Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଅଷ୍ଟାଦଶ କାଦମ୍ବିନୀ ସାହିତ୍ୟ ମହୋତ୍ସବ ଓ ତ୍ରୟୋଦଶ ପତ୍ରିକା ହାଟ, ନମିତା ଗୋଖ୍ଲେଙ୍କୁ ନୀଳିମାରାଣୀ ସାହିତ୍ୟ ସମ୍ମାନ
ଭୁବନେଶ୍ୱର,୨ ।୧: ଆମ ସଂସ୍କୃତି ଓ ଅସ୍ଥିତ୍ୱର ପରିଚୟ ହେଉଛି ଶବ୍ଦ ଓ ସାହିତ୍ୟ ବୋଲି ବିଶିଷ୍ଟ ଲେଖିକା ଓ କବି ତଥା ଜୟପୁର ଜାତୀୟ ସାହତ୍ୟ ମହୋତ୍ସବର ସହ-ପ୍ରତିଷ୍ଠାତା ନମିତା ଗୋଖଲେ ପ୍ରକାଶ କରିଛନ୍ତି । ସୋମବାର ଅଷ୍ଟାଦଶ କାଦମ୍ବିନୀ ସାହିତ୍ୟ ମହୋତ୍ସବ ଓ ତ୍ରୟୋଦଶ ପତ୍ରିକା ହାଟ ଅବସରରେ!-->…
Read More...
Read More...
ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ରକ
ହରଭଙ୍ଗା :୫୭ନଂ ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ରକ । ସୂଚନା ଅନୁଯାୟୀ ୫୭ନଂ ଜାତୀୟ ରାଜପଥ ଦଶପଲ୍ଲା ପଟୁ AP 31TF6995 ନମ୍ବର ଥିବା ଏକ ପିଚୁ ବୋଝେଇ ଟ୍ରକ ବୌଦ୍ଧ ଅଭିମୁଖେ ଯାଉଥିବା ସମୟରେ ହରଭଙ୍ଗା ବ୍ଲକ ଚାରିଛକ ନିକଟବର୍ତ୍ତୀ ମାର୍ଡିଙ୍ଗ ଠାରେ ଭାରସାମ୍ୟ!-->…
Read More...
Read More...
ପୁରୁଷ ହକି ବିଶ୍ୱ କପ୍ ଟ୍ରଫି-୨୦୨୩ କୁ ନବରଙ୍ଗପୁର ଜିଲ୍ଲାରେ ଭବ୍ୟ ସ୍ୱାଗତ
ନବରଙ୍ଗପୁର,୧/୧- ଓଡ଼ିଶା ଆନ୍ତର୍ଜାତିକ ହକି ମହାସଂଘ ଦ୍ୱାରା ଆୟୋଜିତ ପୁରୁଷ ହକି ବିଶ୍ୱ କପ୍ ୨୦୨୩ କଳିଙ୍ଗ ଷ୍ଟାଡିୟମ୍ ଭୁବନେଶ୍ୱର ଓ ଓଡ଼ିଶାର ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ରେ ଆସନ୍ତା ଜାନୁଆରୀ ୧୩ ରୁ ୨୯ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ହକି ବିଶ୍ୱ କପ୍ ଟ୍ରଫି ରାଜ୍ୟର ବିଭିନ୍ନ!-->…
Read More...
Read More...
କାର ଧକ୍କାରେ ଶିକ୍ଷକଙ୍କ ମୃତ୍ୟୁ
ଗଞ୍ଜାମ,୨/୧: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନସ୍ଥ ଆସିକା ମୁଖ୍ୟ ରାସ୍ତା ଚୁଡଙ୍ଗପୁର ନିକଟରେ ରବିବାର ଅପରାହ୍ନରେ ଏକ କାର ଧକ୍କାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଝିଅ ଓ ଭାଣଜୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତ ଶିକ୍ଷକ ଜଣକ ହେଲେ ସାନଖେମୁଣ୍ଡି ବ୍ଲକ!-->…
Read More...
Read More...
ସୂଚନା ଓ ଲୋକସମ୍ପର୍କ ବିଭାଗରେ ସଚିବଙ୍କୁ ନୂଆ ବର୍ଷରେ ସ୍ୱାଗତ ସମ୍ବର୍ଦ୍ଧନା
ଭୁବନେଶ୍ୱର: ସୂଚନା ଓ ଲୋକସମ୍ପର୍କ ବିଭାଗ ରାଜ୍ୟ ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ । ବିଭିନ୍ନ ଉପଖଣ୍ଡ ସମେତ ଜିଲ୍ଲାସ୍ତରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଏବଂ ରାଜ୍ୟସ୍ତରରେ ସୂଚନା ଅଧିକାରୀମାନେ ସରକାରଙ୍କ ବିଭିନ୍ନ ବିଭାଗର ଯୋଜନା ଓ କାର୍ଯ୍ୟକ୍ରମର ସଫଳ ପ୍ରଚାର!-->…
Read More...
Read More...
ପୂର୍ବ ଶତ୍ରୁତାକୁ ନେଇ ମହିଳାଙ୍କୁ ସଙ୍ଘବଦ୍ଧ ଆକ୍ରମଣ
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ବୁକେସିଙ୍ଗା ଗ୍ରାମରେ ନୂଆଁ ବର୍ଷ ଦିନରେ ଏକ ଅଘଟଣ ଦେଖାଯାଇଛି । ଜଣେ ମହିଳାଙ୍କୁ ସଙ୍ଘବଦ୍ଧ ଭାବେ ଆକ୍ରମଣ ହୋଇଥିବା ବେଳେ ତାଙ୍କୁ ଗୁରୁତର ଭାବେ ବୌଦ୍ଧ ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି । ସୂଚନା ମତେ ବୁକେସିଙ୍ଗା ଗ୍ରାମର ଜମ୍ଭବତୀ!-->…
Read More...
Read More...
ଦୁର୍ଘଟଣା ପରେ ଦୁର୍ଘଟଣା ; ବାଇକ ଆରୋହୀ ମୃତ, ୨ ଗୁରୁତର
ଘୁ ଉଦୟଗିରି:କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅଧିନରେ ଥିବା ଲେଙ୍ଗୁମାହା ନିକଟରେ ଗତକାଲି ସଂଧ୍ୟାରେ ଏକ ବାଇକ୍ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଚନୁପ ପ୍ରଧାନ (୨୩)ଓ ବାଙ୍ଗୁରୁ ନାୟକ (୨୪) ଲେଙ୍ଗୁମାହା ଠାରୁ ରାଇକିଆ ଅଭିମୁଖେ ଆସୁଥିଲେ, ଠିକ୍!-->…
Read More...
Read More...
କାଉନସିଲର ଉପ ନିର୍ବାଚନ, ମଇଦାନରେ ୪ ପ୍ରାର୍ଥୀ
ଘୁ.ଉଦୟଗିରି :- ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ୬ନମ୍ବର ୱାର୍ଡ଼ କାଉନସିଲର ଆସନ ନିମନ୍ତେ ହେବାକୁ ଥିବା ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିବା ଶେଷଦିନ ଥିବା ବେଳେ କୌଣସି ଜଣେ ହେଲେ ମଧ୍ୟ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନିଥିବା ଜଣାପଡିଛି!-->…
Read More...
Read More...
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ଗୋଟିଏ ପରିବାରର ୪ ଜୀବନ
ରାୟପୁର: ଛତିଶଗଡ଼ର ଯଶପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଗୋଟିଏ ପରିବାରର ୪ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ଜଣ ଶିଶୁ ରହିଥିବା ବେଳେ ୬ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କୁ ରାଞ୍ଚିର ଏକ ଡାକ୍ତରଖାନାରେ!-->…
Read More...
Read More...
ସରକାରୀ ଜାଗାରୁ ସ୍ୱ ଇଛାରେ ଘର ଭାଙ୍ଗିଲେ ଜନତା
ହରଭଙ୍ଗା,୨/୧- ହରଭଙ୍ଗା ବ୍ଲକ ଆଡେଣିଗଡ ଠାରେ ଆଜି ସ୍ଥାନୀୟ ଜନତା ସ୍ୱଇଛାରେ ଘର, ଦୋକାନ ଆଦି ଭାଙ୍ଗୁଥିବାର ଦେଖିବାକୁ ମିଳିଛି । ଘଟଣା ଅନୁଯାୟୀ ଆଡେଣିଗଡ଼ ବଜାର ଏନଏଚ୫୭ର ଉଭୟ ପାର୍ଶ୍ୱରେ ଥିବା ସରକାରୀ ଜାଗାରେ ସ୍ଥାନୀୟ ଲୋକେ ଘର, ଦୋକାନ ଆଦି କରିଥିଲେ । ସରକାରଙ୍କ ଜାଗା ଉଚ୍ଛେଦ!-->…
Read More...
Read More...