Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜଙ୍ଗଲ ନିଆଁ ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲିଗୁଡ଼ା: ଓଡ଼ିଶା ସରକାରଙ୍କ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ନିର୍ଦ୍ଦେଶ ଅନୁଯାୟୀ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ପକ୍ଷରୁ ଜଙ୍ଗଲ ନିଆଁ ପ୍ରତିକାର ନିମନ୍ତେ ଜନ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ଏହି ଅବସରରେ ବାଲିଗୁଡ଼ା ବନଖଣ୍ଡ ଅଧିନସ୍ଥ ଉପାନ୍ତ ବ୍ଲକ୍!-->…
Read More...
Read More...
ଗୋଛାପଡ଼ା ପୋଲିସର ଚଢାଉ, ବିପୁଳ ପରିମାଣର ଗଞ୍ଜେଇ ସହ ଭ୍ୟାନ ଓ ୩ ବାଇକ ଜବତ
ଫୁଲବାଣୀ:- କନ୍ଧମାଳ ଜିଲ୍ଲା ଗୋଛାପଡ଼ା ପୋଲିସର ଚଢାଉ । ବିପୁଳ ପରିମାଣର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର । ଗୋଛାପଡ଼ା ପୋଲିସ ଘଟଣାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।ଖବର ଅନୁସାରେ ବହୁ ପରିମାଣରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିଲା । କୌଣସି ସୁତ୍ରରୁ ଖବର ପାଇ!-->…
Read More...
Read More...
କୁଲୁତା ସମାଜର କର୍ମକର୍ତ୍ତା ଚୟନ ଓ ବାର୍ଷିକ ଉତ୍ସବ
ହରଭଙ୍ଗା ୨୧/୦୨ : ହରଭଙ୍ଗା ବ୍ଲକ ଜିରାଡ଼ ଠାରେ କୁଲୁତା ସମାଜର ମୂଷାଡ଼ ଆଞ୍ଚଳିକ କେନ୍ଦ୍ରର କର୍ମକର୍ତ୍ତା ଚୟନ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ବିରଞ୍ଚି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବାର୍ଷିକ ଆୟବ୍ୟୟ ହୋଇଥିବା ବେଳେ ପୂର୍ବତନ!-->…
Read More...
Read More...
ନାବାଳିକା ବଳତ୍କାର ମାମଲାରେ ଜଣେ ଗିରଫ
ଫୁଲବାଣୀ : ଖଜୁରୀପଡା ଥାନା ଅଂଚଳରେ ଜଣେ ନାବାଳିକା ବଳତ୍କାର ମାମଲାରେ ପୋଲିସ ପୀଡିତାଙ୍କ ବୟାନ ଏବଂ ପରିବାର ତରଫରୁ ହୋଇଥିବା ଅଭିଯୋଗ ପ୍ରକାରେ ତଦନ୍ତ କରି ଜଣେ ଅଭିଯୁକ୍ତଙ୍କୁ ଆଜି ପୋକ୍ସ ମାମଲାରେ କୋର୍ଟ ଚାଲାଣ କରାଯାଇଛି । ନାବାଳିକାଙ୍କ ପରିବାର ତରଫରୁ ହୋଇଥିବା ଅଭିଯୋଗ ପ୍ରକାରେ!-->…
Read More...
Read More...
ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହା ବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ସ୍ମାର୍ଟ କନଫରେନ୍ସିଂ ହଲଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟର!-->…
Read More...
Read More...
ବିଶ୍ୱକପ୍ ହକି ଟ୍ରଫିର ସଫଳ ପରିକ୍ରମା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶଂସିତ
ସୁବର୍ଣ୍ଣପୁର :ଜିଲ୍ଲା ସ୍ତରରେ ହକି ଖେଳର ବହୁଳ ପ୍ରଚାର ପ୍ରସାର ତଥା ଲୋକାଭିମୁଖୀ କରିବା ପାଇଁ ବିଶ୍ୱକପ ହକି ଟ୍ରଫିର ଜିଲ୍ଲା ପରିକ୍ରମା କାର୍ଯ୍ୟକ୍ରମକୁ ଜିଲ୍ଲାପ୍ରଶାସନ ତରଫରୁ ସମସ୍ତଙ୍କ ସହଯୋଗରେ ସଫଳ କରାଯାଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର କଳିଙ୍ଗ!-->…
Read More...
Read More...
ନନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଉପାନ୍ତ ଅଞ୍ଚଳ ଗସ୍ତ
ନନ୍ଦାହାଣ୍ଡି,୨୧/୨:- ନବରଙ୍ଗପୁର ଜିଲ୍ଳା ନନ୍ଦାହାଣ୍ଡି ବ୍ଳକ ଝାଡବନ୍ଦ ଗୁଡା ପଞ୍ଚାୟତ ଅନ୍ତର୍ଗତ ପୁଟଘର ଗାଁ ରେ ପହଞ୍ଚି ଥିଲେ ଗୋଷ୍ଠି ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁ । ଏହା ଏକ ଉପାନ୍ତ ବଣ ପାହାଡ଼ଘେରା ଅଞ୍ଚଳରେ ରହିଛି । ଆଜି ଅଫିସରୁ ବାହାରି ୩ କି.ମି ରାସ୍ତା ପାଦରେ!-->…
Read More...
Read More...
ଘୁ.ଦୟଗିରିର ଗୁଡ୍ରିପଡ଼ି ଓ କଲେଜ୍ ଛକଠାରେ ଗାଡି ଯାଞ୍ଚ
ଘୁ ଉଦୟଗିରି:ଆଜି ଘୁ ଉଦୟଗିରି ସ୍ଥିତ ଗୁଡ୍ରିପଡ଼ି ଓ କଲେଜ୍ ଛକଠାରେ ଆଞ୍ଚଳିକ ପରିବହନ ସବଇନ୍ସପେକ୍ଟର ଶିବାନୀ ମାଝୀ, କନେଷ୍ଟବଳ ପୂଜା ରାଣୀ ସାହୁ, ସ୍ଥାନୀୟ ପୋଲିସ ଏସଆଇ ସିଏଚ କାମରାଜୁ ଓ ଅନ୍ୟ ପୋଲିସ କର୍ମଚାରୀଙ୍କ ମିଳିତ ପ୍ରୟାସରେ ସ୍ଥାନୀୟ ଗୁଡ୍ରିପଡ଼ି ନିକଟରେ ଲାଇସେନ୍ସ,!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ସୁଆଣ୍ଡୋ ଗସ୍ତ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ
ପୁରୀ: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ସ୍ଥାନ ସୁଆଣ୍ଡୋରେ ଚଳିତ ମାସ ୨୩ ତାରିଖରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱାରା ଅନୁଷ୍ଠିତ ହେବ । ପଟ୍ଟନାୟକିଆ ସ୍ଥିତ ସୂଚନା କେନ୍ଦ୍ର, ସୁଆଣ୍ଡୋ ଗ୍ରାମର ଲୋକେଶ୍ୱର ମନ୍ଦିର, ଗୋପବନ୍ଧୁଙ୍କ ଷଠୀଘର,!-->…
Read More...
Read More...
ଧାନମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ୫୭ ନଂ ଜାତୀୟ ରାଜପଥ ଅବରୋଧ
ବୌଦ୍ଧ/ଜହ୍ନ ।ପଙ୍କ,୨୧/୨:- ବୌଦ୍ଧ ଜିଲ୍ଲା ବାଉଁଶୁଣୀ ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ବୌଦ୍ଧ-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ବାଉଁଶୁଣୀ ଛକଠାରେ ମଙ୍ଗଳବାର ରାସ୍ତାରେ ଧାନ ବସ୍ତାରଖି ଅବରୋଧ କଲେ ଶତାଧିକ ଚାଷୀ । ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ଖୋଲା ଆକାଶ ତଳେ ପଡିରହିଛି ।!-->…
Read More...
Read More...