Browsing Category

ରାଜ୍ୟ

“ଭିଜନ’ର ତୃତୀୟ ଆଲୋଚନାରେ ଯୋଗଦେଲେ ଜିଲ୍ଲାର ସମସ୍ତ ସରପଞ୍ଚ

ନବରଙ୍ଗପୁର: ଭିଜନ, ନବରଙ୍ଗପୁରର ତୃତୀୟ ପର୍ଯ୍ୟାୟ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ସମସ୍ତ ୧୦ ଗୋଟି ବ୍ଲକର ସରପଞ୍ଚମାନେ ଯୋଗ ଦେଇଥିଲେ । ଜିଲାପାଳ ଡ଼ଃ. କମଳ ଲୋଚନ ମିଶ୍ର ଯୋଗଦେଇ ଭିଜନ, ନବରଙ୍ଗପୁର ଜିଲା ବିକାଶର ଏକ ଦୃଷ୍ଟିଭଙ୍ଗୀର ପ୍ଲାଟଫର୍ମ ବୋଲି କହିଥିଲେ । ଜିଲା
Read More...

ଗ୍ରୀଷ୍ମ ଆରମ୍ଭରୁ ଉତ୍କଟ ହେଲାଣି ପାଣି ସମସ୍ୟା,
ଦୂଷିତ ପାଣି ହିଁ ଲୋକଙ୍କ ଭରସା

ହରଭଙ୍ଗା: ରାଜ୍ୟରେ ଖରା ଋତୁ ପୂର୍ବରୁ ପ୍ରଚଣ୍ଡ ଖରା ହେବା ଦିନଠୁ ଲୋକଙ୍କ ଚିନ୍ତା ବଢିଛି । ଉତ୍ତାପ ୩୮ ଡିଗ୍ରି ପର୍ଯ୍ୟନ୍ତ ଗଲାଣି । ହୋଲିଠୁ କିଛି ଦିନ ହେଲା ପାଗ ଟିକେ ମେଘୁଆ ଥିଲା ଏବଂ ତାପ କମିଥିଲା । ହେଲେ ଆଜିଠୁ ପୁଣି ଖରା ବଢିବା ଆରମ୍ଭ ହୋଇଛି ଏବଂ ଆଗକୁ ଏହି ସ୍ଥିତି ଜାରି ରହିବ
Read More...

ଶୁନ୍ୟ ସହନଶୀଳତା ନୀତିରେ ପୁରୀ ଜିଲ୍ଲାରେ ଚାଲିଛି ମାଟ୍ରିକ ପରୀକ୍ଷା

ପୁରୀ: ଚଳିତ ମାଟ୍ରିକ ପରୀକ୍ଷାରେ ପୁରୀ ଜିଲ୍ଲାରେ ଶିକ୍ଷା ବିଭାଗ ତରଫରୁ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯାଇଅଛି । ପରୀକ୍ଷାର ପ୍ରଥମ ଦିନରେ ଜିଲ୍ଲା ଶିକ୍ଷାଧିକାରୀ ଡଃ ବିଶ୍ୱଜିତ ଘୋଷ ବ୍ରହ୍ମଗିରି ବ୍ଲକର ଏକ ପରୀକ୍ଷା କେନ୍ଦ୍ର ଅଚାନକ ପରିଦର୍ଶନ କରି ଜଣେ ଶିକ୍ଷୟିତ୍ରୀଙ୍କୁ
Read More...

ପୁରାତନ ଛାତ୍ର ସଂସଦର ସାଧାରଣ ପରିଷଦ ବୈଠକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଥିବା ଶତାୟୁ ଶିକ୍ଷାନୁଷ୍ଠାନ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷ ଡ.ଅଜୟ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ
Read More...

ଲାଠୋର ପୋଲିସ ପକ୍ଷରୁ ଜନସମ୍ପର୍କ ଶିବିର

ଖପ୍ରାଖୋଲ : ମାଓ ଅଧ୍ୟୁଷିତ ଅଞ୍ଚଳରେ ଜନସାଧାରଣ ପୋଲିସର ବିଶ୍ୱାସ ଭାଜନ ହେବା ସହିତ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ପାଇଁ ଲାଠୋର ପୋଲିସ ପକ୍ଷରୁ ଲାଠୋର ଥାନା ବେନ୍ଦେର ଗ୍ରାମର ଉନ୍ନତ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଥାନା ଅଧିକାରୀ ଝସକେତନ ଭୋଇଙ୍କ ନେତୃତ୍ୱରେ
Read More...

୧୪ ରୁ ପଞ୍ଚମ ବାର୍ଷିକ ପୁସ୍ତକ ଓ ସାରସ୍ୱତ ମେଳା “ଇଙ୍କଫେଷ୍ଟ୍‌’

ସୁବର୍ଣ୍ଣପୁର : ଆସନ୍ତା ୧୪ରୁ ୨୦ତାରିଖ ପର୍ଯ୍ୟନ୍ତ ସହରର ରୟାଲ ପଡ଼ିଆ ଠାରେ ଆୟୋଜିତ ହେବାକୁ ଯାଉଛି ଇଙ୍କଫେଷ୍ଟ୍‌ ୨୦୨୩ ଏଥିପାଇଁ ଆଜି ସ୍ଥାନୀୟ ରୟାଲ ପଡ଼ିଆ ଠାରେ ସଭାପତି ସ୍ୱାଧୀନ କୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକରେ ଏ ସଂକ୍ରାନ୍ତରେ ବିଷଦ୍‌ ଭାବରେ
Read More...

ସଡ଼କ ଦୁର୍ଘଟଣାରେ ଚାଲିଗଲା ଶିଶୁଙ୍କ ଜୀବନ, ତିନି ଗୁରୁତର

ନୂଆପଡା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ୩୫୩ ନଂ ଜାତୀୟ ରାଜପଥ ଚକାଡଙ୍ଗରଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା । ଏହି ଦୁର୍ଘଟଣା ଦୁଇ ଗୋଟି ବାଇକ ମଧ୍ୟରେ ହୋଇଥିବା ବେଳେ ଜଣେ ଶିଶୁର ମୃତ୍ୟୁ ହୋଇଥିଲା । ସୂଚନା ମତେ ଖଡ଼ିଆଳ ବ୍ଲକ ଛତା ଗ୍ରାମର ସଚିନ ମାଝୀ ଓ ତାଙ୍କ
Read More...

ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘର କାର୍ଯ୍ୟକାରିଣୀ ବୈଠକ

ନୂଆପଡା : ନୂଆପଡା ଜିଲ୍ଲା ଏକ୍ସକେଡର ଶିକ୍ଷକ ସଂଘର କାର୍ଯ୍ୟକାରୀଣୀ ବୈଠକ ସଭାପତି ଅରୁଣ ଯୋଷୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ଏକ୍ସକ୍ୟାଡର ଉଚ୍ଛେଦ ସହ ଇନକ୍ରିମେଣ୍ଟ ପ୍ରଦାନ, ଗଣଶିକ୍ଷକକୁ ନିୟମିତ କରିବା ସହିତ ଏନପିଏସ ମେଚିଙ୍ଗ ଗ୍ରାଣ୍ଡ ପ୍ରଦାନ ଦାବୀରେ ସଂଘ
Read More...

ଉପାନ୍ତ ଅଞ୍ଚଳରେ ନୂତନ ସାପ୍ତାହିକ ବଜାର ଉଦଘାଟିତ

ନୂଆପଡା : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଘାଟମାଳ ଗ୍ରାମ ପଞ୍ଚାୟତର ତାଲାକୋଟ ଗ୍ରାମର ଚାରିଛକ ଠାରେ ଏକ ସାପ୍ତାହିକ ହାଟର ଶୁଭାରମ୍ଭ କରାଯାଇଛି । ଆଜି ଏନେଇ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିଲା । ଏହି ଗ୍ରାମକୁ ଲାଗି ଅନେକ ଗ୍ରାମ ରହିଥିବାରୁ ଚାଷୀ, ବେପାରୀ ଓ ଜନସାଧାରଣଙ୍କ ପାଇଁ ଏହି
Read More...

ପୁରୀ ବେଳାଭୂମିରେ ଅଲିଭ ରିଡଲେଙ୍କ ଅଣ୍ଡାଦାନ

ପୁରୀ : ଅଲିଭ ରିଡଲେ କଇଁଛଙ୍କ ପେଣ୍ଠକଟା ବସ୍ତି ମୁହାଁ, ଗଙ୍ଗାଦେବୀ ବରଫ ବସ୍ତି ନିକଟ ବେଳାଭୂମି ଠାରେ ଦେଲେ ଅଣ୍ଡା । ଆଜି ସକାଳେ ସମୟରେ ସ୍ଥାନୀୟ ଲୋକ ସମୁଦ୍ରକୁ ଡ଼ଙ୍ଗା ନେଇ ଯିବା ସମୟରେ ଦେଖିଥିଲେ । ପରେ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇଁ ବନ ବିଭାଗର କର୍ମଚାରୀ ଘଟଣା
Read More...