Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଖୁଣ୍ଟସମଲାଇରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଶିବିର
ପାଟଣାଗଡ଼,୯/୧- ପାଟଣାଗଡ ବ୍ଳକ ଖୁଣ୍ଟସମଲାଇ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ଅଧ୍ୟକ୍ଷତାରେ ବ୍ଳକସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଶ୍ରୀ ରଣା ଓ ଜିଲ୍ଳା ଆରକ୍ଷୀ ଅଧକ୍ଷ ନିତିନ କୁଶଳକର ଯୋଗଦେଇ ଲୋକମାନଙ୍କର ବିଭିନ୍ନ!-->…
Read More...
Read More...
ଜଗନ୍ନାଥ ସଂସ୍କୃତିର ନିଆରା ପର୍ବ “ବାଲିଚଲା’
ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ କାଳିଆପଲ୍ଲୀଠାରେ ଶବରମାନଙ୍କର ପର୍ବ ବାଲିଚଲାଖିଆ ଅନୁଷ୍ଠିତ ହୋଇଯାଇଛି । ପରିବେଶବିତ୍ ଅନ୍ତର୍ଯ୍ୟାମୀ ସାହୁ ତଥା ଗଛସାରଙ୍କ ପୃଷ୍ଠପୋଷକତାରେ ଏହି ପର୍ବ ପାଳନ ହେଉଛି । ଶବରମାନେ ପାରମ୍ପରିକ ବେଶଭୂଷା ହୋଇ ଏହି ପର୍ବକୁ ପାଳନ କରିବା ସହ!-->…
Read More...
Read More...
ଭିଜିଲାନ୍ସ ଜାଲରେ ରାୟଗଡା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ
ରାୟଗଡା: ବୁଲେଟ୍ ଚଢି ୫ଲକ୍ଷ ଟଙ୍କା ନେଇ ଯାଉଥିଲେ ସରକାରୀ ବାବୁ । ଆଉ ଧରାପଡିଗଲେ ଭିଜିଲାନ୍ସ ଟିମ୍ ହାତରେ । ଏହି ବାବୁ ଜଣଙ୍କ ହେଉଛନ୍ତି ରାୟଗଡା ଜିଲ୍ଳା ମୃତ୍ତିକା ସଂରକ୍ଷଣ ବିଭାଗରେ କାର୍ଯ୍ୟରତ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକ । ଗତକାଲି ରାତିରେ!-->…
Read More...
Read More...
ଦନ୍ତାହାତୀ ମାରିବା ଅଭିଯୋଗରେ ତିନି ଜଣ ଅଟକ, ତଦନ୍ତ ଜାରି
ସମ୍ବଲପୁର: ବନରେ ବିଜୁଳି ତାର ବିଛାଇ ହାତୀ ମାରିବା ଅଭିଯୋଗରେ ବନ ବିଭାଗ ତିନି ଜଣଙ୍କୁ ଅଟକ ରଖି ତଦନ୍ତ ଅବ୍ୟାହତ ରଖିଛି । ଏବିଷୟରେ ସମ୍ବଲପୁର ବନଖଣ୍ଡ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଯୁଯୁମୁରା ବ୍ଲକ ଅନ୍ତର୍ଗତ ଭୀମଖୋଜ ନିକଟସ୍ଥ ରଘୁଡେରା ଗାଁ ପାଖ ବଣରେ ବରାହ ମାରିବା ପାଇଁ!-->…
Read More...
Read More...
ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ହରଭଙ୍ଗା,୯/୧:- ହରିଶଙ୍କର ତୀର୍ଥ ସାରି ଫେରୁଥିବା ବେଳେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଓଡି୦୫ଏଏନ୍୦୧୧୪ନମ୍ବର ଥିବା ଶ୍ରୀକ୍ରିଷ୍ଣା ନାମକ ଘରୋଇ ବସଟି ଭଦ୍ରକ ଜିଲ୍ଲାରୁ ୪୫ଜଣ ତୀର୍ଥ ଯାତ୍ରୀ ନେଇ ହରିଶଙ୍କର ଯାତ୍ରା କରି ଘରକୁ ଫେରୁଥିବା ସମୟରେ ହରଭଙ୍ଗା!-->…
Read More...
Read More...
ଦଶପଲ୍ଲାରେ ଶୀତ ଲହରୀ, କୁଜାମେଣ୍ଢି ଅଂଚଳରେ ହାଲକା ବରଫ ପାତ
ଦଶପଲ୍ଲା : ବଣ ଜଂଗଲ ପରିବେଷ୍ଟିତ ଦଶପଲ୍ଲାରେ ଏବେ ଶୀତର ପ୍ରକୋପ ବୃଦ୍ଧି ପାଇଛି । ଦଶପଲ୍ଲାର ଅନେକ ଅଂଚଳରେ ହାଡ଼ଭଂଗା ଶୀତ ତରଙ୍ଗ ଅନୁଭୂତ ହେଉଥିବାବେଳେ କେତେକ ସ୍ଥାନରେ ପାରଦ ୧୦ ଡିଗ୍ରୀ ସେଲସିୟସ ତଳକୁ ଖସିବା ସହ ସାଧାରଣ ଜୀବନକୁ ପ୍ରଭାବିତ କରିଛି । କଳସାଖମଣ, ଚଢେୟାପଲ୍ଲୀ, ନୂଆଗାଁ,!-->…
Read More...
Read More...
କନ୍ଧମାଳରେ ପୁଣି ଲଜ୍ଜା,ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ
ବାଲିଗୁଡ଼ା : କନ୍ଧମାଳରେ ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଦାରିଙ୍ଗବାଡି ବ୍ଲକ୍ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି । ଜଣେ ୧୩ ବର୍ଷିୟ ନାବାଳିକାକୁ ସେହି ଗ୍ରାମର ଦୁଇଜଣ ଦୁଷ୍କର୍ମ କରିଥିବା ନେଇ ବ୍ରାହ୍ମଣୀଗାଁ ଥାନାରେ ପୀଡ଼ିତାଙ୍କ!-->…
Read More...
Read More...
ସୁଜନ ନାଗ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ରାମଧୁନ କ୍ଲବ ଚାମ୍ପିୟନ
ସୁବର୍ଣ୍ଣପୁର :ସୋନପୁର ରୟାଲ ପଡିଆଠାରେ ଚାଲିଥିବା ଦଶମ ସୁଜନ ନାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଆଜି ଇଲେଭେନ ଷ୍ଟାର କଳାପଥର ଏବଂ ରାମଧୁନ କ୍ଲବ ସୋନପୁର ମଧ୍ୟରେ ଖୁବ ସଂଘର୍ଷ ପୂର୍ଣ୍ଣ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ରାମଧୁନ କ୍ଲବ ସୋନପୁର ଦଳ ୩-୧ ଗୋଲ ରେ ବିଜୟୀ!-->…
Read More...
Read More...
ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ରେଡ଼କ୍ରସ ଶିବିରର ଦ୍ୱିତୀୟ ଦିବସ
ହରଭଙ୍ଗା :ହରଭଙ୍ଗା ବ୍ଲକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ଆଜି ଜିଲ୍ଲାସ୍ତରୀୟ ଯୁବ ରେଡ଼କ୍ରସ ଶିବିରର ଦ୍ୱିତୀୟ ଦିବସ । ପ୍ରାତଃ ଯୋଗଭ୍ୟାସ ଠାରୁ ସ୍ୱେଚ୍ଛାସେବୀ ମାନଙ୍କ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷକ ଅଶୋକ କୁମାର ପାଣ୍ଡିଆ ଛାତ୍ରଛାତ୍ରୀମାନଙ୍କୁ!-->…
Read More...
Read More...
ସିଉନୀ ଚାମ୍ପିଅନସିପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସିଉନୀ ନେତାଜୀ ଯୁବକ ସଂଘ ଆନୁକୂଲ୍ୟରେ ରବିବାର ବାବେକୋହୋରା ସ୍ଥିତ ମା' ମଙ୍ଗଳା ମିନୀ ଷ୍ଟାଡିୟମ ଠାରେ ସିଉନୀ ଚାମ୍ପିଅନସିପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି । ଉଦଘାଟନି ମ୍ୟାଚ୍ ଧର୍ମଗଡ଼ ଓ ଝାରକୁଣ୍ଡାମାଲ ଅନ୍ତ ୧୧ ମଧ୍ୟରେ!-->…
Read More...
Read More...