Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପ୍ରସ୍ତୁତିରେ ଅବହେଳା : କ୍ୱାରେଣ୍ଟାଇନକୁ ଚାଲିଚାଲି ଗଲେ ୨୦ ସୁରଟ ଫେରନ୍ତା
ବୌଦ୍ଧ/ଜହ୍ନାପଙ୍କ,୩/୫(ହୀ.ପ୍ର)- ଆଜି ଭୋର୍ ସମୟରେ ଗୁଜୁରାଟ ରାଜ୍ୟର ସୁରଟରୁ ଏକ ବସ୍ଯୋଗେ ଆସି ଜାତୀୟ ରାଜପଥ ନଂ୫୭ର ଜହ୍ନାପଙ୍କ ଠାରେ ୨୦ଜଣ ଶ୍ରମିକ ଓହ୍ଲାଇଥିଲେ । ସେଠାରୁ ୧୫ଜଣ ଲକ୍ଷ୍ମୀପ୍ରସାଦ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜଗତୀ ସଙ୍ଗରୋଧ କେନ୍ଦ୍ରକୁ ଯାଇଥିବାବେଳେ ୪ଜଣ ତେଲିବନ୍ଧ ଓ!-->…
Read More...
Read More...
ଗୁଜୁରାଟରୁ ୮୫ଟି ଓ ରାଜସ୍ଥାନରୁ ଗୋଟିଏ ବସରେ ପ୍ରବାସୀ ଓଡିଆ ବାହାରିଲେ
ଭୁବନେଶ୍ୱର : ତାଜ ସୂଚନା ଅନୁଯାୟୀ ଆଜି ଗୁଜୁରାଟର ସୁରତ ସମେତ ଅନ୍ୟାନ୍ୟ ସହରରୁ ୮୫ଟି ବସ୍ ଓ ରାଜସ୍ଥାନରୁ ଗୋଟିଏ ବସ ସୋହେଲା ଚେକଗେଟ୍ ଦେଇ ଓଡିଶା ଫେରୁଛନ୍ତି । ଏ ନେଇ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ୫ ମିନିଟ ତଳେ ସୂଚନା ଦେଇଛନ୍ତି । ସେ କହିଛନ୍ତି!-->…
Read More...
Read More...
କଳିଙ୍ଗା ଘାଟିରେ ପୁଣି ସୁରତ ଫେରନ୍ତା ଗାଡି ଓଲଟି ପଡିଲା
ଭୁବନେଶ୍ୱର : ଗଞ୍ଜାମର ସୋରଡା ଅଂଚଳକୁ ଫେରୁଥିବା ଆଉ ଏକ ପ୍ରବାସୀ ଓଡିଆଙ୍କ ଗାଡି ଆଜି ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । କଳିଙ୍ଗା ଘାଟିର ଗାର୍ଡୱାଲରେ ପିଟି ହୋଇ ଐରବତ ନାମକ ଏହି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଡ୍ରାଇଭର ସମେତ ୩ଜଣ ଗୁରୁତର ଆହତ ହୋଇଥିବା ଖବର ମିଳିଥିବା ବେଳେ!-->…
Read More...
Read More...
କରୋନା ଯୋଦ୍ଧାଙ୍କୁ ସେନାର ସମ୍ମାନ ପ୍ରଦର୍ଶନ ଓ ପୁଷ୍ପବୃଷ୍ଟି
ଭୁବନେଶ୍ୱର : ଅଦୃଶ୍ୟ ଶକ୍ତି ସହିତ ଲଢୁଥିବା ଦେଶର ଅଗଣିତ ସ୍ୱାସ୍ଥ୍ୟକର୍ମୀ ତଥା ଡାକ୍ତର, ସେବିକା, ନର୍ସ, ଆଶାକର୍ମୀଙ୍କ ଉଦ୍ଦେଶ୍ୟରେ ଭାରତୀୟ ସେନା ପକ୍ଷରୁ ଆଜି ସମ୍ମାନ ପ୍ରଦର୍ଶନ କରାଯାଇଛି । ତିନି ସେନାର ମୁଖ୍ୟ ଦେଶବ୍ୟାପୀ କରୋନା ଯୋଦ୍ଧା ତଥା କରୋନା ୱାଇରମାନଙ୍କୁ ସମ୍ମାନ!-->…
Read More...
Read More...
କନ୍ଧମାଳ ପୋଲିସ ପକ୍ଷରୁ ଆଉ ଏକ ଗୀତ ରିଲିଜ୍ : ପୁଣି ସଚେତନତାର ଗୀତ ଗାଇଲେ ଥାନାବାବୁ
ବାଲିଗୁଡ଼ା: ଖାକି ପୋଷାକ ତଳେ ଲୁଚି ରହିଛି କଳାକାରଟିଏ । ପୋଲିସ୍ ନାଁ ଶୁଣିଲେ ଲୋକେ ଭୟ କରନ୍ତି । ହେଲେ ସେଇ ଭୟର ପୋଷାକ ତଳେ ମଧ୍ୟ ନରମ ହୁଦୟଟିଏ ମଧ୍ୟ ଥାଇପାରେ ଏହା ପ୍ରମାଣିତ କରିଛନ୍ତି ବାଲିଗୁଡ଼ା ଏସଡିପିଓ ମାନସ ରଞ୍ଜନ ବାରିକ୍ ଓ ଆଇଆଇସି ପ୍ରଶାନ୍ତ କୁମାର ବେହେରା । ଦ୍ବିତୀୟ ଥର!-->…
Read More...
Read More...
କ୍ବାରେଣ୍ଟାଇନରେ ମହିଳାମାନଙ୍କ ପାଇଁ ଅଲଗା ବ୍ୟବସ୍ଥା କରିବାକୁ ଦାବି
ସୋନପୁର : ରାଜ୍ୟ ବାହାରୁ ଆସୁଥିବା ସମସ୍ତ ଶ୍ରମିକ, ମହିଳା ଶ୍ରମିକ ଓ ତାଙ୍କର ପରିବାର ବର୍ଗଙ୍କୁ ସୁରକ୍ଷିତ ସଂଘରୋଧ ରଖିବା ପାଇଁ ଜିଲ୍ଲାର ସମସ୍ତ ଗ୍ରା.ପ ରେ ଅଧିକରୁ ଅଧିକ ମାତ୍ରାରେ ବେଡ଼ ଓ କୋଠରୀ ତୁରନ୍ତ ଆବଶ୍ୟକ। ପୁଣି ମହିଳା ଶ୍ରମିକଙ୍କ ରହିବା ଓ ଶୌଚ ପାଇଁ ଅଲଗା ବ୍ୟବସ୍ଥା ସହିତ!-->…
Read More...
Read More...
ଗଞ୍ଜାମ ଛୁଇଁଲା କରୋନା
ଭୁବନେଶ୍ୱର ରାଜ୍ୟରେ ପୁଣି ୩ ଜଣ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୬୦ରେ ପହଁଚିଛି।
https://twitter.com/IPR_Odisha/status/1256782688951943169
ଆକ୍ରାନ୍ତ ୩ ଜଣ ଙ୍କ ମଧ୍ୟରୁ ଦୁଇ ଜଣ ଗଞ୍ଜାମ ଜିଲାର ଏବଂ ଜଣେ!-->!-->!-->!-->!-->…
Read More...
Read More...
କଳିଙ୍ଗା ଘାଟିରେ ପ୍ରବାସୀ ଓଡ଼ିଆଙ୍କ ବସ ଦୁର୍ଘଟଣାଗ୍ରସ୍ତ
ଭୁବନେଶ୍ୱର :ଗୁଜୁରାଟର ସୁରତ ସହରରୁ ପଚାଶରୁ ଅଧିକ ପ୍ରବାସୀ ଓଡ଼ିଆଙ୍କୁ ଧରି ଗଂଜାମ ଆସୁଥିବା ବସ କଳିଙ୍ଗ ଘାଟିରେ ଦୁର୍ଘଟଣା ଗ୍ରସ୍ତ ହେଇଛି I ଏଥିରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରୁତର ହେଇ ହୋଇଛନ୍ତି I ଅନ୍ୟ ମାନଙ୍କୁ ନିରାପଦରେ ଦୁର୍ଘଟଣା ସ୍ଥଳରୁ ଅଣା ଯାଇଛି I ଘଟଣା!-->…
Read More...
Read More...
ପ୍ରଶାନ୍ତି ଵିହାରରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେବର୍ତମାନର ସମୟରେ ରକ୍ତ ଅଭାବ ରୁ କେହି ଅସୁବିଧାରେ ନପଡନ୍ତୁ ଏଥି ପ୍ରତି ଦୃଷ୍ଟି ଦେଇ ରକ୍ତ ଦାନ କାର୍ଯ୍ୟକ୍ରମରେ ସାମୁହିକ ଯୋଗଦାନ ନିମନ୍ତେ ଅନୁରୋଧ କରିଥିଲେ ଉତ୍ତର ବିଧାୟକ ସୁଶାନ୍ତ ରାଉତ । ଆଜି ମିହିର କୁମାର ରାଉତଙ୍କ!-->…
Read More...
Read More...
ସଙ୍ଗରୋଧ ଶିବିରକୁ ଗଲେ ୪ ଭୁବନେଶ୍ୱର ଫେରନ୍ତା
ବୌଦ୍ଧ : ପ୍ରଶାସନକୁ ବିନା କୌଣସି ସୂଚନାରେ ଭୁବନେଶ୍ୱରରୁ ଫେରିଥିବା ୪ଜଣ ଯୁବକଙ୍କୁ ଆଜି ରାଧାନଗର ପଞ୍ଚାୟତ ସଙ୍ଗରୋଧ ଶିବିରରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ ରାଧାନଗର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣମୋହନପୁର ଗ୍ରାମକୁ ୪ଜଣ ଯୁବକ ଫେରିଥିଲେ ।!-->…
Read More...
Read More...