କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ “ବନ୍ଦେ ଉତ୍କଳଜନନୀ,” ସଙ୍ଗୀତ ପରିବେଷଣ

0 88

ଭୁବନେଶ୍ବର :ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଓ ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ମାର୍ଗଦର୍ଶନରେ କରୋନା ଯୋଦ୍ଧା ଙ୍କୁ ଉତ୍ସାହିତ କରିବା ପାଇଁ ଭିଏସସନଗର ଅଞ୍ଚଳରେ ଟିମ୍ ପ୍ରକାଶ ତ୍ରିପାଠୀ ଓ ଜୟମାୟୁଥ୍_କ୍ଲବ୍ ମିଳିତ ସହଯୋଗରେ ମା ତାରିଣୀ ମନ୍ଦିର ପରିସରରେ ଓ ପ୍ରଭୁଜୀ ଈଂଲିଶ୍ ମିଡିୟମ୍ ସ୍କୁଲ୍ ନିକଟ ପାର୍କ ସମ୍ମୁଖରେ “ବନ୍ଦେ ଉତ୍କଳଜନନୀ,” ସଙ୍ଗୀତ ପରିବେଷଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ସତ୍ୟବ୍ରତ ପାତ୍ର, ସ୍ମୃତି ରଂଜନ ନନ୍ଦ, ଡଃ ପ୍ରକାଶ ତ୍ରିପାଠୀ, ବରିଷ୍ଠ ନାଗରିକ ଇ୦ ଶିବ ପ୍ରସାଦ ମିଶ୍ର, ସୌମ୍ୟ ରଞ୍ଜନ ପ୍ରଧାନ, ଦୀପକ ନାୟକ, ନରେନ୍ଦ୍ର ବିଶ୍ଵାଳ, ଶିବାନନ୍ଦ ତାଡ଼ ,ଅନନ୍ତ ରେଡ୍ଡୀ ,ଅକ୍ଷୟ ସ୍ୱାଇଁ ,ସୁଶାନ୍ତ ମୁଦୁଲି ବିନୋଦ ସାହୁ ସର୍ଵଜିତ୍ ସାହୁ, ନଣ୍ଡା, ବିଲ ଦେବା, ସୋମ, ମହିଳା ବିଜେଡି ନେତ୍ରୀ ମନୋରମା ସିଂ ପାତ୍ର ଇସା ମହାନ୍ତି, ସୁଚିତ୍ରା ବେହେରା, ପୁଷ୍ପଲତା ନାୟକ, ପୁଷ୍ପଲତା ରାଉଳ,ଦ୍ରୌପଦୀ ଦେବୀ ସ୍ନେହଲତା ମୁଦୁଲି , ସବନମ ବେଗମ ଓ ୱାର୍ଡ଼ ନମ୍ବର ୧୧ ଓ ୧୭ ଅନ୍ତର୍ଗତ ଭିଏସସନଗର, ପଥରବନ୍ଧ ଅଞ୍ଚଳର ସମସ୍ତ ଅଙ୍ଗନବାଡ଼ି ଦିଦି, ସହାୟିକା ଓ ଆଶାକର୍ମୀ ଓ ଶତାଧିକ ଜନସାଧାରଣ ସହଯୋଗ କରିଥିଲେ।

hiranchal ad1
Leave A Reply

Your email address will not be published.

thirteen − 5 =