କରୋନା ଯୋଦ୍ଧାଙ୍କୁ ସମ୍ମାନ

0 109

ଟିଟିଲାଗଡ :ସ୍ଥାନୀୟ ରେଳ ଷ୍ଟେସନ ସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ କରାଯାଇଥିଲା I ପ୍ରଶାସନ ତରଫରୁ ଆୟୋଜିତ କର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ମହିଳା ଶସକ୍ତିକରଣ ଓ ମିଶନ୍ ଶକ୍ତି ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟିକା ଟୁକୁନୀ ସାହୁ ଯୋଗଦାନ କରିଥିଲେ I

hiring

ଟିଟିଲାଗଡ ମାଟିର ପୁଅ ରାଜ୍ୟରେ ସୁପରିଚିତ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ କଣ୍ଠଶୀଳ୍ପୀ ପଜ୍ଞଜ ଜାଲଙ୍କ ସୁର ତାଳ ଲୟରେ ଗଗନ ବାଗ ଓ ସାଥି ସଙ୍ଗୀତ ଗାନ କରିଥିଲେ, ଉପ ଜିଲ୍ଲାପାଳ ସୁଧାକର ନାୟକ, ଏସ୍ ଡିପିଓ ସୁରେନ୍ଦ୍ର ନାଥ ଶତପଥୀ ଓ ଅନ୍ୟାନ୍ୟ ଅଧିକାରୀ, ବିଭିନ୍ନ ଅନୁଷ୍ଠାନ ଓ ଏସ୍ଏଚଜି ସଭ୍ୟସଭ୍ୟା, ଅରୁଣ ମିଶ୍ର, ପ୍ରମୋଦ ପ୍ରଧାନ, ଲାଲୁ ମିଶ୍ର, ସନ୍ଦୀପ ସନୀ ଶିବା ପ୍ରମୁଖ ବହୁ ବିଜେଡି କର୍ମକର୍ତ୍ତା ଓ ଅନେକ ସହରବାସୀ ଯୋଗଦାନ କରି ସମ୍ମାନ ଞାପନ କରିଥିଲେ I ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ସଂଯୋଜନା କରିଥିଲେ I

hiranchal ad1
Leave A Reply

Your email address will not be published.

8 − one =