Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗରିବ ପରିବାରଙ୍କ ନିକଟରେ ପହଞ୍ଚି ପାରୁନି ସରକାରୀ ସୁବିଧା
କଣ୍ଟାବାଞ୍ଜି : ବିଶ୍ୱ ମହାମାରୀ କୋରନା ପାଇଁ ସାରା ଦେଶରେ ଲକଡାଉନ ଜାରି ରହିଛି । ଲକଡାଉନ ଯୋଗୁଁ ବହୁ ଗରିବ ପରିବାର ନିଜନିଜର ଜୀବିକା ହରାଇଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଗରିବ ପରିବାରମାନଙ୍କୁ ସହାୟତା ପ୍ରଦାନ କରୁଛନ୍ତି । କିନ୍ତୁ ଏମିତି କେତେକ!-->…
Read More...
Read More...
ବୌଦ୍ଧରେ ଆଜି ଆଉ ଜଣେ କରୋନା ପଜିଟିଭ ଚିହ୍ନଟ
ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ପୂର୍ବରୁ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ଜଣକ ଦେହରେ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । କଣ୍ଟାମାଳ ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀ ଶ୍ରମିକଙ୍କ ଦେହରେ କରୋନା ଭୂତାଣୁ ବାହାରିବା ପରେ ଜିଲ୍ଲାରେ କରୋନା!-->…
Read More...
Read More...
ଭାରସାମ୍ୟ ହରାଇ ରାସ୍ତାତଳକୁ ଖସିଲା କାର
ବୌଦ୍ଧ : ଆଜି ଅପରାହ୍ନରେ ଜାତୀୟ ରାଜପଥ ନଂ ୫୭ର ପୁରୁଣାକଟକ ଥାନା ବାଣିଭୂଷଣପୁର ଗ୍ରାମ ପଞ୍ଚାୟତର ତେଇଶି ମାଇଲ ନିକଟରେ ଏକ କାର୍ ଭାରସାମ୍ୟ ହରାଇ ରାସ୍ତାତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି । କାରରେ ଡ୍ରାଇଭରଙ୍କ ବ୍ୟତୀତ କେହି ଯାତ୍ରୀ ନଥିବା ଜଣାପଡିଛି । ଡ୍ରାଇଭର ସାମାନ୍ୟ ଆହତ ହୋଇ!-->…
Read More...
Read More...
ମାଙ୍କଡର ଉପଦ୍ରବ, ଲୋକେ ଆତଙ୍କିତ
ବୌଦ୍ଧ : ହରଭଙ୍ଗା ବ୍ଲକ ପୁରୁଣାକଟକ ଗ୍ରାମ ପଞ୍ଚାୟତର ରାଜିଙ୍ଗ ଗ୍ରାମରେ ଆଜି ଅପରାହ୍ନ ପ୍ରାୟ ୧ ଘଣ୍ଟା ସମୟରୁ ଏକ ଜଙ୍ଗଲୀ ମାଙ୍କଡ ଉପଦ୍ରବ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ନିକଟସ୍ଥ ଯାଜପୁର ଜଙ୍ଗଲରୁ ଆସିଥିବା ସନ୍ଦେହ କରାଯାଉଛି । ମାଙ୍କଡଟି ବିଭିନ୍ନ!-->…
Read More...
Read More...
ପେଟ୍ରୋଲ ଦର ବୃଦ୍ଧି ଯଥାର୍ଥ : ପରିବହନ ମନ୍ତ୍ରୀ
ଭୁବନେଶ୍ୱର: ଆବଶ୍ୟକତା ଦୃଷ୍ଟିରେ ରଖି ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଆଜିଠାରୁ ବୃଦ୍ଧି କରିଥିବା ଭାଟ୍କୁ ଯଥାର୍ଥ ବୋଲି କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଏକ୍ସସାଇଜ ଡିଉଟିରେ ବୃଦ୍ଧି ପରେ ରାଜ୍ୟ ସରକାର ଭାଟ ବୃଦ୍ଧି!-->…
Read More...
Read More...
ଆସନ୍ତାକାଲିଠାରୁ ଖୋଲିବ ମଦ ଦୋକାନ !
ଭୁବନେଶ୍ୱର: ଆସନ୍ତାକାଲିଠାରୁ ଲକଡାଉନ ୪.୦ ନୂଆ ରୂପରେ ମଇ ୩୧ ପର୍ଯ୍ୟନ୍ତ ବୃଦ୍ଧି ହେବାକୁ ଯାଉଥିବା ବେଳେ ରାଜ୍ୟ ସରକାର ଆସନ୍ତାକାଲିଠାରୁ ରାଜ୍ୟରେ ମଦ ଦୋକାନ ଖୋଲିବାକୁ ଆପାତତଃ ନିଷ୍ପତ୍ତି ନେଇଛନ୍ତି । ଏହି କାରଣରୁ ରାଜ୍ୟର ୧୧ଟି ଜିଲ୍ଲାରେ ଥିବା ବଟଲିଂ ପ୍ଲାଣ୍ଟ ସହ ବ୍ରେଞ୍ଜରି!-->…
Read More...
Read More...
ଅତି ଭୟଙ୍କର ହେଉଛି ଅମ୍ଫନ
ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଓ ଏହାର ପାଶ୍ୱର୍ବର୍ତ୍ତୀ ଅଂଚଳରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ଅମ୍ଫନ ଅତି ଭୟଙ୍କର ହେଉଛି । ଗତ ୬ ଘଣ୍ଟା ମଧ୍ୟରେ ୬ କି.ମି. ବେଗରେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅତିଭୟଙ୍କର ହେଉଛି । ଆଜି ଅପରାହ୍ନ ସାଢେ ୫ଟା ସୁଦ୍ଧା ଏହା!-->…
Read More...
Read More...
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସ୍ପଷ୍ଟୀକରଣ : କରୋନା ମୃତ୍ୟୁ ସଂଖ୍ୟା ୫ ନୁହେଁ ୪
ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ ନୁହେଁ ୪ ବୋଲି ରବିବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆ ଯାଇଛି । ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଜିର ଦୁଇ ମୃତକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇନାହିଁ । କୋଭିଡ ଟେଷ୍ଟରୁ ଜଣେ ମୃତକଙ୍କ ନମୂନା ନେଗେଟିଭ!-->…
Read More...
Read More...
କୋଭିଡ଼ ଯୋଦ୍ଧାଙ୍କୁ ସମ୍ମାନୀତ କଲେ ଜିଲ୍ଲା ବିଜେଡି ମହିଳା କାର୍ଯ୍ୟକାରୀରିଣୀ ସଭାପତି
ପାରଳାଖେମୁଣ୍ଡିର ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଥିବା ଡାକ୍ଟର,ଷ୍ଟାଫନର୍ସ, ନର୍ସ ସ୍ୱାସ୍ଥ୍ୟକର୍ମୀ,ସଫେଇ, ସିକ୍ୟୁରିଟି ଗାର୍ଡ ଓ ଡାକ୍ତରଖାନାର ସମସ୍ତ କର୍ମଚାରୀମାନଙ୍କୁ ଜିଲ୍ଲା ବିଜେଡି ମହିଳା କାର୍ଯ୍ୟକାରିଣୀ ସଭାପତିଙ୍କ ତରଫରୁ ସଂମ୍ମାନୀତ କରାଯାଇଛି। ବର୍ତ୍ତମାନ ଗଜପତି ଜିଲ୍ଲା!-->…
Read More...
Read More...
ସନ୍ଥକବିଙ୍କ ଚରିତ୍ର ସଂହାର ବିରୁଦ୍ଧରେ ଥାନାରେ ମାମଲା ରୁଜୁ
ସମ୍ବଲପୁର: ଲେଖନୀ ସ୍ୱତନ୍ତ୍ରତା ଆଳରେ ସନ୍ଥକବି ଭୀମଭୋଇଙ୍କ ଚରିତ୍ର ସଂହାର ଅଭିଯୋଗ ସାମନାକୁ ଆସିଛି । ଏହି ସନ୍ଦର୍ଭରେ ରେଢାଖୋଲ ଥାନାରେ ମାମଲା ଦାଏର ପାଇଁ ଆବେଦନ କରାଯାଇଛି । ଏଥିରେ କୁହାଯାଇଛି ଯେ ସନ୍ଥକବି ଭୀମ ଭୋଇ ହେଉଛନ୍ତି ଓଡିଶାର ଗର୍ବ ଓ ଗୌରବ । ଏକ ଗରିବ ପରିବାରରେ ଜନ୍ମ!-->…
Read More...
Read More...