Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପାଦରେ ଚାଲିଚାଲି ୧୮ଶହ କି.ମି ଅତିକ୍ରମ: ଘରବାହୁଡା ବିକଳରେ ହ୍ରାଇଦ୍ରାବାଦରୁ ବାହାରିଛନ୍ତି ୫୦ଜଣ ଶ୍ରମିକ
ସମ୍ବଲପୁର:କରୋନା ସଙ୍କଟକାଳରେ କିଛି ଲୋକେ ଅସମ୍ଭବକୁ ମଧ୍ୟ ସମ୍ଭବ କରିବାରେ ସମର୍ଥ ହେଉଛନ୍ତି ଯାହାକି ସାଧାରଣତଃ ଆଶା କରାଯାଇନପାରେ । ଏଠାରେ ଆଜି ଏହିପରି ୫୦ଜଣ ଶ୍ରମିକ ସୁଦୂର ହାଇଦ୍ରାବାଦରୁ ପ୍ରାୟ ୧୮ଶହ କି.ମି ପାଦରେ ଚାଲି ଆସି ପହଞ୍ଚିଛନ୍ତି । ସେମାନେ ନଗର ବାହାରେ ଜାତୀୟ ରାଜମାର୍ଗ!-->…
Read More...
Read More...
କଟକଣାରେ କୋହଳ ପରେ ଜନଗହଳି ବଢିଲା
ସମ୍ବଲପୁର : ଆଜି ସକାଳୁ ସମ୍ବଲପୁରରେ ଚାରିଆଡେ ଜନଗହଳି ଦେଖି ଲାଗିଲା ସତେଯେମିତି ଏଠାକାର ସ୍ଥିତି ସାମାନ୍ୟ ହୋଇଆସିଲାଣି । ଲକଡାଉନର ତୃତୀୟ ପର୍ଯ୍ୟାୟ ଗତକାଲି ସୋମବାର ଦିନଠାରୁ ଆରମ୍ଭ ହୋଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୋହଳନୀତି ଘୋଷଣା ହୋଇନଥିିିିବାରୁ ଅଧିକାଂଶ ଲୋକ!-->…
Read More...
Read More...
କରାମାଡ ଯୋଗୁଁ ଫୁଲଚାଷ କ୍ଷତିଗ୍ରସ୍ତ
ସମ୍ବଲପୁର: ପାରଂପରିକ ଚାଷର ଏକ ବିଶ୍ୱସନୀୟ ବିକଳ୍ପଭାବେ ବର୍ତ୍ତମାନ ଅନେକ ଚାଷୀ ବିଭିନ୍ନ ଫୁଲଚାଷକୁ ଆପଣେଇଛନ୍ତି ଓ ଏହା ଜନ ଆଦର ପାଉଥିବାରୁ ବେଶ କିଛି ଉପାର୍ଜନ କରୁଛନ୍ତି । ସେମାନଙ୍କ ପାଇଁ କିନ୍ତୁ ଏଥର କାଳବୈଶାଖୀର ତାଣ୍ଡବଲୀଳା ଯୋଗୁଁ କ୍ଷତିର ସମ୍ମୁଖୀନ ହେବା ଆଶଙ୍କା ଦେଖାଦେଇଛି ।!-->…
Read More...
Read More...
ବଢୁଛି ତାତି, ପାଣି ପାଇଁ ଡହଳବିକଳ
ବୌଦ୍ଧ: ବୌଦ୍ଧବ୍ଲକ କସୁରବନ୍ଧ ଗ୍ରାମ ପଞ୍ଚାୟତର ସଦରମହକୁମା କସୁରବନ୍ଧ ଗ୍ରାମରେ ଜଳସଙ୍କଟ ଦେଖାଦେଇଛି । ପ୍ରବଳଖରାରେ ଜଳସ୍ତର ହ୍ରାସ ପାଉଥିବାରୁ ଗ୍ରାମରେ ଥିବା ଏକମାତ୍ର ନଳକୂଅରୁ ପାଣି ମଧ୍ୟ ବାହାରୁନାହିଁ । ରୋଷେଇ କରିବା ଓ ପିଇବାପାଣି ସଂଗ୍ରହ କରିବାକୁ ଲୋକେ ହଇରାଣ ହେଉଛନ୍ତି ।!-->…
Read More...
Read More...
ସୀମା ସିଲ୍ ସମାଧାନ ନୁହେଁ, ଆଭ୍ୟନ୍ତରୀଣ ସ୍ଥିତି ସୁଧାରିବାକୁ ଦାବି
ବୌଦ୍ଧ : ବାହାର ରାଜ୍ୟରୁ ଆସୁଥିବା ଶ୍ରମିକମାନେ ଅବାଧରେ ଜିଲ୍ଲା ମଧ୍ୟରେ ହରକତ କରୁଥିବା ସଂପର୍କୀତ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବାପରେ ପ୍ରଶାସନ ଚେତିଛି । ଜିଲ୍ଲାକୁ ଥିବା ପ୍ରବେଶପଥ ମାନଙ୍କରେ ପୋଲିସ ଚେକପୋଷ୍ଟ ସ୍ଥାପନକରି ବାହାରୁ ଆସୁଥିବା ଲୋକମାନଙ୍କ ଉପରେ ନଜର ରଖିବା!-->…
Read More...
Read More...
ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୬ହଜାର ଅତିକ୍ରମ କଲା, ମୃତକଙ୍କ ସଂଖ୍ୟା ୧୫୬୮
ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଗତ କିଛି ଦିନ ହେଲା ଦେଶରେ ଦିନକୁ ପ୍ରାୟ ଅଢେଇ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ଜଣାପଡିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୯୦୦ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ହେି ସମରେ ୧୯୫ ଜଣଙ୍କ ଏହି!-->…
Read More...
Read More...
ରାଜ୍ୟରେ ଆଜି ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଜି ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ରାଜ୍ୟରେ ୧୭୦ରେ ପହଞ୍ଚିଛି ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା । ତେବେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣଙ୍କ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି । ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ!-->…
Read More...
Read More...
ବ୍ରାହ୍ମଣୀଗାଁ ବିଧବା ମହିଳାଙ୍କ ହାଡ଼ କଙ୍କାଳ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ : ଗଞ୍ଜାମ-କନ୍ଧମାଳ ସୀମାନ୍ତ ଜଙ୍ଗଲରୁ…
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ଥାନା ଅନ୍ତର୍ଗତ ଗୋବରକୁଟି ଗାଁ ବିଧବା ମହିଳା ନିର୍ମଳାଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ୍ । ଅଭିଯୁକ୍ତ ଟୁକୁନା ମାଳିକୁ ଗିରଫ କରିବାସହ ହତ୍ୟାରେ ବ୍ୟବହୃତ ଦଉଡ଼ି ଓ ଶାବଳକୁ ଜବତ କରିଛି ପୋଲିସ୍ ।ସୂଚନା ଅନୁଯାୟୀ ଗତ ଫେବୃଆରୀ10!-->…
Read More...
Read More...
ରଥ ନିର୍ମାଣ ହେବ
ପୁରୀ : ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥ ନିର୍ମାଣ ହେବ । ସୋମବାର ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି । ବୈଠକ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଲାଗି!-->…
Read More...
Read More...
ବସ୍ ଧକ୍କାରେ ବାଇକ୍ ଆରୋହୀ ମୃତ
ବୌଦ୍ଧ : ଆଜି ଅପରାହ୍ନ ପ୍ରାୟ ୫ ଘଣ୍ଟା ସମୟରେ ବାଉଁଶୁଣୀ ଛକ ନିକଟରେ ବାଇକକୁ ବସ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ୫ ଘଣ୍ଟା ବେଳେ ଡୁମୁରୀପାଲି ଗ୍ରାମର କ୍ଷେତ୍ର ଦେହୁରୀ (୭୦) ବାଇକରେ ଏକ ଗ୍ୟାସ୍ ସିଲିଣ୍ଡର ଧରି!-->…
Read More...
Read More...