Browsing Category

ରାଜ୍ୟ

କ୍ୱାରେଣ୍ଟାଇନ ନିୟମ ଉଲ୍ଲଂଘନ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଯାତ୍ରା ଶୁଭାରମ୍ଭ ହେବା ପରେ ପ୍ରତିଦିନ ପ୍ରବାସୀ ଓଡିଆମାନେ ଘର ମୁହାଁ ହୋଇଛନ୍ତି । ଏହି ଅବସରରେ କେତେକ ପ୍ରବାସୀ ଓଡିଆ ଜନ୍ମମାଟିରେ ପାଦ ଦେବା ପରେ କ୍ୱାରେଣ୍ଟାଇନ ନିୟମକୁ ପାଳନ କରୁନଥିବା ଅଭିଯୋଗ ଆସିବା ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏ ନେଇ କ୍ଷୁବ୍ଧ
Read More...

ଅସହାୟଙ୍କ ସାହାରା ତ୍ରିପାଠୀ ପରିବାର : ଅନ୍ୟମାନଙ୍କ ପାଇଁ ମାନବିକତାର ଦୃଷ୍ଟାନ୍ତ ସାଜିଲେ

ବୌଦ୍ଧ : ସମଗ୍ର ବିଶ୍ୱରେ ଭୟଙ୍କର ଆତଙ୍କ ଖେଳାଇଥିବା ପ୍ରାଣନାଶୀ କରୋନା ଭାଇରସ ବିରୋଧରେ ମିଳିତ ସଂଗ୍ରାମ ଜାରି ରହିଥିଲେ ମଧ୍ୟ ଏହାକୁ ପ୍ରତିହତ କରାଯାଇପାରିନାହିଁ । କରୋନା ଭାଇରସ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଅନ୍ୟ ଦେଶଗୁଡିକ ଭଳି ଭାରତରେ ମଧ୍ୟ ଲକଡାଉନ୍ ଜାରି କରାଯାଇଛି ।
Read More...

ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ସୁନିଶ୍ଚିତ କର୍ମନିଯୁକ୍ତି ଅଧିନିୟମରେ ଲକଡାଉନ ସମୟରେ ଅଧିକ ଲୋକଙ୍କୁ ନିଯୁକ୍ତି…

ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ସୁନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ 2020- 2021 ଆର୍ଥିକ ବର୍ଷରେ ଅଧିକା ରୁ ଅଧିକା ଗ୍ରାମୀଣ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ଅନୁମୋଦିତ କାର୍ଯ୍ୟ ଖସଡ଼ା ମୁତାବକ ବହୁତ ଗୁଡିଏ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଜିଲ୍ଲାରେ
Read More...

ମାସ୍କ ବିକି ସଚେତନତାର ବାର୍ତ୍ତା ଦେଉଛନ୍ତି ମହିଳା

ବୌଦ୍ଧ : ସ୍ଥାନୀୟ ବସଷ୍ଟାଣ୍ଡ ନିକଟ ଶନିମନ୍ଦିର ନିକଟରେ ଓରମାସ୍ ଓ ଜିଲ୍ଲା ପ୍ରଶାସନର ସହାୟତାରେ ମାସ୍କ ବିକ୍ରି କରିବାସହ କରୋନାପାଇଁ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ମହିଳା ସ୍ୱେଚ୍ଛାସେବୀ । ବୌଦ୍ଧବ୍ଲକ ମୁର୍ଷୁଣ୍ଢି ଗ୍ରାମପଞ୍ଚାୟତର ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ସି.ଆର.ପି
Read More...

ଝାଡଖଣ୍ଡ ଫେରିଲେ ବୌଦ୍ଧରେ ଫସିଥିବା ନବୋଦୟ ଛାତ୍ରଛାତ୍ରୀ

ବୌଦ୍ଧ,୩/୫(ହୀ.ପ୍ର)- ପାଲଝାରସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ପାଠ ପଢୁଥିବା ୨୩ଜଣ ଛାତ୍ରଛାତ୍ରୀ ଆଜି ତାଙ୍କ ଘରକୁ ଯିବାପାଇଁ ବୌଦ୍ଧରୁ ବାହାରିଛନ୍ତି । ଲକଡାଉନ ଯୋଗୁଁ ଏମାନେ ନିଜଘରକୁ ଫେରିବା ସମ୍ଭବ ହୋଇନଥିଲା । ସ୍କୁଲ ଛୁଟି ଘୋଷଣା ହୋଇଯିବାରୁ ହଷ୍ଟେଲରେ ପ୍ରାୟ ଦେଢମାସ ଧରି ଫସି
Read More...

କରୋନା ମୁକାବିଲା : ପିଏମ୍ କେୟାର୍ସକୁ ଏକଲକ୍ଷ ଟଙ୍କା ପ୍ରଦାନ କଲେ ଯୁବ ଶିଳ୍ପପତି ସଂଜୀବ ଅଗ୍ରୱାଲ

ବୌଦ୍ଧ : ଦେଶରେ ମହାମାରୀ କରୋନା ତା'ର କାୟ ବିସ୍ତାର କରିଚାଲିଥିବା ବେଳେ ସରକାର ଏହାକୁ ପ୍ରତିହତ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ଅର୍ଥର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ମୁକ୍ତ ହସ୍ତରେ ଦାନ କରିବାକୁ
Read More...

ରୋଡ ଗ୍ରାଫିଟି ଜରିଆରେ ଜନସଚେତନତା

ସମ୍ବଲପୁର:କରୋନା ମହାମାରୀ ବିଷୟରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାପାଇଁ ବିଭିନ୍ନ ବିଧି ବ୍ୟବହାର କରାଯାଇଛି । ଏଥିମଧ୍ୟରୁ ଗୋଟିଏ ଅନ୍ୟତମ ଉପାୟ ହେଲା ବ୍ୟସ୍ତ ରାଜମାର୍ଗକୁ ଏକ କ୍ୟାନଭାସ ରୁପେ ବ୍ୟବହାର କରି ତାହା ଉପରେ ରଙ୍ଗୀନ ଚିତ୍ରାଙ୍କନ, ଯାହାକୁ ରୋଡ ଗ୍ରାଫିତି ମଧ୍ୟ
Read More...

ବିଧବାଙ୍କ ଅନାହାର ମୃତ୍ୟୁ ଅଭିଯୋଗ

ସମ୍ବଲପୁର,: ସ୍ଥାନୀୟ ସାକ୍ଷୀପଡା ନିବାସୀ ୪୫ବର୍ଷୀୟ ଜଣେ ବିଧବାଙ୍କ ଭୋକଉପାସରେ ୨୫ଦିନ ସଂଘର୍ଷପରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ମୁତାବକ ସାକ୍ଷୀପଡା ଅଞ୍ଚଳର ସରଲାକାନି ଠାରେ ଜଣେ ଗରିବ ମହିଳା ଯିଏ କି ଖାଇବାକୁ ନପାଇ ବହୁଦିନରୁ ରୋଗାଗ୍ରସ୍ତ ଥିଲେ ଗତ ଦୁଇଦିନ
Read More...

କୋଟାରୁ ଫେରିଲେ ବଲାଙ୍ଗୀର ଛାତ୍ରଛାତ୍ରୀ, ସଙ୍ଗରୋଧରେ ରଖିଲା ପ୍ରଶାସନ

ବଲାଙ୍ଗୀର : ଗତକାଲି କଡା ସୁରକ୍ଷା ବଳୟରେ ଦୁଇଟି ବସ କୋଟାରୁ ଆସି ବଲାଙ୍ଗୀରରେ ପହଞ୍ଚିଥିଲା । ଏଥିରେ ୩୦ ଜଣ ଛାତ୍ର ଓ ୨୦ ଛାତ୍ରୀ ଥିଲେ । ଏମାନଙ୍କୁ ଜିଲ୍ଲା ପ୍ରଶାସନ ପୃଥକ୍ ପୃଥକ୍ ଭାବେ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି । ଫେରିଥିବା ଛାତ୍ରଛାତ୍ରୀଙ୍କୁ ଆଜି ଡାକ୍ତରୀ ପରୀକ୍ଷା କରାଯାଇ
Read More...

ମୁଣ୍ଡିପଦର ପରେ ଶୁଣ୍ଢିପଦର : ମାସ୍କ ପରିଧାନ ଓ ସାମାଜିକ ଦୂରତା ନିୟମକୁ ଫୁ …..

ବୌଦ୍ଧ: ରାଜ୍ୟ ଓ କେନ୍ଦ୍ର ଖାଦ୍ୟ ନିରାପତ୍ତା ଯୋଜନାର ହିତାଧିକାରୀଙ୍କୁ ଚାଉଳ, ଗହମ, କିରୋସିନ ଓ ସହାୟତା ରାଶି ବଂଟନ ବେଳେ ସାମାଜିକ ଦୂରତା ପାଳନକୁ କେହି ମାନୁନଥିବା ଦେଖିବାକୁ ମିଳୁଛି । ଗତକାଲି ବୌଦ୍ଧବ୍ଲକ ମୁଣ୍ଡିପଦର ଗ୍ରାମପଞ୍ଚାୟତରେ ବିନା ମାସ୍କ ଓ ସାମାଜିକ ଦୂରତା ଉଲ୍ଲଂଘନ କରି
Read More...