Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ଶ୍ରେଷ୍ଠ ଲେଖକ ପୁରସ୍କାର
ଫୁଲବାଣୀ : କନ୍ଧମାଳର ଜଣାଶୁଣା ସାହିତ୍ୟିକ ଡ଼ଃ ନୃସିଂହାନନ୍ଦ ମହାପାତ୍ର ଚଳିତ ବର୍ଷ ପାଇଁ ନିଖିଳ ଓଡିଶା ପ୍ରଗତିଶୀଳ ଲେଖକ ମହା ସଙ୍ଘ ତରଫରୁ ଶ୍ରେଷ୍ଠ ଲେଖକ ବିବେଚିତ ହୋଇଛନ୍ତି । ଭୁବନେଶ୍ୱରର ଜୟଦେବ ଭବନ ପରିସରରେ ସଂଘର ତେଇଶି ତମ ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ!-->…
Read More...
Read More...
ଅନ୍ଧବିଶ୍ୱାସ ; ସୁନା କଳସ ପାଇବା ଆଶାରେ ଦିଆଗଲା ବୋଦା ଓ କୁକୁଡା ବଳୀ
ଦଶପଲ୍ଲା : ବାହାରିବ ମେଂଚାମେଂଚା କଞ୍ଚା ସୁନା ଓ ସୁନା କଳସ । ଏଥିପାଇଁ ଚାଲିଥିଲା ପୂଜାର୍ଚ୍ଚନା ଓ ତନ୍ତ୍ର ମନ୍ତ୍ର ଗୁଣି ଗାରେଡି । କାଳେସୀଙ୍କ ନିର୍ଦ୍ଦେଶ କ୍ରମେ ଦିଆଗଲା ବୋଦା ଓ କୁକୁଡ଼ା ବଳୀ । ଏହାପରେ ଆରମ୍ଭ ହେଲା ସୁନା ଓ ସୁନା କଳସ ପାଇଁ ଖୋଳତାଡ । ହେଲେ ଏଭଳି ଅନ୍ଧ ବିଶ୍ୱାସ!-->…
Read More...
Read More...
ବ୍ରାଉନସୁଗାର ଜବତ, ଜଣେ ଗିରଫ
ପୁରୀ :ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ ନିମାପଡ଼ା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ ନିମାପଡ଼ା ଥାନା ଅଧୀନ ଦିଘାଳ ଛକ ନୀଳକଣ୍ଠେଶ୍ୱର ମନ୍ଦିର ସାମ୍ନାରେ ଚଢ଼ାଉ କରି ଗୋବିନ୍ଦ ଚନ୍ଦ୍ର ମହାପାତ୍ର (୩୨)ଙ୍କୁ!-->…
Read More...
Read More...
୨୦ଫୁଟ କୂପରୁ ବୁଲା ଷଣ୍ଢ ଉଦ୍ଧାର
ହରଭଙ୍ଗା : ହରଭଙ୍ଗା ବ୍ଲକ ହରଭଙ୍ଗା ମେଡିକାଲ ଛକ ନିକଟରେ ଥିବା ଏକ ଖୋଲା କୂପରୁ ବୁଲା ଷଣ୍ଢକୁ ଉଦ୍ଧାର କରାଯାଇଛି । ଘଟଣା ଅନୁସାରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଘଣ୍ଟା ସମୟରେ ହରଭଙ୍ଗା ମେଡିକାଲ ନିକଟରେ ଗୋରୁଗାଈ ଚରାବୁଲା କରୁଥିଲେ । ହଠାତ ଦୁଇଟି ଷଣ୍ଢ ମାଡ଼ ହେବାରୁ ସେଥିରୁ ଗୋଟିଏ!-->…
Read More...
Read More...
ମୋବାଇଲ ଓ ସୁନା ଚେନ୍ ଜବତ, ୩ ଗିରଫ
ପୁରୀ : ଗତକାଲି ବିଳମ୍ବିତ ରାତିରେ ପୁରୀ ଚନ୍ଦନପୁର ଅଂଚଳ ଜଗନ୍ନାଥ ସଡକ ନିକଟରେ କଟକର ଶିବ ପ୍ରସାଦ ମହନ୍ତ ନିଜ ସାଥି ମାନଙ୍କ ସହ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ମାନେ ତାଙ୍କ ଗାଡି ଅଟକାଇ ମୋବାଇଲ, ସୁନା ଚେନ ଆଦି ଛଡାଇ ନେଇଥିଲେ । ଘଟଣା ସ୍ଥଳରେ ଶିବ ପ୍ରସାଦ ଚିତ୍କାର କରିବା ଫଳରେ!-->…
Read More...
Read More...
ଭାରସାମ୍ୟ ହରାଇ କାର ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ୪ ଯାତ୍ରୀ
ଜହ୍ନାପଙ୍କ: ବୌଦ୍ଧ ବଲାଙ୍ଗିର ଜାତୀୟ ରାଜପଥ ନଂ ୫୭ର ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତର୍ଗତ ବୁରକଟା ଛକ ନିକଟରେ ଆଜି ଅପରାହ୍ନ ପ୍ରାୟ ସାଢେ଼ ଦୁଇଟାରେ ଏକ କାର ନଂ. ସିଜି ୧୬- ସି ଏମ ୪୭୨୯ ଭାରସାମ୍ୟ ହରାଇ ବାମ ପାର୍ଶ୍ୱରେ ଥିବା ଏକ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା!-->…
Read More...
Read More...
ସମୁଦ୍ରରେ ବୁଡି ଯାଉଥିବା ୫ ପର୍ଯ୍ୟଟକ ଉଦ୍ଧାର
ପୁରୀ: ପୁରୀ ସମୁଦ୍ରକୁ ଗାଧୋଇବାକୁ ଆସି ୫ଜଣ ପର୍ଯ୍ୟଟକ ବୁଡି ଯାଇଥିବା ବେଳେ ଉଦ୍ଧାର କରିଛନ୍ତି ପୁରୀ ହରଚଣ୍ଡି ଲାଇଫ ଗାର୍ଡ ଆସୋସିଏସନ୍ର ଜୀବନ ରକ୍ଷାକାରୀ ମାନେ । ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ୧୨ଟା ପାଖା ପାଖି ଭାରତର ବିଭିନ୍ନ ସ୍ଥାନରୁ ଆସିଥିବା ୫ଜଣ ପର୍ଯ୍ୟଟକ ଦିଗବାରେଣି!-->…
Read More...
Read More...
ପୁଣି ମହାପ୍ରଭୁଙ୍କ ନାଁରେ ଅନଲାଇନ ଠକେଇ, ଡ଼ଲାରରେ ଭକ୍ତଙ୍କଠାରୁ ନିଆଯାଉଛି ଦକ୍ଷିଣା
ପୁରୀ : ପୁଣି ମହାପ୍ରଭୁଙ୍କ ନାଁ ରେ ଅନଲାଇନ ଠକେଇ । ରାଜ୍ୟ କିମ୍ବା ଦେଶ ଭିତରେ ନୁହେଁ ବିଦେଶ ଯାଏଁ ଲମ୍ବିଛି ଏହି ଠକେଇର ଚେର । ଡ଼ଲାରରେ ଭକ୍ତଙ୍କଠାରୁ ନିଆଯାଉଛି ଦକ୍ଷିଣା । ଶ୍ରୀଜଗନ୍ନାଥ ମନ୍ଦିରରେ ସିଦ୍ଧ ପୂଜା, ଶାଳଗ୍ରାମ ପୂଜା ଭଳି କେତେକ ପୂଜା କରାଇଦେବା ପାଇଁ ଆଖିରେ ଆଙ୍ଗୁଠି!-->…
Read More...
Read More...
୫ ନବ ନିଯୁକ୍ତ ଡାକ୍ତରଙ୍କୁ ସମ୍ବର୍ଦ୍ଧନା
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡିଆଳ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ନୂତନ ଭାବେ ଯୋଗ ଦେଇଥିବା ପାଞ୍ଚ ଡାକ୍ତରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ ଯୋଗ ଦେଇ ଖଡିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତମ ଚିକିତ୍ସା ସେବା ଯୋଗାଇବାରେ!-->…
Read More...
Read More...
ଜିଲ୍ଲାପାଳ ଓ ଏସପିଙ୍କ ଦ୍ୱାରା ବେତାଗୁଡାଠାରେ ବନ ମହୋତ୍ସବ ପାଳିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଉପକଣ୍ଠର ବେତାଗୁଡାଠାରେ ଥିବା ରିଜର୍ଭ ପୋଲିସ ପଡିଆ ପରିସରରେ ୭୪ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଗଜପତି ଏସପି ସ୍ୱାତି ଏସ କୁମାର,!-->…
Read More...
Read More...