Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସାମାଜିକ ଦୂରତା ରକ୍ଷାପାଇଁ ବିଜେପିର ଅଭିନବ ପ୍ରୟାସ : ଛତା ବ୍ୟବହାର କରି ସାମାଜିକ ଦୂରତା ରଖିହେବ: ଜିଲ୍ଲା ସଭାପତି
ବାଲିଗୁଡ଼ା: ସାରା ବିଶ୍ବକୁ କଲବଲ କରୁଛି କୋରନା । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଓଡ଼ିଶାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦ଟପିଲାଣି।ସଂକ୍ରମଣକୁ ରୋକିବାକୁ ସରକାର ନେଉଛନ୍ତି ବିଭିନ୍ନ ପଦକ୍ଷେପ । ପ୍ରଶାସନ ପକ୍ଷରୁ କରୋନା ମୁକାବିଲା ପାଇଁ ଜୋରସରରେ!-->…
Read More...
Read More...
ଦାରିଙ୍ଗବାଡି ଥାନା ଅଧିକାରୀଙ୍କ ତତ୍ତ୍ୱାବଧାନରେ ଅଞ୍ଚଳବାସୀଙ୍କୁ ମାସ୍କ ବଣ୍ଟନ
ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀଙ୍କ ତତ୍ତ୍ୱାବଧାନରେ ଶ୍ରାନିକେତା ପଞ୍ଚାୟତର ସୁଲୁମାହା ଗ୍ରାମରେ ମାସ୍କ ବଣ୍ଟନ କରାଯାଇଛି । ଦିନକୁଦିନ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ମହାମାରୀ କରୋନା ଭୁତାଣୁର ମୁକାବିଲା କରିବା ପାଇଁ!-->…
Read More...
Read More...
ଆଜି ପୁଣି ଯାଜପୁରରେ ୫ ନୂଆ ପଜିଟିଭ
ଭୁବନେଶ୍ୱର : ରାଜ୍ୟର ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ ବେଲଗାମ୍ ହୋଇଥିବା କୋଭିଡ-୧୯ କରୋନା ଆଜି ପୁଣି ଯାଜପୁର ଜିଲ୍ଲାରେ ଦେଖାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଶନିବାର ପ୍ରଥମ ବୁଲେଟିନରେ ୫ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି । ଏମାନେ ସମସ୍ତେ କୋଲକତା ଫେରନ୍ତା ଓ!-->…
Read More...
Read More...
କରୋନା ସଚେତନତା ପାଇଁ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କ ଅଭିନବ ପ୍ରୟାସ,ଗୀତ ଗାଇଲେ
ବାଲିଗୁଡ଼ା: ସାରା ବିଶ୍ବରେ ମହାମାରୀ କରୋନା ନିଜର କାୟା ବିସ୍ତାର କରିଚାଲିଛି । ଅନ୍ୟପଟେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ବାଲିଗୁଡ଼ା ବ୍ଲକ୍ ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ଗୋକୁଳ ଚାନ୍ଦ ଓ ବାଲିଗୁଡ଼ା ଉପଖଣ୍ଡ!-->…
Read More...
Read More...
ଭୁବନେଶ୍ୱର ରେଳ ସଦନ ଅତିଥି ଗୃହରେ ଅଗ୍ନିକାଣ୍ଡ
ଭୁବନେଶ୍ୱର : ଭୁବନେଶ୍ୱର ଚନ୍ଦ୍ରଶେଖର ସ୍ଥିତ ରେଳ ସଦନ ଅତିଥି ଗୃହରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷତି ହୋଇଛି । ଅଗ୍ନିକାଣ୍ଡର କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ । ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରୁଛି ।
https://www.youtube.com/watch?v=4GDE7Hgp-So
Read More...
Read More...
ମୋଟର କର୍ମଚାରୀ ସଂଘ ପକ୍ଷରୁ ଶ୍ରମିକ ଦିବସ ପାଳିତ
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ମୋଟର କର୍ମଚାରୀ ସଂଘ କାର୍ଯ୍ୟାଳୟ ଠାରେ ସି ଆଇ ଟି ୟୁ ମୋଟର କର୍ମଚାରୀ ସଂଘ ପକ୍ଷରୁ ଶ୍ରମିକ ଦିବସ ନିରାଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପାରଳା ମୋଟର କର୍ମଚାରୀ ସଂଘର ସଭାପତି ପି କ୍ରିଷ୍ଣ।ଙ୍କ ସଭାପତିତ୍ୱରେ ଅନୁଷ୍ଠିତ!-->…
Read More...
Read More...
ଖୁସି ଖବର : ୧୪ କରୋନା ଆକ୍ରାନ୍ତ ସୁସ୍ଥ ହେଲେ
ଭୁବନେଶ୍ୱର : ରାଜ୍ୟ ପାଇଁ ଖୁସି ଖବର । ଆଜି ପୁଣି ୧୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନେ ସମସ୍ତେ କେନ୍ଦ୍ରାପଡା-୧, ଭୁବନେଶ୍ୱର-୩, ବାଲେଶ୍ୱର-୩ ଓ ଭଦ୍ରକ-୭ ଜଣ । ଏମାନଙ୍କୁ ମିଶାଇ ମୋଟ ୫୫ ଜଣ କରୋନା ରୋଗୀ ସୁସ୍ଥ ହୋଇ ହସ୍ପିଟାଲରୁ ଛାଡ ପାଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ!-->…
Read More...
Read More...
ଗ୍ରୀଷ୍ଣକାଳୀନ ସହାୟତା ଦେବେ ରାଜ୍ୟ ସରକାର
ଭୁଭୁବନେଶ୍ୱର : ରାଜ୍ୟ ସରକାର ବିଭିନ୍ନ ବର୍ଗରେ ହିତାଧିକାରୀଙ୍କୁ ଗ୍ରୀଷ୍ଣକାଳୀନ ସହାୟତା ପ୍ରଦାନ କରିବେ । ମଧୁବାବୁ ପେନସନ ଯୋଜନା, ଜାତୀୟ ସାମାଜିକ ଯୋଜନା ବାବଦରେ ପ୍ରତ୍ୟେକ ହିତାଧିକାରୀଙ୍କୁ ୧୦୦ ଟଙ୍କା ଲେଖାଏଁ ସାହାଯ୍ୟ ଦିଆଯିବ । ଏଥିରେ ୪୮ ଲକ୍ଷ ହିତାଧିକାରୀ ଉପକୃତ ହେବେ । ଚଳିତ!-->…
Read More...
Read More...
ଶ୍ରମିକ ଦିବସରେ ରକ୍ତଦାନ କାର୍ଯ୍ୟକ୍ରମ
ବୌଦ୍ଧ : ବିଶ୍ୱ ଶ୍ରମିକ ଦିବସ ଅବସରରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାରଠାରେ ରକ୍ତଦାନ ଶିବିର ଆଜି ଆୟୋଜିତ ହୋଇଯାଇଛି । ଓଡିଶା ନିର୍ମାଣ ମଜଦୁର ସଭା, ବୌଦ୍ଧ ଜିଲ୍ଲା ଶାଖା ପକ୍ଷରୁ ଆୟୋଜିତ ଏହି ରକ୍ତଦାନ କାର୍ଯ୍ୟକ୍ରମରେ ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ବ୍ଲକର ୧୨ଜଣ!-->…
Read More...
Read More...
ରାଜ୍ୟ ସରକାରଙ୍କ ନିଦ ହଜାଇଲାଣି ଯାଜପୁର, ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ କରୋନା ପଜିିଟିଭଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି । ଆଜି ସକାଳେ ବାଲେଶ୍ୱର ଜଣେ ଚିହ୍ନଟ ହୋଇଥିବା ବେଳେ ପରେ ବଲାଙ୍ଗୀର ଓ ଯାଜପୁରରୁ ଦୁଇଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ପୁଣି କିଛି ମିନିଟର ବ୍ୟବଧାନ ପରେ ସେହି ଯାଜପୁର ଜିଲ୍ଲାରୁ ଆଉ ଜଣେ!-->…
Read More...
Read More...