Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରୋଟାରୀ କ୍ଲବ ପକ୍ଷରୁ ବୃକ୍ଷରୋପଣ
ଫୁଲବାଣୀ: ରବିବାର ଫୁଲବାଣୀ ରୋଟାରୀ କ୍ଳବ ପକ୍ଷରୁ ଫୁଲବାଣୀ ଜଙ୍ଗଲ ବିଭାଗ ରେଞ୍ଜ ସହାୟତାରେ ସାର୍ତା ଗୁଡ଼ା ସ୍ଥିତ ବେଦାନ୍ତ ଆଶ୍ରମ ଠାରେ ଜଙ୍ଗଲ ସୁରକ୍ଷା ସଚେତନତା ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ସକାଳ ୯ଟାରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିଭିନ୍ନ କିସମର ବୃକ୍ଷଚାରା ରୋପଣ କରାଯାଇ!-->…
Read More...
Read More...
ସାପ କାମୁଡାରେ ଚାଲିଗଲା ୩ ଶିଶୁଙ୍କ ଜୀବନ
ଚମ୍ପୁଆ : ଚମ୍ପୁଆ ବ୍ଲକ୍ ଜାଲି ପଞ୍ଚାୟତ ନିଶ୍ଚିନ୍ତପୁରରେ ଏକ କୋଚିଙ୍ଗ ସେଣ୍ଟର୍ରେ ଗତ ରାତି ବିଷାକ୍ତ ସର୍ପ ଦଂଶନର ତଳେ ଶୋଇଥିବା ୩ ନାବାଳିକଙ୍କ ପ୍ରାଣ ହାନୀ ଘଟିଥିବା ବେଳେ ୨ ଜଣ ଗୁରୁତର ଅସୁସ୍ଥ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି । ସେମାନଙ୍କର ବୟସ ୧୦ ରୁ ୧୧ ବର୍ଷ!-->…
Read More...
Read More...
ରବୀନ୍ଦ୍ର ମଣ୍ଡପଠାରେ ଗୁରୁ ରଘୁନାଥ ଓ ସାଥୀଙ୍କ ଦ୍ୱାରା ‘ଓଡିଶୀ ସଂଗୀତ ସନ୍ଧ୍ୟା’
ପାରଳାଖେମୁଣ୍ଡି : ଭୁବନେଶ୍ୱର ମ୍ୟୁଜିକ ସର୍କଲ ଦ୍ୱାରା ଆୟୋଜିତ ଗୁରୁ ରଘୁନାଥ ପାତ୍ର ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ଓଡିଶୀ ସଂଗୀତ ପରିବେଷଣ କରାଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଡ଼ଃ.ଅରବିନ୍ଦ ବେହେରା, ଡ଼ଃ.ସଞ୍ଜୀବ ହୋତା, ଗୁରୁ ଲକ୍ଷ୍ମୀକାନ୍ତ ପାଲତ, ଅନୁଷ୍ଠାନର!-->…
Read More...
Read More...
ଜିଲ୍ଲାପାଳଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ଓ ନିରୀକ୍ଷଣ କରିଛନ୍ତି । ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗକୁ ଯାଇ ସ୍ତ୍ରୀ ରୋଗ ଓ ପିଡି, ଶିଶୁ ଓ ପି ଡି ପରିଦର୍ଶନ କରିବା!-->…
Read More...
Read More...
ଖରାରେ ଠିଆ ହୋଇ ୮ ଛାତ୍ର ଅସୁସ୍ଥ
ହରଭଙ୍ଗା ୨୨ା୭:- .ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହାଲ ପଞ୍ଚାୟତ ଲୁଣିବାହାଲ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୮ ଜଣ ଛାତ୍ରଛାତ୍ରୀ ଖରାରେ ଠିଆହୋଇ ଅଚେତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଗତକାଲି ୫ମ ଶ୍ରେଣୀର ଜଣେ ଛାତ୍ରକୁ ଦୁଇଜଣ ଛାତ୍ରଛାତ୍ରୀ କୋଣସି କାରଣରୁ ବାଡେଇ ଥିଲେ ।!-->…
Read More...
Read More...
ଚଂପୁୁଆରେ ଯୋଗ ଦେଲେ ନୂତନ ଏସ୍.ଡି.ପି.ଓ
ଚମ୍ପୁଆ,୨୨ା୭: ଚମ୍ପୁଆରେ ନୂତନ ଏସ୍.ଡି.ପି.ଓ ଭାବେ ବିଜୟ କୁମାର ମଲ୍ଲିକ ଯୋଗ ଦେଇଛନ୍ତି । ଏସ୍.ଡି.ପି.ଓ ରାମରାୟ ମୁର୍ମୁଙ୍କର ରାଉରକେଲା ବଦଳି ପରେ ଚମ୍ପୁଆରେ ଶ୍ରୀ ମଲ୍ଲିକ ଯୋଗ ଦେଇ କାର୍ଯ୍ୟ ଭାର ସମ୍ଭାଳିଛନ୍ତି । ଶ୍ରୀ ମଲ୍ଲିକ କଟକ ଜିଲ୍ଲା ନିଆଳି ଥାନାରେ ଇନିସପେକ୍ଟର ଭାବେ!-->…
Read More...
Read More...
ଖରିଫ ଧାନ ପଞ୍ଜିକରଣ ପାଇଁ ପ୍ରଚାର ରଥ ଶୁଭାରମ୍ଭ କଲେ ଜିଲ୍ଲାପାଳ
ପାରଳାଖେମୁଣ୍ଡି,୨୨/୭:- ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ୧୫ ଜୁଲାଇ ଠାରୁ ଆରମ୍ଭ ହେଉଛି । ଖରିଫ ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ କରିବା ଲାଗି ଏକ ପ୍ରଚାର ରଥକୁ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ!-->…
Read More...
Read More...
ଛାତ୍ରଛାତ୍ରୀମାନେ ନିଜର ବ୍ୟକ୍ତିତ୍ୱ ଗଠନ ଓ ରାଷ୍ଟ୍ର ଗଠନ ଦିଗରେ ବ୍ରତୀ ହେବା ଉଚିତ : ଡ. ସାମନ୍ତ
ଫୁଲବାଣୀ,୨୨/୭:- କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଆଜି ଫୁଲବାଣୀସ୍ଥିତ ସରକାରୀ ବିଜ୍ଞାନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଭେଟି ସେମାନଙ୍କ ଭଲମନ୍ଦ ବୁଝିଥିଲେ । ଛାତ୍ରଛାତ୍ରୀଙ୍କ ସହ ଦୀର୍ଘ ସମୟ ଅତିବାହିତ କରିବା ସହ ଛାତ୍ରଛାତ୍ରୀମାନେ ନିଜର ବ୍ୟକ୍ତିତ୍ୱ ଗଠନ ଓ ରାଷ୍ଟ୍ର!-->…
Read More...
Read More...
ପିଶାଚ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ
ହରଭଙ୍ଗା ,୨୨/୭:- ପିଶାଚ ସ୍ୱାମୀର ଟାଙ୍ଗିଆ ଚୋଟରେ ଗଲା ସ୍ତ୍ରୀର ଜୀବନ । ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ପୁରୁଣାକଟକ ଥାନା ଅଧିନସ୍ଥ ଗଣ୍ଡାପାଜୁ ଗ୍ରାମରେ । ସୂଚନା ମତେ ଆଜି ସକାଳ ୮ ଟା ସମୟରେ ଗଣ୍ଡାପାଜୁ ଗ୍ରାମର କିଶୋରୀ ନାଏକ ଓ ଦୁର୍ଲଭା ନାଏକ ଉଭୟ ସ୍ୱାମୀ ସ୍ତ୍ରୀ!-->…
Read More...
Read More...
ସାଂସଦ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଦିବ୍ୟାଙ୍ଗଙ୍କୁ ମୋଟର ସ୍କୁଟି ପ୍ରଦାନ
ଫୁଲବାଣୀ,୨୨/୭:- କନ୍ଧମାଳ ଜିଲ୍ଲାର ସ୍ଥାନୀୟ ବିଜୁ ସ୍ମୃତି କଲ୍ୟାଣ ମଣ୍ଡପ ଫୁଲବାଣୀ ଠାରେ କଣ୍ଟେନର ନିଗମ ଲିମିଟେଡର ଆର୍ଥିକ ସହାୟତାରେ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ୨୪ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ମୋଟର ଯାନ ଟିଭିଏସ ସ୍କୁଟି ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ!-->…
Read More...
Read More...