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସଂଗରୋଧରେ ରହୁଥିବା ପ୍ରବାସୀ ଓଡିଆଙ୍କ ରୋଗ ପ୍ରତିଷେଧକ ଶକ୍ତି ବଢାଇବା ଏବଂ ମାନସିକ ସ୍ୱାସ୍ଥ୍ୟର ସନ୍ତୁଳନ ପାଇଁ ଜିଲ୍ଲା ପ୍ରଶାସନ ୪୫ଗୋଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୬୮୨ ଅନ୍ତେବାସୀଙ୍କୁ ଯୋଗ!-->…
Read More...
Read More...
ଅଂଶୁଘାତ ଓ ହୃଦ୍ଘାତ ଯୋଗୁଁ ହାତୀଶାବକର ମୃତ୍ୟୁ
ସମ୍ବଲପୁର : ଚିକିତ୍ସାଧୀନ ଏକ ହାତୀ ଶାବକର ମୃତ୍ୟୁ ଘଟିଛି । ବନବିଭାଗୀୟ କର୍ମଚାରୀ ଏହି ହାତୀ ଶାବକକୁ ଶନିବାରଦିନ ହାତୀପଲ ସହିତ ଦେଖିଥିଲେ କିନ୍ତୁ ପରେ ଏହା ହଠାତ ଅସୁସ୍ଥ ହୋଇପଡିଥିଲା । ଏହା ଜାଣିବାପରେ ରବିବାରଦିନ ଏହାକୁ ଠାବକରି ତାହାର ଚିକିତ୍ସା କରାଗଲା କିନ୍ତୁ ଚିକିତ୍ସାରତ!-->…
Read More...
Read More...
ଆଗ ଚକ ଖୋଲିଯିବାରୁ ବୋଲେରୋ ଦୁର୍ଘଟଣାଗ୍ରସ୍ତ
ବୌଦ୍ଧ: ଜାତୀୟ ରାଜପଥ ନଂ ୫୭ର ହରେକୃଷ୍ଣପୁର ପୋଲ ନିକଟରେ ଗାଡିର ଚକ ଖୋଲିଯିବାରୁ ଏକ ବୋଲେରୋ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଓଡି-୦୨ଏଜି୮୬୧୦ ନମ୍ବର ବିଶିଷ୍ଟ ଏକ ବଲେରୋ ଗାଡି ସୋନପୁରରୁ ଟିକାବାଲି ଅଭିମୁଖେ ଯାଉଥିବାବେଳେ ବୌଦ୍ଧଥାନା!-->…
Read More...
Read More...
ନିଜ ଜିଲ୍ଲାକୁ ପହଞ୍ଚି ପାରିଲେନି ପ୍ରବାସୀ ଶ୍ରମିକ
ବୌଦ୍ଧ:ସୁଦୂର ଆନ୍ଧ୍ରରୁ ଓଡିଶାକୁ ସିନା ଫେରିପାରିଲେ ହେଲେ ନିଜ ଜିଲ୍ଲା ବୌଦ୍ଧ ସୀମାନ୍ତ ନୟାଗଡ ଜିଲ୍ଲା ଟାକରା ଗ୍ରାମରୁ ଆସିପାରୁନାହାନ୍ତି ନିଜ ଜନ୍ମମାଟିକୁ । ଏଭଳି ସମସ୍ୟାରେ ଟାକରା ସଙ୍ଗରୋଧ କେନ୍ଦ୍ରରେ ରହିଛନ୍ତି ହରଭଙ୍ଗା ବ୍ଲକ କୁଶଙ୍ଗ ପଞ୍ଚାୟତ ଅନ୍ତର୍ଗତ ତିରଡ ଗ୍ରାମର ପ୍ରଶାନ୍ତ!-->…
Read More...
Read More...
ପ୍ରବାସୀ ଓଡ଼ିଆଙ୍କୁ ସହାୟତାର ହାତ ବଢ଼ାଇଲେ ବାଲିଗୁଡ଼ା ପୋଲିସ୍ ଓ ସ୍ଥାନୀୟ ବାସିନ୍ଦା
ବାଲିଗୁଡ଼ା: ପ୍ରବାସୀ ଓଡ଼ିଆଙ୍କୁ ସହାୟତାର ହାତ ବଢ଼ାଇଲେ ବାଲିଗୁଡ଼ା ପୋଲିସ୍ ଓ ସ୍ଥାନୀୟ ବାସିନ୍ଦା । ସୂଚନା ପ୍ରକାରେ କଳାହାଣ୍ଡି ଜିଲ୍ଲାର ୨୩ ଜଣ ଶ୍ରମିକ ହାଇଦ୍ରାବାଦର ଏକ ଘରୋଇ କଂମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ । ଲକ୍ ଡାଉନ୍ ଯୋଗୁଁ ଘରକୁ ଫେରି ପାରିନଥିଲେ । ସରକାର ନିୟମରେ!-->…
Read More...
Read More...
ରାଜ୍ୟରେ ପୁଣି ୪୮ ପଜିଟିଭ୍ ଚିହ୍ନଟ, କରୋନା ମାନଚିତ୍ରରେ ଯୋଡି ହେଲା କନ୍ଧମାଳ
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟାରେ ବ୍ରେକ ଲାଗୁନି । ଆଜି ପୁଣି ୪୮ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ କନ୍ଧମାଳ ଜିଲ୍ଲାରୁ ୨ଜଣ ଥିବା ଜଣାପଡିଛି । ଆଜି କରୋନା ମାନଚିତ୍ରରେ ନୂତନ ଜିଲ୍ଲା ଭାବେ କନ୍ଧମାଳ ଯୋଡି ହୋଇଛି । ରାଜ୍ୟରେ କରୋନା ଆକ୍ରାନ୍ତ!-->…
Read More...
Read More...