Browsing Category

ରାଜ୍ୟ

ଗ୍ରାମୀଣ ଲୋକକଳା ସଂଚାର ମହୋତ୍ସବ ଉଦଯାପିତ, ମହୋତ୍ସବ ବିଲୁପ୍ତ ଲୋକକଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଆହ୍ୱାନ

ଖପ୍ରାଖୋଲ : ଆଧୁନିକତାର ପ୍ରଭାବରେ ସମାଜରୁ ହଜିଯାଉଛି ଅନେକ ଲୋକ କଳା ଏବଂ ଲୋକ ସଂସ୍କୃତି ଏହାର ପୁନରୁଦ୍ଧାର ଆବଶ୍ୟକ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରାଣାଳୟ ସାହାୟତାରେ ଖପ୍ରାଖୋଲ ବ୍ଳକ ଧଣ୍ଡାମୁଣ୍ଡା ପଞ୍ଚାୟତ ମାଲପଡା ଠାରେ ଓମ୍‌ ବୈଦିକ ସଂସ୍କୃତି ପରିଷଦ ପକ୍ଷରୁ ଅନୁଷ୍ଠିତ ଲୋକ କଳା
Read More...

ବିଦ୍ୟାଳୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

ପାରଳାଖେମୁଣ୍ଡି : ସ୍ଥାନୀୟ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଯାଜପୁରଠାରେ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରୋଦୋଷ କୁମାର ନାଇକଙ୍କ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ଏହାର
Read More...

ସବୁ ପ୍ରୟାସ ନିଷ୍ଫଳ, ହୁତ୍‌ ହୁତ୍‌ ହୋଇ ଜଳୁଛି ଦଶପଲ୍ଲା ଜଙ୍ଗଲ

ଦଶପଲ୍ଲା : ତାପମାତ୍ରା ବୃଦ୍ଧି ସାଙ୍ଗକୁ ଦିନକୁ ଦିନ ବୃଦ୍ଧି ପାଉଛି ଜଙ୍ଗଲ ନିଆଁ । ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବନବିଭାଗ ତରଫରୁ ସରକାରୀ ଓ ବେସରକାରୀ ସ୍ତରରେ ଗାଁ ଗାଁରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ,ବୈଠକ, ପ୍ରଚାର ପତ୍ର ବଣ୍ଟନ କରାଯାଉଥିଲେ ମଧ୍ୟ କିଏ ମହୁଲ
Read More...

ତୀର୍ଥଯାତ୍ରାରେ ଯିବେ ୧୫୯ ଜଣ ବରିଷ୍ଠ ନାଗରିକ

ପୁରୀ : ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ପୁରୀ ଜିଲ୍ଲାରୁ ୨୦୨୨-୨୩ ବର୍ଷ ପାଇଁ ୧୫୯ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ଯିବେ । ଏହି ବରିଷ୍ଠ ନାଗରିକ ମାନେ ଚଳିତ ମାସ ୪ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନର ଆଜମେର ଓ ପୁଷ୍କର ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି ବୋଲି
Read More...

ଖରା ଆରମ୍ଭରୁ ଜଳକଷ୍ଟ ; ଲୋକେ ପାଣି ପାଇଁ ଡହଳ ବିକଳ, ଅଜଥା ହେଉଛି ଜଳ ନଷ୍ଟ

ବାଲିଗୁଡ଼ା: ଦୀର୍ଘ ଦିନରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଅନେକ ୱାର୍ଡରେ ଜଳ ସଂକଟ ଲାଗି ରହିଛି । ହେଲେ ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ କିମ୍ବା ଜଳ ଯୋଗାଣ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । ଅନେକ ୱାର୍ଡରେ ପାଇପ୍‌ ଲାଇନ୍‌ ସଂଯୋଗ
Read More...

ଦାଉ ସାଧୁଛି ମୁଣ୍ଡର ଅସ୍ୱାଭାବିକ ବୃଦ୍ଧି : ମୃତ୍ୟୁ ସହ ସଂଘର୍ଷ କରୁଛି ସାତ ବର୍ଷର ଶିଶୁ,ସରକାରୀ ସହାୟତା ହିଁ…

ହରଭଙ୍ଗା ,୧/୩ : ଯେଉଁ ବୟସରେ ହସିଖେଳି,ପାଠପଢି ସମୟ ବିତାଇବା କଥା,ସେହି ବୟସରେ ମୃତ୍ୟୁ ସହ ସଂଘର୍ଷ କରୁଛି ସାତ ବର୍ଷ ବୟସର ଏକ ଶିଶୁ । ପ୍ରତି ମୁହୂର୍ତ୍ତରେ କେବଳ ଅସହ୍ୟ ଯନ୍ତ୍ରଣା ହିଁ ଯନ୍ତ୍ରଣା । ଖଟରେ ଏକାକୀ ପଡ଼ିରହି ଛଟପଟ ହେଉଛି । ଜୀବନ ଉପରେ ଦାଉ ସାଧୁଛି ଏକ ଅଦ୍ଭୁତ ରୋଗ ।
Read More...

ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲର ୨୫ ତମ ବାର୍ଷିକ ଉତ୍ସବ ପାଳିତ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲର ୨୫ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ ଏମଏସ.ମଧୁମିତା ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ
Read More...

ବାଣୀଗୋଛା ହାଇସ୍କୁଲର ବାର୍ଷିକ ଉତ୍ସବ

ଦଶପଲ୍ଲା : ଆଜି ଅପରାହ୍ନରେ ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଆଦିବାସୀ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ବାଣୀଗୋଛା ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଦଶପଲ୍ଲା ବ୍ଲକ୍‌ ଚେୟାରମ୍ୟାନ ତଥା ବିଦ୍ୟାଳୟର ପ୍ରାକ୍ତନ
Read More...

୫୬ ବର୍ଷୀୟ ବୃଦ୍ଧଙ୍କ ଶବ ସତ୍କାର କଲା ଟିମ୍‌ ହ୍ୟୁମାନିଟି କନ୍ଧମାଳ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୁଣି ଆଜି ଏକ ଅସହାୟ ବୃଦ୍ଧଙ୍କ ଶବ ସତ୍କାର କରିଛି ଟିମ୍‌ ହ୍ୟୁମାନିଟି କନ୍ଧମାଳ । ସୂଚନା ପ୍ରକାରେ ଫୁଲବାଣୀ ସହର ପିଅନପଡ଼ା ମା' ମଙ୍ଗଳା ସାହି ବାସିନ୍ଦା ଅଟନ୍ତି ମୃତ ଦିବାକର ପଣ୍ଡା । ପରିବାର କହିଲେ ବୃଦ୍ଧ ବାପା,ଦୁଇ
Read More...

ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଆମ ପୋଲିସ ସମିତି ଅନୁଷ୍ଠିତ

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ସହ ପରସ୍ପର ନିକଟତର ହୋଇ
Read More...