Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୁଣି ଗଜପତି ଜିଲ୍ଲା ବିଜେପି ସଭାପତି ହେଲେ ପାରଳା ବିଧାୟକ ନାରାୟଣ ରାଓ
ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ପୁଣି ବିଜେପିର ଗଜପତି ଜିଲ୍ଲା ସଭାପତି ହୋଇଥିବା ସୂଚନା ମିଳିଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ଓଡିଶାର ୩୬ ଗୋଟି ସାଙ୍ଗଠାନିକ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହୋଇଛି । ଏଥି ଅନୁଯାଇ ପାରଳା!-->…
Read More...
Read More...
ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ପୁରୀ : ପୂର୍ବତନ ବାଚସ୍ପତି ତଥା ପୁରୀର ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତିଙ୍କ ପରଲୋକ । ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ସେ ବ୍ରେନ୍ ଷ୍ଟ୍ରୋକ ଯୋଗୁ ଚିକିତ୍ସା ହେଉଥିଲେ । ଗତ ୩୧ ତାରିଖରୁ ଚିକିତ୍ସିତ ହେଉଥିଲେ । ତାଙ୍କ୍ ଅବସ୍ଥା ବେଶ୍ ଗୁରୁତର ଥିଲା ।!-->…
Read More...
Read More...
ଡ଼ଃ ନୃସିଂହାନନ୍ଦ ମହାପାତ୍ର ପାଇଲେ ସନ୍ଥକବି ଭୀମଭୋଇ ସମ୍ମାନ
ଫୁଲବାଣୀ : କନ୍ଧମାଳର ବିଶିଷ୍ଠ କବି, ସୁସାହିତ୍ୟିକ, ଗବେଷକ, ସଂଗଠକ ଡ଼ଃ ନୃସିଂହାନନ୍ଦ ମହାପାତ୍ର ଗଞ୍ଜାମର ବାଲିପଦର ସ୍ଥିତ ଭୀମଭୋଇ ସାହିତ୍ୟ ଓ ସଂସ୍କୃତି ପରିଷଦ ତରଫରୁ ସନ୍ଥକବି ସାରସ୍ୱତ କାବ୍ୟ ପ୍ରତିଭା ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ଅନୁଷ୍ଠାନ ଦ୍ୱାରା ଆୟୋଜିତ ଆଞ୍ଚଳିକ!-->…
Read More...
Read More...
ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣି ଶିବିର
ନବରଙ୍ଗପୁର: ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର ନବରଙ୍ଗପୁର ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଜନଶୁଣାଣି ଶିବିର ବିଭିନ୍ନ ଅଞ୍ଚଳରୁ ନିଜ ନିଜର ବ୍ୟକ୍ତିଗତ, ସାମୁହିକ ସମସ୍ୟା, ଆପତ୍ତି, ଅଭିଯୋଗ ଜଣାଇବା ପାଇଁ ଆସିଥିବା ମୋଟ ୫୮!-->…
Read More...
Read More...
କଟକ ଜିଲ୍ଲାରେ “ସେବାଶ୍ରୀ ସମ୍ମାନ’ରେ ସମ୍ମାନିତ ହେଲେ ସାମ୍ବାଦିକ ବିଭୁଦତ୍ତ
ହରଭଙ୍ଗା : କଟକ ଜିଲ୍ଲା ନରସିଂହପୁର ମହୋତ୍ସବ ପଡ଼ିଆରେ ଅନୁଷ୍ଠିତ ହୋଇଥିବା "ସେବା ମହୋତ୍ସବ' କାର୍ଯ୍ୟକ୍ରମରେ ସେବଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ର ବରିଷ୍ଠ ସାମ୍ବାଦିକ ବିଭୁଦତ୍ତ ବୋଷ । ଗତକାଲି ନରସିଂହପୁର ମହୋତ୍ସବ ପଡ଼ିଆରେ ସେବାମହୋତ୍ସବ!-->…
Read More...
Read More...
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ଓଡିଶା ମିଲେଟ ମିଶନ–୨୦୨୩
ପୁରୀ : ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଓ ଓଡିଶା ମିଲେଟ ମିଶନ ସୋମବାର ସ୍ଥାନୀୟ ପୁଲିସ ନୋଡାଲ ହାଇସ୍କୁଲ ଓ ଗୋପବନ୍ଧୁ ଆୟୁର୍ବେଦ କଲେଜଠାରେ ଅନୁଷ୍ଠିତ ହୋଇଛି । ଶିଶୁ ମହୋତ୍ସବ ‘ସୁରଭି- ୨୦୨୩' କାର୍ଯ୍ୟକ୍ରମ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ସରକାରଙ୍କର ଏକ ଅଭିନବ!-->…
Read More...
Read More...
କନ୍ଧମାଳ, ଅନୁଗୋଳ ଓ ଗଜପତି ଜିଲ୍ଲାରେ “ଆମ ଓଡିଶା ନବୀନ ଓଡିଶା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର:୨ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ଆଜି ଭୁବନେଶ୍ବରରୁ!-->…
Read More...
Read More...
ତୀରନ୍ଦାଜରେ ବୌଦ୍ଧର କୃତିତ୍ୱ
ବୌଦ୍ଧ,୬/୧୧:- କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଦ୍ୱାରା ହାଇଦ୍ରାବାଦରେ ଆୟୋଜିତ ୫୭ତମ ଜାତୀୟ ଓ ଆଞ୍ଚଳିକ ଖେଳ ପ୍ରତିଯୋଗିତା ୨୦୨୩-୨୪ରେ ତୀରନ୍ଦାଜ ଖେଳରେ (ବାଳକ ବିଭାଗ) ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟର ଏକାଦଶ ଶ୍ରେଣୀର ସୁରଜ କୁମାର ମେହେର ୪୦ ମିଟରରେ ପ୍ରଥମ ସ୍ଥାନ ଅଧିକାର କରି!-->…
Read More...
Read More...
ଲୁହରେ ଭିଜିଲା ଯବାନଙ୍କ ଗାଁ ମାଟି
ବୀର ଯବାନଙ୍କୁ ଝୁରି ବାହୁନି ବାହୁନି କାନ୍ଦୁଛି ଗାଁ ମାଟି । ଜନ୍ମମାଟିରେ ପହଞ୍ଚିଲା ଶହୀଦ ଓଡ଼ିଆ ଯବାନ ପ୍ରତାପ ରଞ୍ଜନ ପରିଡ଼ାଙ୍କ ପାର୍ଥିବ ଶରୀର । ଶହୀଦ ପ୍ରତାପଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବିଭିନ୍ନ ଛକ ଓ ରାସ୍ତା ଘାଟରେ ଲୋକଙ୍କ ଭିଡ଼ ଜମିଥିଲା। ମେଘାଳୟରେ ସନ୍ଦେହଜନକ ଭାବେ!-->…
Read More...
Read More...
ସରୁନି ଗୋଲାପୀ ନୋଟ୍ !
ଲୋକଙ୍କ ପାଖୁ ସରୁନି ଗୋଲାପୀ ନୋଟ୍ । ୨୦୦୦ ଟଙ୍କା ବଦଳ କରିବାକୁ ଆଜି ବି ଆରବିଆଇ ଆଗରେ ଲାଗିଛି ଲମ୍ବା ଲାଇନ୍ । ଧାଡିରେ ଛିଡ଼ା ହୋଇଛନ୍ତି, ଦିନ ମଜୁରିଆ,ଖଟିଖିଆ । ଦୁଇ ଦିନ ଛୁଟି ପରେ ଆଜି ବି ପୂର୍ବ ଭଳି ଭୁବନେଶ୍ୱର ଆରବିଆଇ ଆଗରେ ଭିଡ଼ ଦେଖିବାକୁ ମିଳିଛି ।ଗତ କିଛିଦିନ ହେବ ୨୦୦୦!-->…
Read More...
Read More...