Browsing Category

ରାଜ୍ୟ

ସମାଜସେବୀ ଓ ବରିଷ୍ଠ ନାଗରିକମାନଙ୍କ ଦ୍ୱାରା ବୌଦ୍ଧ ଦିନ୍‌ ପାଳିତ

ହରଭଙ୍ଗା :ବୌଦ୍ଧ ଜିଲ୍ଲାର ୨୯ ତମ ପ୍ରତିଷ୍ଠା ଦିବସ ଅବସରରେ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ରାଧାନଗର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାଧାନଗର ଗାଁରେ ଯୁବ ସ୍ୱେଚ୍ଛାସେବୀ ଦିବାକର ଦେହୁରୀ, ସମୀର ଦେହୁରୀ, ମନୋଜ କୁମାର ବାଘ, ତୁଷାର କାନ୍ତ ସାହୁ, ଆଶିଷ ସାହୁ ଓ ଯୁବ ସ୍ୱେଚ୍ଛାସେବୀ ତଥା ଯୁବ
Read More...

ବିପୁଳ ପରିମାଣର ପୋଚ ଓ ରନ୍ଧା ଦେଶୀମଦ ନଷ୍ଟ

ବାଲିଗୁଡ଼ା:ଜୋର୍‌ ଧରିଲା ଦେଶୀମଦ ରନ୍ଧା ଓ ବିକ୍ରି ଅଭିଯାନ । ମଦ ଭାଟିରେ ପହଁଚି ବିପୁଳ ପରିମାଣର ପୋଚ ଓ ରନ୍ଧା ମଦ ନଷ୍ଟ କଲେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍‌ ଅନ୍ତର୍ଗତ ରାଣୀପଙ୍ଗା ପଞ୍ଚାୟତରେ । ସମ୍ପୃକ୍ତ ଅଞ୍ଚଳରେ
Read More...

ଜାତୀୟ ଦୁଃସାହସିକ କ୍ରୀଡା ପାଇଁ କନ୍ଧମାଳରୁ ୬ ଜଣ ମନୋନୀତ

ଫୁଲବାଣୀ : ଉତ୍ତରାଖଣ୍ଡ ରାଜ୍ୟର ମସୁରୀ ଠାରେ ଜାତୀୟ ଦୁଃସାହସିକ କ୍ରୀଡା ଏକାଡେମୀ ଓ ରାଜ୍ୟ ଦୁଃସାହସିକ ସଂଘ ମିଳିତ ଆନୁକୁଲ୍ୟରେ ଗତ ୨୦୨୨ ଡିସେମ୍ବର ମାସ ୨୪ ତାରିଖରୁ ଆରମ୍ଭ ହୋଇ ୩୧ ତାରିଖରେ ଉଦଯାପିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ୩୨ ଜଣ
Read More...

ସୁବର୍ଣ୍ଣପୁରରେ ପୁରୁଷ ବିଶ୍ୱକପ ହକି ଟ୍ରଫିକୁ ବିପୁଳ ସ୍ୱାଗତ

ସୁବର୍ଣ୍ଣପୁର: ଆଜି ପୁରୁଷ ହକି ବିଶ୍ୱକପର ଟ୍ରଫି ସୁବର୍ଣ୍ଣପୁରରେ ପହଂଚିବା ପରେ ଏହାକୁ ଭବ୍ୟ ସ୍ୱାଗତ କରାଯାଇଛି । ବିଗତ କିଛି ଦିନ ହେଲା ସୁବର୍ଣ୍ଣପୁରରେ ଏକ ଉତ୍ସବର ମାହୋଲ ସୃଷ୍ଟି ହୋଇଥିବା ବେଳେ ସାରା ଜିଲ୍ଲାରେ ହକିକୁ ନେଇ ଉତ୍ସବ ମୁଖର ହୋଇ ଉଠିଛି । ଆଜି ଦିନ ୧୧ଟା ୩୦ ମିନିଟ
Read More...

ମହୋଦଧି ଆରତୀ ଉତ୍ସବ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ

ପୁରୀ : ଚଳିତ ମାସ ୬ ତାରିଖ ଅପରାହ୍ନରେ ସ୍ୱର୍ଗଦ୍ୱାର ସମ୍ମୁଖ ସମୁଦ୍ର କୂଳରେ ମହୋଦଧି ଆରତୀ ଉତ୍ସବ ପାଳନ କରାଯିବ । ଏଥି ନିମନ୍ତେ ଚୁଡାନ୍ତ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସମର୍ଥ ବର୍ମା ଏହି
Read More...

ଫାଷ୍ଟ ଫୁଲବାଣୀ କପ ଉଦଯାପିତ

ଫୁଲବାଣୀ :- ଗତ ଡିସେମ୍ବର ମାସ ୨୪ ତାରିଖରୁ ଆରମ୍ଭ ହୋଇ ଥିବା ଫାଷ୍ଟ ଫୁଲବାଣୀ କପ ୨୦୨୨-୨୩ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ତଥା କନ୍ଧମାଳ ପିପୁଲ୍ସ ଫୋରମର ସଭାପତି ରାଧାମୋହନ ମହାପାତ୍ର ଯୋଗଦେଇ ଖେଳାଳି ମାନଙ୍କୁ
Read More...

ବିଦ୍ୟୁତ ଉପଭୋକ୍ତାଙ୍କୁ ଆଶ୍ବସ୍ତି, ୩ ବର୍ଷ ଯାଏଁ ବଢିବ ନାହିଁ ବିଦ୍ୟୁତ ଦର

କଟକ: ବିଦ୍ୟୁତ ଉପଭୋକ୍ତାଙ୍କୁ ଆଶ୍ବସ୍ତି । ଆଉ ବଢିବ ନାହିଁ ବିଦ୍ୟୁତ ଦର । ଆଗାମୀ ୩ ବର୍ଷ ଯାଏଁ ବିଦ୍ୟୁତ ଦର ବୃଦ୍ଧି ପାଇବ ନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ। ବିଦ୍ୟୁତ ଦର ବୃଦ୍ଧି ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ଭୁଲ ବୋଲି ଶକ୍ତିମନ୍ତ୍ରୀ କହିଛନ୍ତି
Read More...

ନବମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦଯାପିତ

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡିର ଅଗ୍ରଣୀ ନାଟ୍ୟ ସଂଗଠନ କ୍ରିଏଟିଭ ଆର୍ଟସ ଦ୍ୱାରା ସ୍ଥାନୀୟ ଅର୍ବାନ ବ୍ୟାଙ୍କ ପଡିଆଠାରେ ନବମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦଯାପିତ ହୋଇଯାଇଛି । ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ , ସମ୍ମାନିତ ଅତିଥି
Read More...

ଜିଲ୍ଲା ସ୍ତରୀୟ ଖରିଫ ଧାନ କ୍ରୟ ମଣ୍ଡିର ଉଦଘାଟନରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଲା ଭାଜପା

ପାରଳାଖେମୁଣ୍ଡି : ଚଳିତ ବର୍ଷ ଗଜପତି ଜିଲ୍ଲା ସ୍ତରୀୟ ଖରିଫ ଧାନ କ୍ରୟ ମଣ୍ଡିରେ ଘୋର ଅନିୟମିତତା ହୋଇଥିବା ଜିଲ୍ଲା ଭାଜପା ପକ୍ଷରୁ ପାରଳା ବିଧାୟକ ତଥା ଜିଲ୍ଲା ଭାଜପା ସଭାପତି କେ. ନାରାୟଣ ରାଓ ଅଭିଯୋଗ କରିଛନ୍ତି । ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଭାଜପା କାର୍ଯ୍ୟାଳୟ ପରିସରରେ ଆୟୋଜିତ
Read More...

ଆଦିବାସୀଙ୍କ ନିଆରା ଟୋକିମରା ପର୍ବ, ଧାଙ୍ଗରି ଦୁଲା ସହ ସମାପନ

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଗମ୍ଭୀଗୁଡା ପଞ୍ଚାୟତର ଓଲମା ଗ୍ରାମରେ ରବିବାର ଆଦିବାସୀଙ୍କ କୃଷି ଭିତ୍ତିକ ତଥା ବିଶ୍ୱାସର ପର୍ବ 'ଟୋକିମରା' ପର୍ବ ପାଳିତ ହୋଇଛି । ଶନିବାର ସନ୍ଧ୍ୟାରେ କଦଳୀ ଘରା ମସ୍ତକ ମୁଣ୍ଡନ ହୋଇଥିବାବେଳେ ନିସି ରାତିରେ କଳସ ଯାତ୍ରା ହୋଇ ପୁଜାପାଠ
Read More...