Browsing Category

ରାଜ୍ୟ

ପଶ୍ଚିମ ଓଡିଶା ପାଳନ କରୁଛି ଭାଇ ଜିଉଁନ୍ତିଆ ଓଷା

ସାରା ପଶ୍ଚିମ ଓଡିଶାରେ ପାଳନ କରାଯାଉଛି ଭାଇ ଜିଉଁନ୍ତିଆ ଓଷା । ସୁବର୍ଣ୍ଣପୁର ହେଉ ବା ସମ୍ବଲପୁର ଭାଇ ଜିଉଁନ୍ତିଆକୁ ବେଶ୍ ଧୁମ୍‌ଧାମରେ ପାଳନ କରାଯାଇଛି । ଭାଇମାନଙ୍କ ଦୀର୍ଘାୟୁ କାମନା କରି ମାଁ ଦୁର୍ଗାଙ୍କ ପାଖରେ ଗୁହାରି କରିଥାନ୍ତି ଭଉଣୀମାନେ ।ଦୁର୍ଗା ମା'ଙ୍କ ଅଷ୍ଟମୀ ପୁଜାପରେ ସାରା
Read More...

ମା’ ଭୈରବୀଙ୍କ ପୀଠେରେ ଅଷ୍ଟମୀ ପୂଜା

ହରଭଙ୍ଗା :ବୌଦ୍ଧ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ପୁରୁଣାକଟକ ବସିନୀ ମା ଭୈରବୀଙ୍କ ପୀଠେ ଗୁପ୍ତ ଅଷ୍ଟମୀ ପୂଜା ରୀତିନୀତି ଅନୁଯାୟୀ ଶନିବାର ଦିନ ପାଳିତ ହୋଇଛି । ମାଙ୍କ ପିଠେ ଗୁପ୍ତ ଷୋଳପୂଜା ଚାଲୁ ରହିଥିବାରୁ ଭକ୍ତ ମାନେ ସାହାଡ଼ା ବୃକ୍ଷ ମୂଳେ ମାଙ୍କ ଦର୍ଶନ କରିଥିବାର ଦେଖିବାକୁ ମିଳିଛି ।
Read More...

ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଉତ୍ତେଜନା

ହରଭଙ୍ଗା : ପୁରୁଣାକଟକ ଥାନା ଅନ୍ତର୍ଗତ ଖୋର୍ଦ୍ଧା -ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ପୁରୁଣାକଟକ ଏଚ୍‌ପି ଗ୍ୟାସ ଅଫିସ ସମ୍ମୁଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ମତେ ହରଭଙ୍ଗା ବ୍ଲକ୍‌ ପିତାମ୍ବରପୁର ପଂଚାୟତ ଅନ୍ତର୍ଗତ କାନପୁର
Read More...

୫୦ ଫୁଟ ତଳକୁ ଖସିଲା ୧୪ ଚକିଆ ଟ୍ରକ, ଡ୍ରାଇଭର ସୁରକ୍ଷିତ

ଘୁ ଉଦୟଗିରି:ଗତକାଲି ସନ୍ଧ୍ୟା ପ୍ରାୟ ୮ ଘଣ୍ଟିକା ସମୟରେ ଏକ ଷ୍ଟିଲ ରେଲିଂ ବୋଝେଇ ହୋଇ ଯାଉଥିବା ୧୪ ଚକିଆ ଟ୍ରକ କଳିଙ୍ଗା ଘାଟିର ବୁଲାଣୀ ରାସ୍ତାରେ ଭାରସାମ୍ୟ ହରାଇ ପ୍ରାୟ ୫୦ ଫୁଟ ତଳକୁ ଖସି ପଡିଥିବା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ଟ୍ରକ ଡ୍ରାଇଭର ଗାଡିରୁ ଡେଇଁ ପଡିଥିଲେ ଏବଂ
Read More...

ଆରମ୍ଭ ହେଲା ରାଜ୍ୟ ସ୍ତରୀୟ ଖୋଖୋ କ୍ରୀଡା

ପୁରୀ : ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ ଗ୍ରାଉଣ୍ଡ ପରିସରରେ ରାଜ୍ୟ ସ୍ତରୀୟ ଖୋ ଖୋ କ୍ରୀଡା ଆଜି ଠାରୁ ଆରମ୍ଭ ହୋଇଛି । ରାଜ୍ୟ ଖୋ ଖୋ ସଂଘର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମିଶ୍ର ,ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା କ୍ରୀଡା ସଂଘର ପୂର୍ବତନ ଉପସଭାପତି ରାମଚନ୍ଦ୍ର
Read More...

ସୁବର୍ଣ୍ଣପୁରର ଇଷ୍ଟଦେବୀ ମା’ ସୁରେଶ୍ୱରୀଙ୍କ ବଗଳାମୁଖୀ ବେଶ, ମା ଭଗବତୀ ଓ ଦୁର୍ଗା ମନ୍ଦିରରେ ମାଙ୍କ…

ସୁବର୍ଣ୍ଣପୁର :- ସୋନପୁରର ଇଷ୍ଟ ଦେବୀ ମା ସୁରେଶ୍ୱରୀଙ୍କ ପୀଠରେ ଷୋଡଶ ଉପଚାର ପୂଜା ଚାଲୁ ରହିଥିବା ବେଳେ ଆଜି ଶୁକ୍ରବାର ଆଶ୍ୱିନ ଶୁକ୍ଳ ପକ୍ଷର ଷଷ୍ଠୀ ତିଥି ଅବସରରେ ଭୋର ସମୟରୁ ମନ୍ଦିର ଖୋଲା ଯାଇ ଯଥା ବିଧି ପୂଜାର୍ଚ୍ଚନା ଶେଷ ହୋଇଥିବା ବେଳେ ଆଜି ବଗଳାମୁଖୀ ବେଶରେ ମା ଉଭା ହୋଇ
Read More...

ସାରା ରାଜ୍ୟରେ ଗଡୁନି ଘରୋଇ ବସ୍

ରାଜ୍ୟରେ ଗଡ଼ୁନି ବସ୍ । ହନ୍ତସନ୍ତ ହେଉଛନ୍ତି ଲୋକେ । ସବୁ ବସଷ୍ଟାଣ୍ଡରେ ଦେଖିବାକୁ ମିଳୁଛି ପ୍ରବଳ ଗହଳି । ଲୋକେ ଭାରି ଅସୁବିଧାର ଶିକାର ହେଉଛନ୍ତି । ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ଲୋକେ ଯାଇ ପାରୁ ନାହାନ୍ତି । ବସ ଷ୍ଟାଣ୍ଡରେ ମାଳମାଳ ବସ୍ ଅଛି ସତ ହେଲେ ସେଗୁଡିକ ସେମିତି ପଡ଼ିଛି । ବସ୍
Read More...

ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ଦଶହରା ଭେଟି; ବଢିଲା ମହଙ୍ଗା ଭତ୍ତା

ଦଶହରା ପୂର୍ବରୁ ରାଜ୍ୟ ସରକାରଙ୍କ ଭେଟି । ରାଜ୍ୟରେ ବଢିଲା ମହଙ୍ଗା ଭତ୍ତା । ରାଜ୍ୟ ସରକାରଙ୍କ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା (ଡିଏ) ଚାରି ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି । ଭତ୍ତା ବୃଦ୍ଧି ପରେ କର୍ମଚାରୀଙ୍କ ଡିଏ ୪୨ ରୁ ୪୬ ପ୍ରତିଶତକୁ ବୃଦ୍ଧି
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ

ହରଭଙ୍ଗା :ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଆଡେଣୀଗଡ଼ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ହରଭଙ୍ଗା ବ୍ଲକ ଚାରିଛକର ଆଶ୍ରିବ ଖାଁ ବୋଲି ଜଣାପଡିଛି । ଘଟଣା ଅନୁଯାଇ ସୁନାଖଳାରୁ ଏକ ତେଲ ବୋଝେଇ
Read More...

ଭୁବନେଶ୍ୱରୀ ବେଶରେ ଦର୍ଶନ ଦେଲେ ମା’ ସୁରେଶ୍ୱରୀ,ମା’ ଭଗବତୀ ଓ ଦୁର୍ଗା ମନ୍ଦିରରେ ମା’ଙ୍କ…

ସୁବର୍ଣ୍ଣପୁର :- ସୋନପୁରର ଇଷ୍ଟ ଦେବୀ ମା ସୁରେଶ୍ୱରୀଙ୍କ ପୀଠରେ ଷୋଡଶ ଉପଚାର ପୂଜା ଚାଲୁ ରହିଥିବା ବେଳେ ଆଜି ଭୋର ସମୟରୁ ମନ୍ଦିର ଖୋଲା ଯାଇ ଯଥା ବିଧି ପୂଜାର୍ଚ୍ଚନା ଶେଷ ହୋଇଥିବା ବେଳେ ଆଜି ଭୁବନେଶ୍ୱରୀ ବେଶରେ ମା ଉଭା ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମନ୍ଦିରରେ ନବଦିନ ବ୍ୟାପୀ
Read More...