ପ୍ରତିଷ୍ଠା ଦିବସରେ ସିଂହଦ୍ୱାରେ ଦୀପ ଜାଳିଲା ବିଜେପି

0 40

ପୁରୀ : ପ୍ରତିଷ୍ଠା ଦିବସରେ ସିଂହଦ୍ୱାରେ ଦୀପ ଜାଳିଲା ବିଜେପି । ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସରେ ପୁରୀ ଜିଲ୍ଲା ବିଜେପି ଜଗନ୍ନାଥଙ୍କ ପାଖରେ ଦୀପ ଜାଳିବା ସହ ମହାପ୍ରଭୁଙ୍କ ପାଖରେ ଦଳ ଓ ଦଳର ମୁଖ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଙ୍ଗଳ କାମନା କରିଛନ୍ତି । ଏଥିସହିତ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫଳ ବାଣ୍ଟି ଏହି ଦିବସକୁ ସ୍ମରଣୀୟ କରିବା ସହ ପରେ ଜାତୀୟ ପତାକ ଉତ୍ତୋଳନ କରିଛନ୍ତି । ଏହି କାର୍ଯ୍ୟକର୍ମରେ ପୁରୀ ଜିଲ୍ଲା ବିଜେପି ସଭାପତି,ପୁରୀ ବିଜେପି ବିଧାୟକ ଓ ପୁରୀ ବିଜେପି ଯୁବମୋର୍ଚ୍ଚା ଓ ମହିଳା ମୋର୍ଚ୍ଚାର କର୍ମୀ ଓ ନେତାମାନେ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

15 − two =