Browsing Category

ରାଜ୍ୟ

ବନବିଭାଗ ଦ୍ୱାରା କୁଟୁରା ଛୁଆ ଉଦ୍ଧାର

ଓଡ଼ଗାଁ : ଓଡ଼ଗାଁ ବନାଞ୍ଚଳ ବାହାଡ଼ଝୋଲା ସେକ୍ସନ ଅନ୍ତର୍ଗତ ବାହାଡ଼ଝୋଲା ଗାଁ ନିକଟରୁ ଗୁରୁବାର ବନବିଭାଗ ଏକ କୁଟୁରା ଛୁଆକୁ ଉଦ୍ଧାର କରିଛି । ଉଦ୍ଧାର ପରେ କୁଟୁରା ଛୁଆଟିର ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ନିକଟସ୍ଥ ନାରିଆମ୍ବା ଜଙ୍ଗଲରେ ଛାଡି ଦିଆଯାଇଥିବା
Read More...

ଟ୍ରଲର ଚାପାରେ ୪ ବର୍ଷର ଶିଶୁ କନ୍ୟା ମୃତ, ଉତ୍ତ୍ୟକ୍ତ ଲୋକ ଜାଳି ଦେଲେ ଟ୍ରଲର

ଚମ୍ପୁଆ : ଚମ୍ପୁଆ ନିକଟବର୍ତ୍ତୀ ଜୟନ୍ତିଗଡଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଓଡିଶା ଓ ଝାଡଖଣ୍ଡକୁ ସଂଯୋଗ କରୁଥିବା ବୈତରଣୀ ନଦୀର ପୋଲ ନିକଟରେ ମା ସହ ଚାଲି ଚାଲି ଯାଉଥିବା ଶିଶୁ କନ୍ୟାକୁ ଗାଡି ନମ୍ବର ଏନ୍‌.ଏଲ୍‌ ୦୧ଜି ୮୭୬୩ ନମ୍ବର ଟ୍ରଲରଟି ଧକ୍କା ଦେବା ସହ ଶିଶୁ କନ୍ୟା
Read More...

ପ୍ରତିଷ୍ଠା ଦିବସରେ ସିଂହଦ୍ୱାରେ ଦୀପ ଜାଳିଲା ବିଜେପି

ପୁରୀ : ପ୍ରତିଷ୍ଠା ଦିବସରେ ସିଂହଦ୍ୱାରେ ଦୀପ ଜାଳିଲା ବିଜେପି । ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସରେ ପୁରୀ ଜିଲ୍ଲା ବିଜେପି ଜଗନ୍ନାଥଙ୍କ ପାଖରେ ଦୀପ ଜାଳିବା ସହ ମହାପ୍ରଭୁଙ୍କ ପାଖରେ ଦଳ ଓ ଦଳର ମୁଖ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଙ୍ଗଳ କାମନା କରିଛନ୍ତି । ଏଥିସହିତ ପୁରୀ ଜିଲ୍ଲା
Read More...

୮ କୋଟି ଠକେଇ ମାମଲାରେ ଡେପୁଟି ବ୍ୟାଙ୍କ ମ୍ୟାନେଜର ଗିରଫ

ଫୁଲବାଣୀ: ସ୍ଥାନୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାରେ ହୋଇଥିବା ଏକ ଆଠ କୋଟି ଟଙ୍କାର ଠକେଇ ମାମଲାରେ ଆଜି ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା ଜଣେ ବ୍ୟାଙ୍କ ଅଧିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସଂପୃକ୍ତ ଅଧିକାରୀ ଜଣକ ହେଲେ ଫୁଲବାଣୀ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାର ତତ୍କାଳୀନ ଡେପୁଟି
Read More...

ସିନାପାଲିରେ କଡ଼ାକଡି ଶୂନ୍ୟ ସଡ଼କ ଦୁର୍ଘଟଣା ସପ୍ତାହ, ଦିନକରେ ୨ ଲକ୍ଷ ୪୨ ହଜାର ତଣ୍ଡ ଗଣିଲେ ଅମାନିଆ

ନୂଆପଡା : ନୂଆପଡା ଜିଲ୍ଲା ସିନାପାଲି ପୋଲିସ ତରଫରୁ ଶୂନ୍ୟ ସଡକ ଦୁର୍ଘଟଣା ମୃତ୍ୟୁ ସପ୍ତାହ ପାଳନ ଅବସରରେ ଚେକିଂ କଡ଼ାକଡ଼ି କରାଯାଇଛି । ସିନାପାଲିର ବିଭିନ୍ନ ଛକରେ କଡ଼ାକଡ଼ି ଚେକିଂ କରାଯାଇ ଅମାନିଆ ମାନଙ୍କ ଠାରୁ ମୋଟ ୨ ଲକ୍ଷ ୪୨ ହଜାର ୫ଶହ ଟଙ୍କା ତଣ୍ଡ ସଂଗ୍ରହ କରାଯିବା ସହ ୪ ଜଣ
Read More...

ବାହାରିଲା ନନ୍ଦା ଓ ଭଦ୍ରା ଚାପ ଡଙ୍ଗା

ପୁରୀ : ପବିତ୍ର ଚୈତ୍ର ପୂର୍ଣ୍ଣିମା ଅବସରରେ ନରେନ୍ଦ୍ର ପୁଷ୍କରିଣୀରୁ କଢାଯାଇଛି ନନ୍ଦା ଓ ଭଦ୍ରା ଚାପ । ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରାର ଶୁଭାରମ୍ଭ ହେଉଥିବା ସ୍ଥଳେ ନରେନ୍ଦ୍ର ଜଳରେ ବୁଡି଼ ରହିଥିବା ନନ୍ଦା, ଭଦ୍ରା ଡଙ୍ଗାକୁ କଢା ଯାଇଛି । ନରେନ୍ଦ୍ର ପାହାଚରେ
Read More...

ନିପନ୍ ଷ୍ଟିଲ୍ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନରେ ନିପନ୍ ଷ୍ଟିଲ୍ ପରିଦର୍ଶନ କରିଛନ୍ତି। ସେ ନିପନ୍ ଷ୍ଟିଲ କର୍ପୋରେସନର ଆଇଡି ସେଣ୍ଟର ପରିଦର୍ଶନ କରିଛନ୍ତି। ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ ମଧ୍ୟ ନିପନ୍ ଷ୍ଟିଲ୍ ବୁଲି ଦେଖିଛନ୍ତି। ଜାପାନ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ପୂର୍ବରୁ
Read More...

ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ୍ ସହ ଜଳିଗଲେ ତିନି ଚାଳକ

ଝାରସୁଗୁଡ଼ା: ଗତକାଲି ବିଳମ୍ବିତ ରାତିରେ ଝାରସୁଗୁଡ଼ା ଜିଲ୍ଲା ସଦର ଥାନା ସମ୍ମୁଖ ୧୦ ନଂ ରାଜ୍ୟ ରାଜପଥରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଠାରେ ଭାରସାମ୍ୟ ହରାଇ ଦୁଇଟି ଟ୍ରକ୍ ପଛକୁ ପଛ ଓ ଗୋଟିଏ ହାଇୱା ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ୩ଟି ଯାକ
Read More...

ଜିଏମୟୁ୍‌ ଶିକ୍ଷା ବିଭାଗ ପକ୍ଷରୁ ଆଦିବାସୀଙ୍କ ଶିକ୍ଷା ସମସ୍ୟା ବିଷୟରେ ଜାତୀୟସ୍ତରୀୟ ଆଲୋଚନାଚକ୍ର

ସମ୍ବଲପୁର: ସ୍ଥାନୀୟ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମୟୁ)ର ଶିକ୍ଷା ବିଭାଗ ତରଫରୁ ଅମୃତବିହାର ଅଧ୍ୟାପନା ପ୍ରକୋଷ୍ଠ-୧ ଠାରେ "ଆଦିବାସୀ ଶିକ୍ଷାର ସମସ୍ୟା ଏବଂ ଆହ୍ୱାନ : ନିର୍ଣ୍ଣୟକାରୀ, ପ୍ରକ୍ରିୟା ଏବଂ ହସ୍ତକ୍ଷେପ" ଶୀର୍ଷକ ଦୁଇ ଦିନିଆ ଜାତୀୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ
Read More...

୩୦ ଆଇଏଏସଙ୍କୁ ଜିଲ୍ଲା ଦାୟିତ୍ୱ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର : ରାଜ୍ୟ ସରକାର ୧୦ଟି ଆକାଂକ୍ଷା ଜିଲ୍ଲା ସହ ମୋଟ ୩୦ଟି ଜିଲ୍ଲା ଦାୟିତ୍ୱ ୩୦ଜଣ ବରିଷ୍ଠ ଆଇଏଏସଙ୍କୁ ନ୍ୟସ୍ତ କରିଛନ୍ତି । ଏହାସହିତ ସେମାନଙ୍କୁ ପ୍ରତ୍ୟେକ ମାସର ତୃତୀୟ ସପ୍ତାହରେ ଜିଲ୍ଲା ଗସ୍ତରେ ଯାଇ ବ୍ୟାପକ କ୍ଷେତ୍ର ପରିଦର୍ଶନ କରି ଦୁର୍ଗମ ଅଂଚଳରେ ରାତିରେ ରହିବା ସହ
Read More...