Browsing Category

ରାଜ୍ୟ

ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ତୃତୀୟ ରଜନୀରେ ନାଟକ “ଅଶାନ୍ତ ଚରିତ’ ମଞ୍ଚସ୍ଥ

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କ୍ରିଏଟିଭ ଆର୍ଟସ ଦ୍ୱାରା ଅର୍ବାନ ବ୍ୟାଙ୍କ ପଡିଆ ଠାରେ ଆୟୋଜିତ ନବମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ରଜନୀରେ ମୁଖ୍ୟ ଅତିଥି ଭାବରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ସମ୍ମାନିତ ଅତିଥି ରୂପେ ନାଟ୍ୟଶ୍ରୀ ଦେବେନ୍ଦ୍ର
Read More...

ନୂତନ ବର୍ଷରେ ନୂଆ ଜୀବନ ପାଇଲେ ପୂର୍ବତନ ସମିତି ସଭ୍ୟ

ହରଭଙ୍ଗା,୨/୧- ୫୭ନଂ ଜାତୀୟ ରାଜପଥ ମାଧପୁର ନିକଟରେ ସଡକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ପୂର୍ବତନ ସମିତିସଭ୍ୟ । ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ ଆଡେଣିଗଡ ପଂଚାୟତ ମାଧପୁର ଗ୍ରାମର କାବୁ ଭାଇ ଗତକାଲି ନୂଆବର୍ଷ ଅଭିନନ୍ଦନ ଜଣାଇ ନିଜ ଘରକୁ ଓଡି ୩୩ଏଜି୧୧୮୮ନଂ ଥିବା ଏକ କାରରେ ସନ୍ଧ୍ୟା
Read More...

ନାହିଁ ସୁବିଧା, ବଣଭୋଜି ପାଇଁ ହନ୍ତସନ୍ତ ପର୍ଯ୍ୟଟକ

ଦଶପଲ୍ଲା : - ଇଂରାଜୀ ନବବର୍ଷ ୨୦୨୩ ଅବସରରେ ଗଣିଆ ଓ ଦଶପଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ହୋଇଛି ଚଳଚଞ୍ଚଳ । ପ୍ରାକୃତିକ ଶୋଭାରାଜିରେ ଭରପୁର ଗଣିଆ ଓ ଦଶପଲ୍ଲାରେ ରହିଛି ଅନେକ ଦର୍ଶନୀୟ ସ୍ଥାନ । କୂଆଁରିଆ ଡ଼୍ୟାମ୍‌, ରତ୍ନଗଣ୍ଡ, ବୃତ୍ତଂଗ ବାଲୁକା ରାଶି, ବଡମୂଳ ସାତକୋଶିଆ ସ୍ୟାଣ୍ଡ
Read More...

ଲଟିଆ ମାଝୀ ସ୍ମାରକୀ ଫୁଟବଲ ଉଦଯାପିତ, ଝାରକୁଣ୍ଡାମାଲ ଚାମ୍ପିଅନ୍‌

କୋକସରା,୨/୧- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡାଲଗୁମା ଠାରେ ଲଙ୍କେଶ୍ୱରୀ ଯୁବକ ସଂଘ ଆନୁକୂଲ୍ୟରେ ଚାଲିଥିବା ଲଟିଆ ମାଝୀ ସ୍ମାରକୀ ଫୁଟବଲ ପ୍ରତିଯୋଗିତା ଫାଇନାଲ ଖେଳସହ ଉଦଯାପିତ ହୋଇଛି । ଫାଇନାଲ ଖେଳଟି ବଗାଡ ଓ ଝାରକୁଣ୍ଡାମାଲ ଦଳ ମଧ୍ୟରେ ହୋଇଥିଲା । ଏଥିରେ ୧/୦ ଗୋଲରେ
Read More...

ଯୁରିଆଠାରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ୩୮ ତମ ସଂକଳ୍ପ ସମାବେଶ

ପାଟଣାଗଡ,୨/୧- ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଲୁହାସିଂହା ପଞ୍ଚାୟତ ଯୁରିଆ ଶିବମନ୍ଦିର ସମ୍ମୁଖରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୮ତମ ସଂକଳ୍ପ ସମାବେଶ ରବିବାର ଯୁବ ପରିଷଦ ଯୁଗ୍ମ ଆବାହକ ସୁଶୀଲ କୁମାର ଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗନ୍ଧମାର୍ଦ୍ଦନ
Read More...

ଦ୍ୱିତୀୟ ଗନ୍ଧରାଢୀ ଲୋକକଳା ମହୋତ୍ସବ-୨୦୨୩ ପାଇଁ ପ୍ରସ୍ତୁତି ବୈଠକ

ଜହ୍ନ ।ପଙ୍କ,୨/୧: ଦ୍ୱିତୀୟ ଗନ୍ଧରାଢୀ ଲୋକକଳା ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ମହୋତ୍ସବ କମିଟିର ସଭାପତି ଅଶୋକ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଚାରିଶମ୍ଭୁ ପୀଠ ଠାରେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ,
Read More...

ମର୍ନିଙ୍ଗ ୱାକର୍ସ ସଂଗଠନ ପକ୍ଷରୁ ଇଂରାଜୀ ନବବର୍ଷ ପାଳିତ

ସୁବର୍ଣ୍ଣପୁର : ସୋନପୁର ସ୍ମାର୍ଟ ପାର୍କ ଠାରେ ଇଂରାଜୀ ନବ ବର୍ଷ ପାଳନ କରାଯାଇଥିଲା । ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା , ପୌରାଧ୍ୟକ୍ଷା ତାମସୀ ତାମସ୍ମୀତା ନାଏକ ଅତିଥି ଭାବରେ ଯୋଗ ଦେଇ ମର୍ନିଙ୍ଗ ୱାକର୍ସଙ୍କ ସମାବେଶ ଓ ଏକତାକୁ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ଏ ଅବସରରେ ସମସ୍ତେ
Read More...

ଯୁବକଙ୍କୁ ଗଳାକାଟି ହତ୍ୟା,କାରଣ ଅସ୍ପଷ୍ଟ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଲପଡା ଥାନା ତଅଁଲା ଗାଁ ନିକଟ ଏକ ନାଳରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରିଛି ପୁଲିସ । ଉଦ୍ଧାର ମୃତଦେହ ତଅଁଲା ଗାଁର ପୁରୋଷୋତ୍ତମ ବେହେରା । ତେବେ କିପରି ଭାବରେ ଯୁବକଙ୍କ ମୃତ୍ୟୁ ହେଲା ତାହା ସନ୍ଦେହ ଘେରର ଥିବାବେଳେ ବେଲପଡା
Read More...

ନୂତନ ବର୍ଷର ଅଭିନନ୍ଦନ ଜଣେଇଲେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତା

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ମାନବାଧିକାର ମିଶନର ସଭାପତି ବିରାଜ କୁମାର ପ୍ରଧାନ ଏବଂ ହୋମଗାର୍ଡ ସଂଘ କର୍ମକର୍ତ୍ତାଙ୍କ ଶୃଙ୍ଖଳିତ ଆଲୋଚନା ଏବଂ ସହଯୋଗ କ୍ରମେ ୨୦୨୩ ନୂତନ ବର୍ଷ ଉପଲକ୍ଷେ ଆରକ୍ଷୀ ଅଧିକ୍ଷକ, ଟାଉନ ଥାନା ଅଧିକାରୀ,ସଦର ଥାନା ଅଧିକାରୀ ଏବଂ କନ୍ଧମାଳ ଜିଲ୍ଲା ପଞ୍ଜୀକୃତ
Read More...

ଆଇଆରବି ଯବାନଙ୍କ କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରତି ଦୁର୍ବ୍ୟବହାର ଅଭିଯୋଗ, ପ୍ରେସକ୍ଳବ ପକ୍ଷରୁ ଏସପିଙ୍କୁ ଦାବିପତ୍ର

ଫୁଲବାଣୀ : ଦୈନିକ ହୀରାଞ୍ଚଳର କନ୍ଧମାଳ ପ୍ରତିନିଧି ଆଦିତ୍ୟ ପ୍ରସାଦ ତ୍ରିପାଠୀଙ୍କୁ ଜଣେ ଆଇଆରବି ଯବାନ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ହୋଇଛି । ଏ ନେଇ ଜିଲ୍ଲା ପ୍ରେସ କ୍ଲବ ସମ୍ପାଦକ ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ଏକ ଲିଖିତ ଅଭିଯୋଗ କନ୍ଧମାଳ ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରଦାନ
Read More...