Browsing Category

ରାଜ୍ୟ

ମନରେଗା ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର

ଦଶପଲ୍ଲା : ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ପ୍ରଧାନମନ୍ତୀ ଆବାସ ଯୋଜନା (ଗ୍ରାମୀଣ) ର ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିର ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲାର
Read More...

ଏନୱାଇକେ ପକ୍ଷରୁ ଇନ୍ଦୋର ଫେରନ୍ତା ଆଦିବାସୀ ଯୁବକଯୁବତୀଙ୍କୁ ସମ୍ବର୍ଦ୍ଧନା

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସ୍ଥାନୀୟ ନେହରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରଦେଶ ଇନ୍ଦୋରରୁ କୃତିତ୍ୱ ହାସଲ କରି ଫେରିଥିବା ଜିଲ୍ଲାର ଦୁର୍ଗମ ତୁମୁଡିବନ୍ଧ ବ୍ଲକ ଅଂଚଳର କୋଡିଏ ଜଣ ଯୁବକ ଯୁବତୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ବନାନୀ କଳା ସଙ୍ଗମ ପରିସରରେ
Read More...

କାୟାକଳ୍ପ ପୁରସ୍କାର :ନାକଟିଦେଉଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରାଜ୍ୟରେ ପ୍ରଥମ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ନାକଟିଦେଉଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉତ୍ତମ ସ୍ୱାସ୍ଥ୍ୟ ସହ ଅନ୍ୟାନ୍ୟ ଆନୁସଙ୍ଗିକ କ୍ଷେତ୍ରରେ ଉନ୍ନତ କାର୍ଯ୍ୟ ପାଇଁ ରାଜ୍ୟରେ ଶ୍ରେଷ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାବେ ବର୍ଷ ୨୦୨୨-୨୩ ପାଇଁ କାୟାକଳ୍ପ ପୁରସ୍କାର ପାଇବା ସହ ଅର୍ଥରାଶି ୧୫ ଲକ୍ଷ
Read More...

ଚୈତ୍ରମାସର ତୃତୀୟ ମଙ୍ଗଳବାରରେ ବିଭିନ୍ନ ଶକ୍ତିପୀଠରେ ଭକ୍ତଙ୍କ ସମାଗମ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ପୁରପଲ୍ଲୀରେ ଚୈତ୍ରମାସର ତୃତୀୟ ମଙ୍ଗଳବାର ହୋଇଥିବାରୁ ବିଭିନ୍ନ ଶକ୍ତି ପୀଠରେ ପୂଜାର୍ଚ୍ଚନା କରାଯାଇ ଥିବାର ଦେଖିବାକୁ ମିଳିଛି । ସେହିପରି ସହରର ବିଭିନ୍ନ ଶକ୍ତିପୀଠରେ ମଧ୍ୟ ମାଆଙ୍କର ପୂଜାର୍ଚ୍ଚନା କରାଯାଇଥିବାର ଦେଖିବାକୁ ମିଳିଛି । ନୀଳମଣି
Read More...

ଫୁଲବାଣୀ ରୋଟାରୀ କ୍ଳବ ଆନୁକୂଲ୍ୟରେ ଡ଼ିଜିଙ୍କ ପରିଦର୍ଶନ କାର୍ଯ୍ୟକ୍ରମ

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ କେପିଏସ ହୋଟେଲ ଠାରେ ରୋଟାରୀ କ୍ଳବ ଆନୁକୂଲ୍ୟରେ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର (ଡ଼ିଜି)ଙ୍କ ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ମହାସମାରୋହରେ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି
Read More...

ସାଇକେଲ ଚୋର ଗିରଫ,୧୫ ସାଇକେଲ ଜବତ

ସୁବର୍ଣ୍ଣପୁର: ସୋନପୁର ପୋଲିସ ଏକ ସାଇକେଲ ଚୋରକୁ ଗିରଫକରି ତାପାଖରୁ ବିଭିନ୍ନ ସମୟରେ ଚୋରି ହେଇଥିବା ୧୫ଟି ସାଇକେଲକୁ ଜବତ କରିଛି । ଏ ସଂପର୍କରେ ସୋନପୁର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଏସପି ଅମରେଶ ପଣ୍ଡା ଏହା ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗତ
Read More...

ଗୋଷାଣି ବ୍ଲକସ୍ତରୀୟ ମନରେଗା ଜନଶୁଣାଣି ବୈଠକ

ଗୋଷାଣି : ଗଜପତି ଜିଲ୍ଲା ଗୋଷାଣି ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ ମନରେଗା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ପାରଳାଖେମୁଣ୍ଡି ଉପ ଜିଲ୍ଲାପାଳ ଆଲୋକ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷାଣି ବ୍ଲକ ଅଧ୍ୟକ୍ଷ
Read More...

ଜୁନ ୨୦ରେ ରଥଯାତ୍ରା, ଆରମ୍ଭ ହେଲା ପ୍ରଥମ ପ୍ରସ୍ତୁତି ବୈଠକ

ପୁରୀ : ଆସନ୍ତା ଜୁନ ୨୦ ତାରିଖରେ ଅନୁଷ୍ଠିତ ହେବ ଚଳିତ ୨୦୨୩ ବର୍ଷର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ସେ ନେଇ ଆରମ୍ଭ ହେଲା ପ୍ରଥମ ରଥଯାତ୍ରାର ପ୍ରସ୍ତୁତି ବୈଠକ । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧକ୍ଷତାରେ ବୈଠକ ଆରମ୍ଭ । ଅକ୍ଷୟ ତୃତୀୟା, ସ୍ନାନ ପୂର୍ଣ୍ଣିମା, ରଥଯାତ୍ରା,ବାହୁଡା,ସୁନାବେଶ
Read More...

ଜୟ ଜଗନ୍ନାଥ ଛତୁ ଉତ୍ପାଦନ ଓ ତାଲିମ କେନ୍ଦ୍ର ଉଦଘାଟିତ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଗଡିଆଠାରେ ଛତୁ ଉତ୍ପାଦନ ଓ ତାଲିମ କେନ୍ଦ୍ର ଉଦଘାଟନ ହୋଇଯାଇଛି । ଏହି ଜୟ ଜଗନ୍ନାଥ ଛତୁ ଉତ୍ପାଦନ ଓ ତାଲିମ କେନ୍ଦ୍ରକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲି ସୁନେଲୀ ନରୱାଣେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଏନେଇ ଆୟୋଜିତ
Read More...

ବନବିଭାଗର ପେଟ୍ରୋଲିଂ ଗାଡିକୁ ଗୁଳିମାଡ, ୨ ଫରେଷ୍ଟ ଗାର୍ଡ ଆହତ

ବୌଦ୍ଧ : ଗତ କାଲି ବିଳମ୍ବିତ ରାତ୍ରିରେ ବନବିଭାଗର କର୍ମଚାରୀମାନେ ପେଟ୍ରାଲିଂ କରୁଥିବା ବେଳେ ବୌଦ୍ଧ ଥାନା ଅନ୍ତର୍ଗତ ବଘିଆପଡା ପଂଚାୟତର ଖଲିଆପାଲି ଛକଠାରେ ହଠାତ ଦୁର୍ବୃତ୍ତମାନେ ଗୁଳି ଚାଳନା କରିଥିଲେ । ଫଳରେ ଦୁଇ ଫରେଷ୍ଟ୍‌ ଗାର୍ଡ ଗୁଳିମାଡରେ ଆହତ ହୋଇଥିଲେ । ଦୁଇ ଆହତଙ୍କୁ ବୌଦ୍ଧ
Read More...