Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଅଗ୍ନିକାଣ୍ଡରେ ପତ୍ର ଫଡି ପୋଡିଗଲା
ବୌଦ୍ଧ : ବୌଦ୍ଧ କେନ୍ଦୁପତ୍ର ବନଖଣ୍ଡ ଅଧିନସ୍ଥ କଣ୍ଟାମାଳ ରେଞ୍ଜ ଘଣ୍ଟାପଡା ଗ୍ରାମ ପଞ୍ଚାୟତର ମାଲପଡା କେନ୍ଦୁପତ୍ର ଫଡି ଗତକାଲି ଅଗ୍ନିକାଣ୍ଡରେ ଜଳିଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡିନଥିଲେ ମଧ୍ୟ କେହି ଦୁର୍ବୃତ୍ତ ଫଡି ଘରେ ନିଆଁ ଲଗାଇ ଚାଲି ଯାଇଥିବା ସନ୍ଦେହ କରାଯାଉଛି । ଆଉ!-->…
Read More...
Read More...
ରାସ୍ତାରେ ଖରାପ ହେଲା ଗୁଜୁରାଟରୁ ଆସୁଥିବା ବସ୍
ବୌଦ୍ଧ : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଅଂଚଳର ଶ୍ରମିକମାନଙ୍କୁ ନେଇ ଗୁଜୁରାଟରୁ ଆସୁଥିବା ବସ ଖରାପ ହେବା କାରଣରୁ ଅଟକି ରହିଥିଲା ବୌଦ୍ଧ ଜିଲ୍ଲା ମନମୁଣ୍ଡା ନିକଟରେ । ମିଳିଥିବା ସୂଚନା ଅନୁଯାୟୀ ଶ୍ରମିକମାନଙ୍କୁ ନେଇ ଫେରୁଥିବା ବସଟି ଜାତୀୟ ରାଜପଥ ନଂ ୫୭ର ମନମୁଣ୍ଡା ନିକଟରେ!-->…
Read More...
Read More...
କରୋନା ମୁକାବିଲା ପାଇଁ ପିଏଜି ପକ୍ଷରୁ ସଚେତନତା ଓ ଖାଦ୍ୟ ସହାୟତା
କରୋନା ଭାଇରସ ବର୍ତ୍ତମାନ ଓଡିଶା ରେ କାୟା ବିସ୍ତାର କରିବାକୁ ଲାଗିଲାଣି। ଗତ ଏକ ସପ୍ତାହ ମଧ୍ୟରେ ସଂକ୍ରମଣ ର ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି।ଓଡିଶା ରେ ସଂକ୍ରମିତ ଙ୍କ ସଂଖ୍ୟା ଦୁଇଗୁଣ ରୁ ଅଧିକ ହୋଇଗଲାଣି।ପ୍ରାୟ ଦେଢମାସ ଧରି ଲକଡାଉନ ଯୋଗୁଁ କାମଧନ୍ଦା ବନ୍ଦ ହେବାରୁ ଗରିବ!-->…
Read More...
Read More...
ଭୁବନେଶ୍ୱର-ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ମାର୍ଗଦର୍ଶନରେ ସମାଜସେବୀ ପ୍ରକାଶ ତ୍ରିପାଠୀଙ୍କ ଦ୍ୱାରା…
ଲକଡ଼ାଉନ ସମୟରେ ବିଭିନ୍ନ ଅସହ୍ୟୟ ଏବଂ ଗରିବ ଲୋକଙ୍କୁ ସହଯୋଗରେ ହାତ ବଢ଼ାଇଛନ୍ତି ଯୁବନେତା ତଥା ବିଶିଷ୍ଟ ସମାଜସେବୀ ଡ଼ଃ ପ୍ରକାଶ ତ୍ରିପାଠୀ l ଭୁବନେଶ୍ୱର-ଉତ୍ତର ନିର୍ବାଚନ ମଣ୍ଡଳିର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ପ୍ରକାଶ ତ୍ରିପାଠୀ ଭି. ଏସ୍.ଏସ୍ ନଗର ତଥା!-->…
Read More...
Read More...
କର୍ଣ୍ଣାଟକ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କଲେ ନବୀନ, ଉଭୟ ରାଜ୍ୟରେ ରହୁଥିବା ଓଡିଆ ଘରକୁ ଫେରିବେ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶ୍ରୀ ବିଏସ୍ ୟେଦୁୟୁରପ୍ପା ଓ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡୀଙ୍କ ସହିତ ଉଭୟ ରାଜ୍ୟରେ ଅଟକି ରହିଥିବା ଓଡିଆମାନଙ୍କ ଫେରିବା ସଂପର୍କରେ ଆଲୋଚନା କରିଥିଲେ ।!-->…
Read More...
Read More...
ହାତୀ ଆକ୍ରମଣରେ ମହିଳା ମୃତ
ହିନ୍ଦୋଳ ଫରେଷ୍ଟ ରେଞ୍ଜ ର ବାବନ୍ଧ ଖରିଡାଳି ଗାଁରେ ଆଜି ସକାଳେ ନିଜ ବଗିଚାକୁ କାଜୁ ମଞ୍ଜି ସଂଗ୍ରହ କରି ବାକୁ ଯାଇଥିବା ବେଳ ବଣୁଆହାତୀ ଆକ୍ରମଣର ମହିଳାଙ୍କ ମୃତ ହୋଇଛି । ମୃତକ ଗ୍ରାମର ଦମୟନ୍ତୀ ବିଶ୍ଵାଳ ନିଜ କାଜୁ ବଗିଚାରୁ କାଜୁମଞ୍ଜି ସଂଗ୍ରହ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର!-->…
Read More...
Read More...
କରୋନା ଲଢ଼େଇରେ ଅଗ୍ରଣୀ ଯୋଦ୍ଧା : ମାସ୍କ ପ୍ରସ୍ତୁତିରେ ଏସଏଚଜି ମହିଳାଙ୍କ ଉଲ୍ଲେଖନୀୟ ଭୂମିକା
କରୋନା ଭୂତାଣୁ କବଳରୁ ରକ୍ଷା ପାଇବାର ଅନ୍ୟତମ ପ୍ରଭାବୀ ଉପାୟ ହେଉଛି ମୁହଁରେ ମାସ୍କ ପିନ୍ଧିବା । ସେଥିପାଇଁ ଘରୁ ବାହାରକୁ ଯାଉଥିବା ଲୋକଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ଏଭଳି ସ୍ଥିତିରେ ଦେଶରେ ମାସ୍କ ଚାହିଦା ମେଂଟାଇବା ଉଦ୍ଦେଶ୍ୟରେ!-->…
Read More...
Read More...
ବହିରା ସଙ୍ଗରୋଧ ଶିବିର : ଭିଡିଓ ଭାଇରାଲ ପରେ ଫିଟୁଛି ଅବ୍ୟବସ୍ଥାର ଗୁମର
ବୌଦ୍ଧ :- ସମସ୍ତ ଗ୍ରାମପଞ୍ଚାୟତରେ ଅସ୍ଥାୟୀ ସଙ୍ଗରୋଧ ଶିବିରମାନ ଖୋଲାଯାଇ ସବୁ ବ୍ୟବସ୍ଥା କରାଯାଇଥିବା ପ୍ରଶାସନ ଡିଣ୍ଡିମ ପିଟୁଥିଲେ ମଧ୍ୟ ବାସ୍ତବରେ ସତ କେତେ ରହୁଥିବା ଲୋକ ଠିକ୍ ଜାଣନ୍ତି । ବୌଦ୍ଧବ୍ଲକ ବହିରା ପଞ୍ଚାୟତ ହାଇସ୍କୁଲ ପରିସରରେ ଖୋଲାଯାଇଥିବା ଅସ୍ଥାୟୀ!-->…
Read More...
Read More...
ମୁଣ୍ଡିପଦର ଗ୍ରାମପଞ୍ଚାୟତ : ସାମାଜିକ ଦୂରତାକୁ କରୁଛି ବାରମ୍ବାର ବେଖାତିର
ବୌଦ୍ଧ:ବୌଦ୍ଧବ୍ଲକ ଅନ୍ତର୍ଗତ ମୁଣ୍ଡିପଦର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ସାମାଜିକ ଦୂରତା ନିୟମକୁ ବାରମ୍ବାର ଉଲ୍ଲଂଘନ କରାଯାଉଥିବା ଦେଖିବାକୁ ମିଳୁଛି । ସରପଞ୍ଚ ଜେଲରେ ଥାଇ ନିଲମ୍ବିତ ହୋଇଥିବାବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିୟମିତ ଉପସ୍ଥିତ ରହୁନଥିବାରୁ ଏଭଳି ଘଟୁଥିବା ଅଭିଯୋଗ!-->…
Read More...
Read More...
ତୁଷୁରାରେ କରୋନା ପଜିଟିଭ : ବୌଦ୍ଧଜିଲ୍ଲା କଣ୍ଟାମାଳ ଅଞ୍ଚଳରେ ଲୋକେ ଭୟଭୀତ
ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଲକ ରୁଷୁଡା ଗ୍ରାମପଞ୍ଚାୟତର ଲିଖିରିଆ ଗ୍ରାମରେ ତାମିଲନାଡୁ ଫେରନ୍ତା ଶ୍ରମିକ ଦେହରେ କରୋନା ପଜିଟିଭ ଦେଖାଯିବାପରେ ଲୋକଙ୍କ ମନରେ ଆତଙ୍କ ଖେଳିଯାଇଛି । ତେଲନଦୀର ଅପରପାଶ୍ୱର୍ରେ ରୁଷୁଡା ଗ୍ରାମପଞ୍ଚାୟତର ସୀମାଥିବାରୁ ଓ ଦୈନନ୍ଦିନ ଉଭୟ ଅଞ୍ଚଳର ଲୋକଙ୍କ!-->…
Read More...
Read More...