Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଯୁବ ଉତ୍ସବ ୨୦୨୩ ପାଳିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ସଭାଗୃହରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଯୁବ ଉତ୍ସବ- ୨୦୨୩ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟ!-->…
Read More...
Read More...
କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରୁ ବେଆଇନ ଶାଗୁଆନ ପଟା ଜବତ, ଅଡୁଆରେ ପ୍ରଧାନ ଶିକ୍ଷୟତ୍ରୀ
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ପରିସରରେ ଥିବା ଶାଗୁଆନ ଗଛକୁ ବିନା ଅନୁମତିରେ କାଟିବା ଏବଂ ପଟା ପ୍ରସ୍ତୁତ କରି ବର୍ତ୍ତମାନ ଅଡୁଆରେ ପଡିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ । ଏପରିକି ସେ ମନମୁଖୀ ଭାବେ ବନ ବିଭାଗର!-->…
Read More...
Read More...
ଚନ୍ଦ୍ର ଅଭିମୁଖେ ଚନ୍ଦ୍ରଯାନ-୩, ସଫଳ ଉତକ୍ଷେପଣ
ନୂଆଦିଲ୍ଲୀ : ମହାକାଶ ବିଜ୍ଞାନ କ୍ଷେତ୍ରରେ ଯୋଡ଼ିହେଲା ଏକ ନୂଆ ଅଧ୍ୟାୟ। ଚନ୍ଦ୍ରପୃଷ୍ଟକୁ ସଫଳ ଉତକ୍ଷେପଣ ହେଲା ଚନ୍ଦ୍ରଯାନ- ୩ । ଅପରାହ୍ଣ ୨ଟା ୩୫ରେ ଶ୍ରୀହରିକୋଟା ସତୀଶଧାୱନ ସ୍ପେସ୍ ସେଣ୍ଟରରୁ ଉତକ୍ଷେପଣ ହେଲା ଚନ୍ଦ୍ରଯାନ-୩ । ଚନ୍ଦ୍ରର ଅପହଞ୍ଚ ଅଞ୍ଚଳରେ ପହଞ୍ଚି ଇତିହାସ ରଚିବା!-->…
Read More...
Read More...
ସହକାରୀ ନିର୍ଦ୍ଦେଶକ ବିଧି ଭାବରେ ନିଯୁକ୍ତି ପାଇଲେ ବିଜୟ ଲଷ୍ମୀ
ଫୁଲବାଣୀ : ଓଡ଼ିଶା ସରକାରଙ୍କ ଗୃହ ବିଭାଗରେ ସହକାରୀ ନିର୍ଦ୍ଦେଶକ ବିଧି ଭାବରେ ନିଯୁକ୍ତି ପାଇଛନ୍ତି ଫୁଲବାଣୀ ଓକିଲ ସଂଘର ସଦସ୍ୟା ବିଜୟ ଲଷ୍ମୀ ଭୋଇ । ସୂଚନା ଅନୁସାରେ ଏହି ପଦବୀଟି ନୂତନ ଭାବରେ ସୃଷ୍ଟି କରାଯାଇଅଛି । ୯୦ଟି ପଦବୀ ପାଇଁ ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୬୨ ଜଣ!-->…
Read More...
Read More...
ବସ ଓ କଣ୍ଟେନର ମୁହାଁମୁହିଁ ଧକ୍କା, ଦୁଇ ଆହତ
କୋକସରା:୨୬ ନମ୍ବର ଜାତୀୟ ରାଜପଥର କଳାହାଣ୍ଡି ନବରଙ୍ଗପୁର ସୀମା ଆମପାଣି ଘାଟିରେ ହାଇଦ୍ରାବାଦରୁ କଳମପୁର ଫେରୁଥିବା ସଂଗୀତା ନାମକ ଏକ ଘରୋଇ ବସ ଓ ଏକ କଣ୍ଟେନର ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି । ଫଳରେ ଦୁଇଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି!-->…
Read More...
Read More...
କାର୍ଯ୍ୟରତ ଫାର୍ମାସିଷ୍ଟଙ୍କୁ ରୋଗୀଙ୍କ ସଂପର୍କୀୟଙ୍କ ଆକ୍ରମଣ, ଅଭିଯୁକ୍ତ ଗିରଫ
ପୁରୀ : ପୁରୀ ଜିଲା କାକଟପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଘଟିଛି ଅଭାବନୀୟ ଘଟଣା । କାକଟପୁର ଅଞ୍ଚଳର ଜଣେ ଯୁବକ ନିଜର ସମ୍ପର୍କୀୟଙ୍କୁ ଚିକିତ୍ସା ପାଇଁ କାକଟପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ସମୟରେ କାକଟପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନ୍ୟ ରୋଗୀମାନଙ୍କୁ ଚିକିତ୍ସା କରୁଥିବା!-->…
Read More...
Read More...
ଭାରତରେ ଦକ୍ଷତା ବୃଦ୍ଧି ପାଇଁ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ-ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏମଓୟୁ…
ପାରଳାଖେମୁଣ୍ଡି : ଭାରତରେ ଦକ୍ଷତାର ବିଶ୍ୱସ୍ତରୀୟ ସ୍ଥିତିକୁ ଦୃଷ୍ଟିରେ ରଖି ସେଣ୍ଟ୍ରାଲ୍ ୟୁନିଭରସିଟି ଯାହା ଭାରତର ପ୍ରାଥମିକ ଅନୁଷ୍ଠାନ ଏବଂ ସେଞ୍ଚୁରିଅନ୍ ୟୁନିଭରସିଟି ଯାହା ଭାରତର ପ୍ରଥମ ପ୍ରିମିୟର୍ ସ୍କିଲ୍ ବିଶ୍ୱବିଦ୍ୟାଳୟ ଏବଂ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ଏକ!-->…
Read More...
Read More...
କରଡ଼ି-ବୀରନରସିଂହପୁର ନିର୍ମାଣାଧୀନ ଆରଡି ରାସ୍ତା ଶୋଚନୀୟ,ରାସ୍ତା କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ
ହରଭଙ୍ଗା : ୬ଖଣ୍ଡ ମୌଜା ବାସୀଙ୍କ ସମେତ ସ୍କୁଲ, କଲେଜ ଛାତ୍ର ଛାତ୍ରୀଙ୍କୁ ପ୍ରତିବନ୍ଧକ ହେଉଛି ନିର୍ମାଣଧୀନ ଥିବା ବୀରନରସିଂହପୁର-କରଡ଼ି ଆରଡି ରାସ୍ତା । ନିର୍ମାଣାଧୀନନ ରାସ୍ତା, ପୋଲ ଆଦି ବର୍ଷା ପୂର୍ବରୁ କାର୍ଯ୍ୟ ନ ସାରିବା ଏବଂ ବାଇପାସ ରାସ୍ତା ସଠିକ ଢଙ୍ଗରେ ତିଆରି ହୋଇନଥିବା ଯୋଗୁଁ!-->…
Read More...
Read More...
ଚନ୍ଦ୍ରାୟନ-୩ର ବାଲୁକା କଳା ପ୍ରଦର୍ଶିତ
ପୁରୀ : ଆଜି ଅପରାହ୍ନ ୨ଟା ୩୫ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟ ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଚନ୍ଦ୍ରଯାନ-୩ ଏକ ଲଞ୍ଚ ଭେଇକିଲ ମାର୍କ ୩ ଦ୍ୱାରା ଉତକ୍ଷେପଣ କରାଯିବ । ଏନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଏଥିଲାଗି ଏହାର ଲଞ୍ଚ ରିହରସେଲ ମଧ୍ୟ ସରିଛି । ଚନ୍ଦ୍ରାୟନ ୩ର ସଫଳ!-->…
Read More...
Read More...
ତାଳପତ୍ର ଖୋଦେଇରେ ଉତ୍ତରକାଶୀର ଜଗନ୍ନାଥ ମନ୍ଦିର
ପୁରୀ : କିଛିଦିନ ପୂର୍ବରୁ ଲୋକଲୋଚନକୁ ଆସିଥିବା ଉତ୍ତରକାଶୀର ଜଗନ୍ନାଥ ମନ୍ଦିରକୁ ତାଳ ପତ୍ରରେ ଲେଖନୀ ମୁନରେ ଖୋଦେଇ କରିଛନ୍ତି ପୁରୀ ଜିଲ୍ଲା ଚନ୍ଦନପୁର ଅଙ୍କିଆ ଗ୍ରାମର ଚିତ୍ରଶିଳ୍ପୀ ଦିବ୍ୟଜ୍ୟୋତି ମାର୍ଥା । ଏହି ମନ୍ଦିରରେ ମହାପ୍ରଭୁଙ୍କ ପୂଜା ନୀତି କିଛି ସମୟ ପାଇଁ ହେଉନଥିଲା ଓ!-->…
Read More...
Read More...