Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଚସ୍ପତିଙ୍କ ଦ୍ୱାରା ସିର୍କି ଇକୋ ପାର୍କ ଉଦ୍ଘାଟିତ
ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ମାଲିକାପଡ଼ି ପଞ୍ଚାୟତ ଅନ୍ତର୍ଗତ ସିର୍କି ଗ୍ରାମ ପୂର୍ବରୁ ପ୍ରକୃତିର ଅବଦାନ ରହିଥିବା ଜଳାଶୟ (ଡ୍ୟାମ) ଯାହା ସିର୍କି ଘାଇ ନାମରେ ପରିଚିତ । ବହୁ ପୂର୍ବରୁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଆସି ଏଠାରେ ପ୍ରତିବର୍ଷ ବଣ ଭୋଜିର ଆୟୋଜନ!-->…
Read More...
Read More...
ଘୁ ଉଦୟଗିରିରେ ତୁଷାର ପାତ,ପାରଦ ୪.୬ ଡିଗ୍ରୀ
ଘୁ ଉଦୟଗିରି:କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ଅଞ୍ଚଳରେ ଆଜି ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି । ଆଜି ତାପମାତ୍ରା ୪.୬ ଡିଗ୍ରୀ ସେଲସିୟସ ଥିବା ସ୍ଥାନୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଥିବା ବେଳେ ଗତକାଲି ୭ ଡିଗ୍ରୀ ରହିଥିଲା । କିଛିଦିନର ବ୍ୟବଧାନ ପରେ!-->…
Read More...
Read More...
ହରଭଙ୍ଗା ଅବକାରୀ ବିଭାଗର ବଡ ସଫଳତା
ହରଭଙ୍ଗା,୮/୧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ଅବକାରୀ ଥାନା ଅଧିକାରୀ କ୍ରିଷ୍ଣା ନାଏକଙ୍କ ନିର୍ଦ୍ଦେଶରେ ଏକ ଛ ଜଣିଆ ଟିମ ମହାଲିକପଡା ପଂଚାୟତର ଭାବପୂର ଗ୍ରାମଠାରୁ ଦୁଇ କିଲୋମିଟର ଦୂରରେ ଗଞ୍ଜାବଣିଆ ଡ୍ୟାମ ପାଖରୁ ବିପୁଳ ପରିମାଣର ଦେଶୀମଦ ତିଆରିକରୁଥିବା ଯଥା -ପ୍ଲାଷ୍ଟିକ ଡ୍ରମ, ହଣ୍ଡା,!-->…
Read More...
Read More...
ନୟାଗଡ଼ ଜିଲ୍ଲା ବିଧାୟକ ଏକାଦଶ ଫୁଟବଲ୍ ମ୍ୟାଚ, ମନ ମୋହିଲେ ଅରୁଣ
ଦଶପଲ୍ଲା,୮/୧:- ଆଜି ନୟାଗଡ ପୋଲିସ ପଡିଆରେ ନୟାଗଡ ଜିଲ୍ଲାର ୪ ଜଣ ବିଧାୟକଙ୍କ ନେତୃତ୍ୱରେ ବିଧାୟକ ଏକାଦଶଙ୍କ ମଧ୍ୟରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ନୟାଗଡ ବିଧାୟକ ଡ. ଅରୁଣ କୁମାର ସାହୁ, ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର!-->…
Read More...
Read More...
ସାମୁହିକ ବ୍ରତୋପନୟନ ଅବସରରେ ଦାତବ୍ୟ ଚିକିତ୍ସା ଶିବିର ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ
ସୁବର୍ଣ୍ଣପୁର,୮/୧:- ସୋନପୁର ମଝିପଡା ନାମମଣ୍ଡପରେ ଏକ ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ଣ୍ଣ ରୀତିନୀତି ଅନୁସାରେ ୧୧ ଜଣ ଯୁବକ ଉପବୀତ ଧାରଣ କରିଛନ୍ତି । ହିତାକାଂକ୍ଷୀ ହୋମିଓ ହଲ୍ର ମାଲିକ ଜଗନ୍ନାଥ ଦାଶଙ୍କ ଦ୍ୱାରା ଉକ୍ତ ପବିତ୍ର ଉତ୍ସବ ଆୟୋଜିତ ହୋଇଥିଲା!-->…
Read More...
Read More...
ବାଲ ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି,୮/୧:- ପ୍ରତ୍ୟେକ ଗ୍ରାମର ଶିଶୁ ପ୍ରାଥମିକ ସଂସ୍କାର ପାଇବା ପାଇଁ ବାଲ ମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ବିଭିନ୍ନ ଶିକ୍ଷା ଏବଂ ଆଧ୍ୟାତ୍ମିକ ଅନୁଷ୍ଠାନମାନଙ୍କ ବାଲ ସଂସ୍କାର କେନ୍ଦ୍ରର ସଂଯୋଜକମାନଙ୍କୁ ଯୋଗାଯୋଗ କରି ବାଲ ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମ!-->…
Read More...
Read More...
ଉତ୍କଳ ମାଟିରେ ଠାକୁର ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ପଦାର୍ପଣ ସ୍ମୃତିର ପୁଲକ ଆଜି ପ୍ରତ୍ୟେକଙ୍କ ପ୍ରାଣକୁ ଭକ୍ତି…
ପୁରୀ :, ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଆଜକୁ ଶହେ ଏକ ବର୍ଷ ତଳେ ୧୯୨୩ ମସିହା ଜାନୁଆରୀ ୨ ତାରିଖ ଦିନ ବିଶ୍ଵର ଅନନ୍ୟ ଆଧ୍ୟାତ୍ମିକ ପୀଠ ଉତ୍କଳର ପୁରୀ ମାଟିରେ ପଦାର୍ପଣ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ଆଜି ପୂର୍ବାହ୍ନରେ ତାଳବଣିଆ ସ୍ପୋର୍ଟ!-->…
Read More...
Read More...
ବଳଦିଆ ତୈଳିକ ବୈଶ ସାମାଜର ଦଶମ ବାର୍ଷିକ ଉତ୍ସବ
ଫୁଲବାଣୀ,୮/୧:- କନ୍ଧମାଳ ଜିଲ୍ଲା ଫୁଲବାଣୀ ଶାଖାର ବଳଦିଆ ତୈଳିକ ବୈଶ ସାମାଜର ଦଶମ ବାର୍ଷିକ ଉତ୍ସବ ସ୍ଥାନୀୟ ପ୍ରତୀକ କଲ୍ୟାଣ ମଣ୍ଡପଠାରେ ନକୁଳ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ମହାସଂଘର ସଭାପତି ଭାଗୀରଥି ସାହୁ ଯୋଗଦେଇ ସଂଘର ଉଦ୍ଦେଶ୍ୟ,!-->…
Read More...
Read More...
ନିର୍ବାଚନ ମଣ୍ଡଳୀ ସ୍ତରରେ ବିଜେଡିର ରୌପ୍ୟ ଜୟନ୍ତୀ ସମାରୋହ ପାଳିତ
ସୁବର୍ଣ୍ଣପୁର : ଆଜି ସୋନପୁର ସଦରବ୍ଲକର ନାରାୟଣପୁରଠାରେ ସୋନପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡିର ୨୫ତମ ରୌପ୍ୟଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି । ଏଥିରେ ସୋନପୁର ବିଧାୟକ ତଥା ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୁଜାରୀ ଅଧ୍ୟକ୍ଷତା କରି ବର୍ତ୍ତମାନର ବିଜେଡି ସରକାର, ମୋ!-->…
Read More...
Read More...
ବିଜେଡ଼ିର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ
କୋକସରା : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକ ସଦର ମହକୁମା କସ୍ତୁରବା ଖେଳ ପଡିଆ ଠାରେ ରବିବାର ବିଜେଡ଼ି ଦଳର ୨୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ପ୍ରଥମେ ସମସ୍ତ ଅତିଥି ମଞ୍ଚାସୀନ ହେବାପରେ ବିଜୁ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ!-->…
Read More...
Read More...