Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସୋନପୁର ରାମେଶ୍ୱର ଘାଟରେ ଆୟୋଜିତ ହେବ ହକି ବିଶ୍ୱକପ୍ ଉଦଘାଟନ ମ୍ୟାଚର ସିଧା ପ୍ରସାରଣ
ସୁବର୍ଣ୍ଣପୁର: ଚଳିତ ପୁରୁଷ ହକି ବିଶ୍ୱକପ ମହାକୁମ୍ଭ ଆସନ୍ତା ୧୩ ତାରିଖରୁ ଓଡ଼ିଶାର ଭୁବନେଶ୍ୱର ଓ ରାଉରକେଲାଠାରେ ଆୟୋଜିତ ହେବାକୁ ଯାଉଛି । ଚଳିତ ହକି ବିଶ୍ୱକପ ଖେଳର ରଙ୍ଗାରଙ୍ଗ ଉଦଘାଟନୀ ଉତ୍ସବ କଟକ ବାରବାଟୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବା ସାଙ୍ଗକୁ ରାଜ୍ୟର ସମସ୍ତ ବର୍ଗର!-->…
Read More...
Read More...
ପୁରୀ ସଦର ଚନ୍ଦନପୁରରେ ହାତୀ ଆତଙ୍କ
ପୁରୀ :ପୁରୀରେ ପଶିଲା ଦନ୍ତାହାତୀ । ପୁରୀ ସଦର ଚନ୍ଦନପୁର ଥାନା ଅନ୍ତର୍ଗତ କୃଷ୍ଣ ରଞ୍ଜନପୁର ଗ୍ରାମରେ ଆଜି ଭୋରୁ ଏକ ଦନ୍ତାହାତୀ ପଶିଛି । ହାତୀକୁ ଦେଖି ଭୟଭୀତ ହୋଇପଡିଛନ୍ତି ଗ୍ରାମବାସୀ । ତେବେ ସୂଚନା ଅନୁଯାୟୀ ଖାଦ୍ୟ ଅନ୍ୱେଷଣରେ ଦନ୍ତାହାତୀଟି ଚନ୍ଦକା ଜଙ୍ଗଲରୁ ଖୋର୍ଦ୍ଧା ବନଖଣ୍ଡ ଦେଇ!-->…
Read More...
Read More...
ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ
ବୌଦ୍ଧ/ଜହ୍ନ ।ପଙ୍କ,୯/୧: ବୌଦ୍ଧ ବ୍ଳକ ତାଳସରଡ଼ । ପଂଚାୟତ ଅନ୍ତର୍ଗତ ସଂଗ୍ରାମପୁର ଉଚ୍ଚବିଦ୍ୟାଳୟ ଖେଳପଡ଼ିଆରେ ଦୁଇ ଦିନ ଧରି ହେବାକୁ ଥିବା ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ପ୍ରତିଯୋଗିତା ଆଜି ଉଦଘାଟିତ ହୋଇଯାଇଛି । ପୂର୍ବାହ୍ନରେ ଛାତ୍ରମାନେ ସ୍ଥାନୀୟ ଗଣେଶ ମନ୍ଦିରରୁ କ୍ରୀଡ଼ା!-->…
Read More...
Read More...
ଜାତୀୟ ରାଜପଥରେ ୩ଟି ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ତୀର୍ଥ ଯାତ୍ରୀ
ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଦେଇ ଯାଇଥିବା ୫୭ନଂ ଜାତୀୟ ରାଜପଥରେ ଆଜି ପୃଥକ ପୃଥକ ତିନିଗୋଟି ସଡକ ଦୁର୍ଘଟଣା ଘଟିଛି । ପ୍ରଥମେ ହରିଶଙ୍କରରୁ ତୀର୍ଥ ସାରି ଫେରୁଥିବା ବେଳେ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଓଡି ୦୫ଏଏନ୍୦୧୧୪ ନମ୍ବର ଥିବା ଶ୍ରୀ କ୍ରିଷ୍ଣା ନାମକ!-->…
Read More...
Read More...
ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ୨୬ତମ ପ୍ରତିଷ୍ଠା ଦିବସ ପାଳିତ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ୨୬ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ବାଲିଗୁଡ଼ା ବ୍ଲକ୍ ସଭାପତି ତଥା ସାଂସଦ ପ୍ରତିନିଧି ଟୁନା ଦାସଙ୍କ ନେତୃତ୍ୱରେ ଆଜି ମହାସିଙ୍ଗି ନିକଟସ୍ଥ କିମ୍ସ ପଡ଼ିଆରେ ବିଜେଡ଼ି ପାଳିଛି ପ୍ରତିଷ୍ଠା ଦିବସ । ଏହି!-->…
Read More...
Read More...
ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର
ଜହ୍ନ ।ପଙ୍କ,୯/୧: ବୌଦ୍ଧ ବ୍ଳକ ଅନ୍ତର୍ଗତ ତାଳସରଡ଼ । ପଂଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ବୌଦ୍ଧଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ଅଭିଯୋଗ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଶିବିରରେ ସମୁଦାୟ ୧୭୭ ଟି ଅଭିଯୋଗ ପଞ୍ଜିକରଣ ହୋଇଥିବା ବେଳେ ଏଥିରୁ ତତ୍କାଳୀନ ୧୨୦ ଟି!-->…
Read More...
Read More...
ବଇଡାରେ କିଟ୍ ପକ୍ଷରୁ ୨ଶହ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ହସ୍ପିଟାଲ୍ ଓ ଦିବାଧ୍ୟାୟୀ ବିଦ୍ୟାଳୟର ଭୂମିପୂଜନ
ଫୁଲବାଣୀ,୯/୧ :- କନ୍ଧମାଳ ଜିଲ୍ଲା ବଇଡାଠାରେ କିଟ୍ ପକ୍ଷରୁ ୨ଶହ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ହସ୍ପିଟାଲ୍ ଓ ଦିବାଧ୍ୟାୟୀ (ଡେ ବୋର୍ଡିଂ) ବିଦ୍ୟାଳୟର ଭୂମିପୂଜନ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ!-->…
Read More...
Read More...
ମୋଟେର ପଞ୍ଚାୟତରେ କଳାହାଣ୍ଡି ଉତ୍ସବ ପାଳିତ
କୋକସରା,୯/୧: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ପଞ୍ଚାୟତ ମୋଟେର ଗୋଲେଇଛକ ଠାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ପାଳିତ ହୋଇଛି । ଗ୍ରାମ୍ୟ ଇଷ୍ଟ ଦେବୀ ମା ମୋଟ୍ରାଣୀଙ୍କ ପୀଠରୁ ବିରାଟ ପଟୁଆରରେ ଏକ ମଶାଲ ଯାତ୍ରା ବାହାରି ଗୋଲେଇ ଛକ ଉତ୍ସବ ମଣ୍ଡପରେ ସ୍ଥାପିତ!-->…
Read More...
Read More...
ବରିଷ୍ଠ କଳାକାର ସଂଘର ବ୍ଲକସ୍ତରୀୟ ବୈଠକ
ଗଞ୍ଜାମ,୯/୧: କଳା ଓ କଳାକାର ହିତୈଷୀ ମହାମଞ୍ଚଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର ବେଲଗୁଣ୍ଠା ବ୍ଲକ ଶାଖା କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ କ୍ଷେତ୍ରୀୟବରପୁର ପର୍ଶୁଲୁଣ୍ଡା ହନୁମାନ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି!-->…
Read More...
Read More...
ହକି ବିଶ୍ୱକପ ପାଇଁ ମହିଳା ମହାବିଦ୍ୟାଳୟର ପଦଯାତ୍ରା ଓ ପ୍ରତିଯୋଗିତା
ନବରଙ୍ଗପୁର,୯/୧: ଉତ୍କୃଷ୍ଟ କଳାର ରାଜ୍ୟ ଉତ୍କଳ । ଯାହାର ଆତ୍ମା ହେଉଛି ହକି । ହକି ଆମ ଗର୍ବ । ଓଡ଼ିଶା ଆୟୋଜନ କରୁଛି ହକି ବିଶ୍ୱକପ- ୨୦୨୩ । ହକି ବିଶ୍ୱକପ ମହାପର୍ବ ଅବସରରେ ଆଜି ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ତରଫରୁ ଏକ ପଦଯାତ୍ରା କରଯାଇଥିଲା । ଛାତ୍ରୀମାନେ ମହାବିଦ୍ୟାଳୟ!-->…
Read More...
Read More...