Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜିଲ୍ଲା ସ୍ତରୀୟ କୃଷକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଜିଲ୍ଲା ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ କୃଷକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ପ୍ରଶିକ୍ଷଣ!-->…
Read More...
Read More...
ନୟାଗଡ ଜିଲ୍ଲାର ପ୍ରଥମ ସମ୍ପୂର୍ଣ୍ଣ ସୌରଚାଳିତ ଅନୁଷ୍ଠାନରେ ପରିଣତ ହେଲା ସମର୍ପଣ ବୃଦ୍ଧାଶ୍ରମ
ଦଶପଲ୍ଲା :ନୟାଗଡ ସଦର ମହକୁମା ଅନତି ଦୂରରେ ଥିବା ଲେଖନପୁରଠାରେ ଗଢି ଉଠିଥିବା ସମର୍ପଣ ବୃଦ୍ଧାଶ୍ରମର ପଞ୍ଚମ ପ୍ରତିଷ୍ଠା ଦିବସ, ନୟାଗଡ଼ ଜିଲ୍ଲାପାଳ ତଥା “ସମର୍ପଣ” ପରିଚାଳନା କମିଟିର ସଭାପତି ରବୀନ୍ଦ୍ରନାଥ ସାହୁଙ୍କ ସଭାପତିତ୍ୱରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି!-->…
Read More...
Read More...
ଏଡିଜିଙ୍କ ଦିନିକିଆ ନୂଆପଡ଼ା ଗସ୍ତ
ନୂଆପଡା : ନୂଆପଡା ଜିଲ୍ଲାରେ ନକ୍ସଲ ଗତିବିଧିର ନିରୀକ୍ଷଣ କରିବା ସହ ନକ୍ସଲ ଅଭିଯାନକୁ ସୁଦ଼ଢ କରିବା ନେଇ ଅପରେସନ ଏଡିଜି ଅମିତାଭ ଠାକୁର ଦିନିକିଆ ନୂଆପଡା ଜିଲ୍ଲା ଗସ୍ତରେ ଆସିଥିଲେ । ତାଙ୍କ ସହ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଓ ସିଆରପିଏପର ବରିଷ୍ଠ ଅଧିକାରୀ ମାନେ ମଧ୍ୟ!-->…
Read More...
Read More...
ଶୈଲୀ ଓବରାଏ ହେଲେ ଦିଲ୍ଲୀ ମେୟର
ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀକୁ ବୁଧବାର ଏହାର ନୂତନ ମେୟର ମିଳିଛି। ଆମ ଆଦମୀ ପାର୍ଟି(ଏଏପି)ର ପ୍ରାର୍ଥୀ ଡ. ଶୈଲୀ ଓବରାଏ ଦିଲ୍ଲୀ ଏମସିଡର ନୂତନ ମେୟର ଭାବରେ ନିର୍ବାଚିତ ହୋଇଛନ୍ତି। ଦୀର୍ଘ ସମୟ ଅପେକ୍ଷା ପରେ ଦିଲ୍ଲୀ ଏମସିଡି ନିର୍ବାଚନର ଅଢ଼େଇ ମାସ ପରେ ଏହାର ନୂତନ ମେୟର!-->…
Read More...
Read More...
ସମ୍ବଲପୁର ଓ ମେକ୍ସିକୋ ମଧ୍ୟରେ ବିଶ୍ୱବିଦ୍ୟାଳୟ ସ୍ତରୀୟ ଚୁକ୍ତିନାମା ସ୍ୱାକ୍ଷରିତ
ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଭାଗ ସହିତ ସୁଦୂର ମେକ୍ସିକୋ ରାଷ୍ଟ୍ରୀୟ ବୈଷୟିକ ସଂସ୍ଥାର (ଏନଆଇଟି)ର ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଛି, ଯାହା ଫଳରେ ଉଭୟ ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ଶୈକ୍ଷଣିକ ଆଦାନପ୍ରଦାନ ପାଇଁ ବାଟ ଫିଟିଛି । ସମ୍ବଲପୁର!-->…
Read More...
Read More...
ଅତ୍ୟାଧୁନିକ ଟ୍ରାଫିକ ବ୍ୟବସ୍ଥା ପାଇଁ ଶିଳାନ୍ୟାସ
ଦଶପଲ୍ଲା : ନୟାଗଡ଼ ସହରର ଟ୍ରାଫିକ ଛକରେ ଟ୍ରାଫିକ ବ୍ୟବସ୍ଥାର ଉନ୍ନତିକରଣ ପାଇଁ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡ଼ଃ ଅରୁଣ କୁମାର ସାହୁ ଯୋଗଦେଇ ଶିଳାନ୍ୟାସ କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ସାହୁ!-->…
Read More...
Read More...
ଚଳନ୍ତା ଟ୍ରେନରେ ଯାତ୍ରୀଙ୍କୁ ଛୁରି ଦେଖାଇ ଲୁଟ୍ କରିବା ଘଟଣାରେ ଜଣେ ଗିରଫ
ପୁରୀ : ଚଳନ୍ତା ଟ୍ରେନରେ ଯାତ୍ରୀଙ୍କୁ ଛୁରି ଦେଖାଇ ଲୁଟ୍ କରିବା ଘଟଣାରେ ପୁରୀ ଜିଆରପି ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ଜଣକ ହେଉଛି ପିପିଲି ଥାନା ଅଞ୍ଚଳର ଦିଲ୍ଲିପ ପଣ୍ଡା । ଅଭିଯୁକ୍ତ ଦିଲ୍ଲୀପ ଠାରୁ ଜିଆରପି ପୋଲିସ ଲକ୍ଷାଧିକ ଟଙ୍କାର ସୁନାଗହଣା!-->…
Read More...
Read More...
ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟରେ ଦ୍ୱିତୀୟ ଉତ୍କଳ କୃଷିମେଳା ଅନୁଷ୍ଠିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ଥିବା ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟର ଦ୍ୱିତୀୟ ଉତ୍କଳ କୃଷିମେଳା ୨୧ ଓ ୨୨ କୃଷି ଜାଗରଣର ସମର୍ଥନରେ ଆୟୋଜିତ ହୋଇଛି । ଏଥିରେ ଚାଷୀମାନଙ୍କୁ ନୂତନ ଓ ଆଧୁନିକ ଚାଷ ପ୍ରଣାଳୀ ବିଷୟରେ ଅବଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଓଡ଼ିଶା କୃଷି!-->…
Read More...
Read More...
ବୌଦ୍ଧ ଜିଲ୍ଲାରେ ଆରମ୍ଭ ହେଲା ଖଜୁରୀ ଓ ତାଳ ରସରୁ ଗୁଡ଼ ପ୍ରସ୍ତୁତି, ଜିଲ୍ଲା ପ୍ରଶାସନ ଦେଲା ଅନୁମତି
ବୌଦ୍ଧ : ବେଆଇନ ମାଦକ ଦ୍ରବ୍ୟ ଭାବେ ବିବେଚିତ ହୋଇଥିବା ଖଜୁରୀ ଓ ତାଳ ରସକୁ ଆଜି ସର୍ବ ପ୍ରଥମେ ବୌଦ୍ଧ ଜିଲ୍ଲାରେ ଏହାର ସଦୁପଯୋଗ ପାଇଁ ଜିଲ୍ଲା ପ୍ରଶାସନ ହାତ ବଢାଇଛି । ଏହି ମାଦକ ଦ୍ରବ୍ୟରୁ ପ୍ରସ୍ତୁତ ହେଉଛି ସୁମଧୁର ଗୁଡ଼ । ଏହି ଗୁଡ଼ ତିଆରି କରିବାପାଇଁ ତାଲିମ୍ ମଧ୍ୟ ଦିଆଯାଉଛି ।!-->…
Read More...
Read More...
୫ ଜଣ ଶିଶୁଙ୍କୁ ଉନ୍ନତ ଚିକିତ୍ସା ପାଇଁ ଜିଲ୍ଲା ବାହାରକୁ ପଠାଇଲେ ଜିଲାପାଳ
ବୌଦ୍ଧ : ଜଟିଳ ରୋଗରେ ପୀଡିତ ହୋଇ ବୌଦ୍ଧ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ୫ ଜଣ ଶିଶୁଙ୍କୁ ଉନ୍ନତ ଚିକିତ୍ସା ପାଇଁ ଜିଲାପ୍ରଶାସନ ପକ୍ଷରୁ ବାହାରକୁ ପଠାଯାଇଛି । ବିଭିନ୍ନ ଅଭିଯୋଗ ଶୁଣାଣି ଶିବିରରେ ଏହି ଶିଶୁମାନେ ପୀଡିତ ଥିବା ଦୃଷ୍ଟିକୁ ଆସିବା ପରେ ଜିଲାପାଳଙ୍କ!-->…
Read More...
Read More...