Browsing Category

ରାଜ୍ୟ

“ଦୁର୍ଘଟଣା ପ୍ରଶମନ ନିମିତ୍ତ ଖସଡା ପ୍ରସ୍ତୁତି” ଶୀର୍ଷକ ରାଜ୍ୟ-ସ୍ତରୀୟ ସୁରକ୍ଷା ଆଲୋଚନାଚକ୍ର

ଭୁବନେଶ୍ୱର : ରାଜ୍ୟ ଶ୍ରମ ଓ କର୍ମଚାରୀଙ୍କ ରାଜ୍ୟ ବୀମା ବିଭାଗର କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟଙ୍କ ଦ୍ୱାରା ଭୁବନେଶ୍ୱରରେ “ଦୁର୍ଘଟଣା ପ୍ରଶମନ ନିମିତ୍ତ ଖସଡା ପ୍ରସ୍ତୁତି” ଶୀର୍ଷକ ଏକ ରାଜ୍ୟ-ସ୍ତରୀୟ ସୁରକ୍ଷା ଆଲୋଚନାଚକ୍ର ଆୟୋଜନ କରାଯାଇଅଛି ।ଉକ୍ତ ଆଲୋଚନାଚକ୍ରରେ ମାନ୍ୟବର…
Read More...

ମାର୍ଚ୍ଚ ୩୦ରୁ ଆରମ୍ଭ ହେବ ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରା

ଦଶପଲ୍ଲା : ଚଳିତବର୍ଷ ଦଶପଲ୍ଲାର ଐତିହ୍ୟ ଲଙ୍କାପୋଡ଼ି ଯାତ୍ରାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି । ଇତି ମଧ୍ୟରେ ଏହି ମହୋତ୍ସବକୁ ସରସ ସୁନ୍ଦର କରିବାପାଇଁ, ଲଙ୍କାପୋଡ଼ି ଯାତ୍ରା ପରିଚାଳନା କମିଟି ପକ୍ଷରୁ ବିଭିନ୍ନ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।…
Read More...

ପୁରୀ ଜିଲ୍ଲାସ୍ତରୀୟ ପୋଷଣ ପକ୍ଷ ଶୁଭାରମ୍ଭ

ପୁରୀ : ସନ୍ତୁଳିତ ଖାଦ୍ୟ ଶରୀରକୁ ପୁଷ୍ଟି ଯୋଗାଇବା ସହ ସୁସ୍ଥ ଓ ନୀରୋଗ ରଖିଥାଏ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ । ଆଜି ପୂର୍ବାହ୍ନରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ସଦଭାବନା ସଭାଗୃହ ଠାରେ ପୋଷଣ ପକ୍ଷର ଶୁଭାରମ୍ଭ ହୋଇଥିଲା । ଏଥିରେ ମୁଖ୍ୟ…
Read More...

ବାଇକ ଡ଼ିକିରୁ ଟଙ୍କା ଲୁଟ ଘଟଣାରେ ଦୁଇ ଗିରଫ

ସୋନପୁର: ବାଇକ ଡ଼ିକି ଭାଙ୍ଗି ଟଙ୍କା ଲୁଟ ଘଟଣାରେ ଆଜି ସୋନପୁର ପୋଲିସ ଗଞ୍ଜାମ ଜ଼ିଲ୍ଲା ଆସ୍କା ଥାନା ଅଞ୍ଚଳରୁ ଦୁଇ ଜଣ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି । ପ୍ରକାଶ ଥାଉ ଯେ ଗତ ୬ତାରିଖରେ ସୋନପୁର ବରୋଦା ବ୍ୟାଙ୍କରୁ ଖଲିଆପାଲି ଗାଁର ରୋହିତ କୁମାର ସାହୁ ଦୁଇ ଲକ୍ଷ ଟଙ୍କା ନେଇ…
Read More...

ମାରୱାଡ଼ି ଯୁବା ମଞ୍ଚ ବୌଦ୍ଧ ଶାଖା ତରଫରୁ ଶପଥ ଗ୍ରହଣ ଓ ସମ୍ମାନ ସମାରୋହ

ବୌଦ୍ଧ,୨୪/୩:- ମାରୱାଡ଼ି ଯୁବା ମଞ୍ଚ ବୌଦ୍ଧ ଶାଖା ତରଫରୁ ସ୍ଥାନୀୟ ଅଗ୍ରୱାଲ ଭବନ ଠାରେ ଗୁରୁବାର ସନ୍ଧ୍ୟାରେ ଶାଖାର ୨୯ ତମ ଶପଥ ଗ୍ରହଣ ସମାରୋହ ତଥା ନବନିର୍ବାଚିତ ରାଷ୍ଟ୍ରୀୟ ଏବଂ ପ୍ରାନ୍ତୀୟ ପଦାଧିକାରୀ ମାନଙ୍କ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । । ଶାଖା ଅଧ୍ୟକ୍ଷ ଅଙ୍କିତ…
Read More...

ଧର୍ମଗଡ଼ରେ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଦାବିରେ ଆନ୍ଦୋଳନ କଲା ଏବିଭିପି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ଅବସ୍ଥାରେ ନାହିଁ । ଏକ ମାତ୍ର ବିଶ୍ୱବିଦ୍ୟାଳୟ ଥିବା ସହିତ ପୂର୍ଣ୍ଣ ସରକାରୀ ମାନ୍ୟତା ପ୍ରାପ୍ତ ମହାବିଦ୍ୟାଳୟ ମଧ୍ୟ ନାହିଁ । ତେଣୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡି ତରଫରୁ ଧର୍ମଗଡ଼ଠାରେ ପୂର୍ଣ୍ଣ ସରକାରୀ…
Read More...

ହରଭଙ୍ଗା ସେବା ସମବାୟରେ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ହରଭଙ୍ଗା ସେବା ସମବାୟ ସମିତିରେ ବ୍ୟାଙ୍କିଙ୍ଗ କର୍ମଶାଳା ଓ କୃଷି ଋଣ ମେଳା ପ୍ୟାକ୍ସ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ୟାକ୍ସ ସଭାପତି ସୁମଞ୍ଜିଲାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ କେନ୍ଦ୍ର…
Read More...

ଖରିଆର ରୋଡରେ ଭାରତୀୟ ଜନତା ପାର୍ଟିର କର୍ମୀ ସମ୍ମିଳନୀ

ନୂଆପଡା : ନୂଆପଡା ଜିଲ୍ଲାର ଖରିଆର ରୋଡଠାରେ ବିଜେପି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଅଛି । ଏହି ହିନ୍ଦୁ ନବ ବର୍ଷ ଅବସରରେ ଭାରତୀୟ ଜନତା ପାର୍ଟିର ରାଷ୍ଟୀୟ ପ୍ରବକ୍ତା ସମ୍ବିତ ପାତ୍ର ନୂଆପଡା ଜିଲ୍ଲା ଆସି ଗୁରୁକୁଳ ଆଶ୍ରମ ଆମସେନାରେ ଯୋଗ ଦେଇ ନବ ବର୍ଷ ପାଳନ ଉତ୍ସବରେ ଯୋଗ ଦେଇଥିଲେ ।…
Read More...

ରେଇନବୋ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ସ୍କାଉଟ ଓ ଗାଇଡ଼ର ଛାତ୍ରଛାତ୍ରୀ କଲେ ଅଂଶ ଗ୍ରହଣ

ପାରଳାଖେମୁଣ୍ଡି : ଭୁବନେଶ୍ୱରରେ ଚାଲିଥିବା ରେଇନବୋ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ସ୍କାଉଟ ଓ ଗାଇଡ଼ର ୨୬ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଛନ୍ତି । ମୋହନା ବ୍ଳକର ଶିକୁଳିପଦର ସ୍କୁଲ, ସେଞ୍ଚୁରିୟାନ କଲେଜର ଜଣେ, ଆର ଉଦୟଗିରି ବ୍ଳକର ଡେନ୍‌ ଭାଲିଆ ସାହି…
Read More...

ମୋହନାରେ ପୁଣି ଜନନୀ ଯନ୍ତ୍ରଣା

ପାରଳାଖେମୁଣ୍ଡି: ରାସ୍ତା ସମସ୍ୟା ପାଇଁ ପୁଣି ଜନନୀ ଯନ୍ତ୍ରଣା । ଗାଁକୁ ପହଞ୍ଚିଲାନି ଆମ୍ବୁଲାନ୍ସ । ଷ୍ଟ୍ରେଚରରେ ଦୁଇ କିମି ବୁହାହେଲେ ଗର୍ଭବତୀ ମହିଳା । ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ବ୍ଲକ୍‌ କର୍‌ଚବାଡି ପଞ୍ଚାୟତ ଜାଗରସିଂ ଗାଁରେ ।ଗାଁର ମୁନା ଶବରଙ୍କ ସ୍ତ୍ରୀ ସୁନିତା…
Read More...