Browsing Category

ରାଜ୍ୟ

ABVP ଓ ଉତ୍କଳ ବିପନ୍ନ ସହାୟତା ସମିତି ପକ୍ଷରୁ ସଚେତନତା ଓ କୋଭିଡ଼-19 କିଟ ବଣ୍ଟନ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସୁବାଷ ନଗର ଓ ବିଭିନ୍ନ ସାହି ପରିକ୍ରମା କରି କୋର ନା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ABVP ଓ ବିପର୍ଣ୍ଣ ସହାୟତା ସମିତି ମିଳିତ ଭାବରେ ସହର ପରିକ୍ରମା କରି କୋର ନା ସଚେତନତା ସହ ବିଭିନ୍ନ ବିଦ୍ୟାର୍ଥୀ ମାନଙ୍କୁ କୋଭିଡ଼-19
Read More...

ରାଜ୍ୟରେ ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି । ଆଜି ପୁଣି ଆଉ ୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତ ଯାଜପୁରରୁ ୪ ଓ ଭଦ୍ରକରୁ ୨ ଜଣ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ
Read More...

ଗ୍ରୀନ୍ ଜୋନରେ ଚାଲିବ ବସ୍‌

ଭୁବନେଶ୍ୱର : ରାଜ୍ୟର ଗ୍ରୀନ୍ ଜୋନ୍ ଅନ୍ତର୍ଗତ ଜିଲ୍ଲାଗୁଡିକରେ ଯାତ୍ରୀବାହୀ ବସ୍ ଚଳାଚଳ କରିବ । ଏସ୍‌ଆର୍‌ସି ପ୍ରଦୀପ ଜେନା ଆଜି ଏହା ଘୋଷଣା କରିଛନ୍ତି । ଏ ନେଇ ନୀତିଗତ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି । ତେବେ ବସ୍ ଚଳାଚଳ ବେଳେ ନିର୍ଦ୍ଧାରିତ ନିୟମ ଲାଗୁ ହେବ । ରେଡ
Read More...

ଗ୍ରୀନ୍‌ରୁ ଅରେଞ୍ଜ ଜୋନ ହେବା ପରେ କ’ଣ କହୁଛନ୍ତି ବଲାଙ୍ଗୀର ଜିଲ୍ଲାପାଳ, ଦେଖନ୍ତୁ ଭିଡିଓ

ରିପୋର୍ଟ ଆଣିଛି ଖୁସି- ବହୁ ଦିନ ଗ୍ରୀନ୍ ଜୋନ୍ ରେ ଥିବା ବଲାଙ୍ଗୀର 1ତାରିଖ ଦିନ ତୁଷୁରା ନିକଟ ଲିଖିରିଆ ଗ୍ରାମରେ ତାମିଲନାଡୁ ଫେରନ୍ତା 2ଯୁବକ କୋଭିଡ 19 ଭୁତାଣୁ ସଂକ୍ରମଣ ଜଣାଗଲା I 21ଟି ଗାଁକୁ ସଟ୍ ଡାଉନ୍ କରାଯାଇ ସେମାନଙ୍କ ପରିବାର ସମେତ ମିଳାମିଶା କରିଥିବା ଲୋକଙ୍କୁ ଠାବ କରି
Read More...

ଗଜପତିକୁ ଫେରିଲେ କେରଳରୁ 38 ଜଣ ପ୍ରବାସୀ ଓଡ଼ିଆ

ଗଜପତି ଜିଲ୍ଲାକୁ ସୋମବାର ଦିନ 38 ଜଣ କେରଳରୁ ପ୍ରବାସୀ ଓଡ଼ିଆ ଫେରିଛନ୍ତି। ସେମାନେ ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପୁର ଷ୍ଟେସନରେ ଓହ୍ଲାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗଜପତି ଜିଲ୍ଲା ମୋହନା ବ୍ଲକର ଲୁହାଗୁଡି ସଙ୍ଗରୋଧ କେନ୍ଦ୍ରକୁ
Read More...

ଆସୁଛି ଲଘୁଚାପ : ୭ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆଣ୍ଡାମାନ ସାଗର ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଗୁଚାପରୁ ଆସନ୍ତା ୪୮ ଘଣ୍ଟା ବର୍ଷାର ସମ୍ଭାବନା ରହିଛି । ଉତ୍ତର, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶାରେ ଏହି ବର୍ଷା ଅଧିକ ପରିମାଣରେ ହେବ ବୋଲି ପାଣିପାଗ ବିଭାଗ ପୂର୍ବନୁମାନ କରିଛି । ଭଦ୍ରକ, ବାଲେଶ୍ୱର, ଯାଜପୁର,
Read More...

ଗ୍ରୀନ୍ ଜୋନରେ ସରକାର ଚଳାଇପାରନ୍ତି ବସ୍‌

ଭୁବନେଶ୍ୱର : ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ କ୍ଷତିରେ ବସ୍ ଚଳାଇବାକୁ ଘରୋଇ ବସ ମାଲିକ ସଂଘ ରୋକଠୋକ୍ ମନା କରିଦେବା ପରେ ସରକାର ଆଜି ଏ ନେଇ ଚେତିଛନ୍ତି । ଲକଡାଉନର ତୃତୀୟ ପର୍ଯ୍ୟାୟରେ କେନ୍ଦ୍ର ସରକାର ଗ୍ରୀନ୍ ଜୋନ ଅଂଚଳରେ ବସ୍ ପରିବହନ ପାଇଁ ଅନୁମତି ଦେଇଥିଲେ ମଧ୍ୟ ଘରୋଇ ବସ୍ ମାଲିକ
Read More...

ଭୁବନେଶ୍ୱରରେ ଖୋଲିବନି ମଦ ଦୋକାନ

ଭୁବନେଶ୍ୱର: ଭୁବନେଶ୍ୱରରେ ମଦ ଦୋକାନ ଖୋଲିବ ନାହିଁ । ଏ ନେଇ ସ୍ପଷ୍ଟ କରିଛନ୍ତି ପୁଲିସ କମିଶନର ସୁଧାଂଶ ଷଡଙ୍ଗୀ । ତୃତୀୟ ପର୍ଯ୍ୟାୟ ଲକଡାଉନ ଘୋଷଣା ହେବା ପରେ କେନ୍ଦ୍ର ସରକାର ଏ ନେଇ ଗାଇଡଲାଇନ ଜାରି କରିଛନ୍ତି । ଅରେଞ୍ଜ ଓ ଗ୍ରୀନ୍ ଜୋନରେ ବହୁ କଟକଣା କୋହଳ କରାଯାଇଥିବା ବେଳେ ମଦ
Read More...

ପ୍ରଶାସନ ମାରୁଛି ଢିଲା ! ବାହାର ଲୋକଙ୍କୁ ଜିଲ୍ଲାରେ ଦେଖି ଲୋକେ ଆତଙ୍କିତ

ବୈାଦ୍ଧ:ବାହାର ରାଜ୍ୟରୁ ଫେରୁଥିବା ଲୋକମାନଙ୍କର ଜିଲ୍ଲାରେ ଅବାଧ ବିଚରଣ ଦେଖି ଲୋକେ ଆତଙ୍କିତ ହୋଇଥିବାବେଳେ ପ୍ରଶାସନ ଢିଲା ମାରୁଥିବା ଅଭିଯୋଗ ହେଉଛି । ୩/୪ଦିନ ହେଲା ବାହାର ରାଜ୍ୟକୁ ଯାଇ ଲକଡାଉନରେ ଫସିଯାଇଥିବା ଲୋକେ ଘରକୁ ଫେରୁଛନ୍ତି । କିଏ ବସ୍ ଯୋଗେ ତ କିଏ ମାଲବାହୀ ଗାଡିରେ, ପୁଣି
Read More...

ତେଲେଙ୍ଗାନାରେ ଦାଦନ ଶ୍ରମିକଙ୍କୁ ମାଡ ଅଭିଯୋଗ, ଭିଡିଓ ମାଧ୍ୟମରେ ଉଦ୍ଧାର ପାଇଁ ଗୁହାରି କଲେ

ପାଟଣାଗଡ : ବେଲପଡା ବ୍ଲକ ଅନ୍ତର୍ଗତ ଧୁମାଭଟା ପଞ୍ଚାୟତ ହଟକଟ ଗାଁର ଦାଦନ ଶ୍ରମିକମାନଙ୍କୁ ତେଲେଙ୍ଗାନାର ଏକ ଇଟାଭାଟି ମାଲିକ ମାଡ ମାରିଥିବା ଅଭିଯୋଗ କରି ଏକ ଭିଡିଓ ମାଧ୍ୟମରେ ଉଦ୍ଧାର ପାଇଁ ଗୁହାରି କରିଛନ୍ତି । ସୂଚନାରୁ ପ୍ରକାଶ ଯେ, ବେଲପଡା ଥାନା ନୁନହାଡ ଗାଁର ମକାରୁ ମେହେର ହଟକଟ,
Read More...