Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୁଣି ତେଜିଲା ରତ୍ନଭଣ୍ଡାର ପ୍ରସଙ୍ଗ, ଜଗନ୍ନାଥ ସେନା ବିକ୍ଷୋଭ ପ୍ରଦର୍ଶନ
ପୁରୀ : ପୁଣି ତେଜିଲା ରତ୍ନଭଣ୍ଡାର ପ୍ରସଙ୍ଗ । ଆସନ୍ତାକାଲି ମାନ୍ୟବର ହାଇକୋର୍ଟ ରତ୍ନଭଣ୍ଡାର ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ କରିବେ । ଯାହା ଉପରେ କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ନଜର ରହିଛି । ତେବେ ଏହା ପୂର୍ବରୁ ଆଜି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ କରି!-->…
Read More...
Read More...
ହରଭଙ୍ଗା ବ୍ଲକରେ ସରକାରୀ ଜାଗା
ଉଚ୍ଛେଦ କାର୍ଯ୍ୟ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ
ହରଭଙ୍ଗା: ସରକାରୀ ଜାଗା ଉଚ୍ଛେଦ କାର୍ଯ୍ୟକ୍ରମ ଆଜି ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ବିଗତ ଦୁଇଦିନ ତଳେ ପ୍ରଥମ ପର୍ଯ୍ୟାୟରେ ହରଭଙ୍ଗା ବ୍ଲକ ଆଡେ଼ଣିଗଡ଼ ଠାରେ ସରକାରୀ ଜାଗା ଉଛେଦ କାର୍ଯ୍ୟ ହୋଇଥିବା ବେଳେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ବାଣିଭୂଷଣପୁର ପଂଚାୟତ ଚାରିଛକର ଏନ୍ଏଚ-୫୭ ଉଭୟ!-->…
Read More...
Read More...
ଆସିକା ସୁରି ମହାନ୍ତି ହତ୍ୟାକାଣ୍ଡ ଘଟଣାରେ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ
ଗଞ୍ଜାମ : ୨୦୦୮ ଗଞ୍ଜାମ ଜିଲ୍ଲା ଆସିକା ର ବହୁଚର୍ଚ୍ଚିତ ସୁରି ମହାନ୍ତି ହତ୍ୟା ଘଟଣାର ରାୟ ପ୍ରକାଶ କରିଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜର୍ଜ କୋର୍ଟ । ଦୀର୍ଘ ନଅ ବର୍ଷ ବିଚାରଣ ପରେ କୋର୍ଟ ଆଜି ରାୟ ପ୍ରକାଶ କରିଛନ୍ତି ।ଏହି ଘଟଣାରେ ସମ୍ପୃକ୍ତ ସାତ ଜଣଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ କୋର୍ଟ!-->…
Read More...
Read More...
ଧାନକିଣାରେ ଅହେତୁକ ବିଳମ୍ବ, ଚାଷୀଙ୍କ ସହ ଆଲୋଚନା କଲେ କଂଗ୍ରସ ନେତା
ଦଶପଲ୍ଲା : ନୟାଗଡ଼ ଜିଲ୍ଲାରେ ଚଳିତ ଖରିଫ ଧାନକିଣାରେ ମାତ୍ରାଧିକ ବିଳମ୍ବ ହେଉଥିବାରୁ ଚାଷୀକୂଳଙ୍କ ସହିତ ଆଲୋଚନା ପାଇଁ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ଓଡଗାଁ, ପାଣ୍ଡେରୀପଡା ଏବଂ ଗୋତିସାହି ପ୍ୟାକ୍ସ ଧାନମଣ୍ଡିକୁ ଯାଇ ଗ୍ରାଉଣ୍ଡ ଜିରୋରୁ ପ୍ରକୃତରେ ସୋସାଇଟି!-->…
Read More...
Read More...
ରାମ ଲିଙ୍ଗେଶ୍ୱର ସେବା ସମବାୟ ସମିତି ପରିଦର୍ଶନ କଲେ ଯୋଗାଣ ଅଧିକାରୀ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର କେରାଣ୍ଡି ପଞ୍ଚାୟତର ନୂଆ କେରାଣ୍ଡି ଗ୍ରାମରେ ଥିବା ରାମ ଲିଙ୍ଗେଶ୍ୱର ସେବା ସମବାୟ ସମିତି ପରିଦର୍ଶନ କଲେ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରା । ଚାଷୀଙ୍କ ଠାରୁ ଧାନ କ୍ରୟ କରିବା ସକାଶେ ଆଜିଠାରୁ ଟୋକେନ୍ ଦେଇ ମିଲର ମାନେ!-->…
Read More...
Read More...
ନିଲମ୍ବିତ ହେଲେ କୋମଣ୍ଡ ଆର୍ଆଇ,ଓଡ଼ଗାଁ ତହସିଲଦାରଙ୍କ ନାମରେ ପ୍ରୋସିଡ଼ିଂ ଆରମ୍ଭ
ଦଶପଲ୍ଲା : ଓଡ଼ଗାଁ ପ୍ରଶାସନ ଓ ନାଲିମାଟି ମାଫିଆଙ୍କ ମଧୁଚନ୍ଦ୍ରିକା ଧରାପଡିଲା । ଜିଲ୍ଲାପାଳ, ଉପଜିଲ୍ଲାପାଳ, ଓଡ଼ଗାଁ ତହସିଲଦାର ଓ କୋମଣ୍ଡ ଆରଆଇ ମିଳିତ ଭାବରେ କୋମଣ୍ଡ, ରୋହିବାଙ୍କ, ବାଦଭୁଇଁ ନାଲିମାଟି ପଥର ଖଣି ବୁଲିଦେଖିଲା ପରେ ଓଡ଼ଗାଁ ନାଲିମାଟି ମାଫିଆଙ୍କ ରାଜୁତି ଘଟଣା ଉପରେ ଆଜି!-->…
Read More...
Read More...
ହକି ବିଶ୍ୱକପ ଟ୍ରଫିକୁ ବୌଦ୍ଧରେ ବିପୁଳ ସ୍ୱାଗତ
ବୌଦ୍ଧ,୦୩ା୧ : ବୌଦ୍ଧ ଜିଲ୍ଲାରେ ହକି ବିଶ୍ୱ କପ୍ ଟ୍ରଫିକୁ ବିପୁଳ ସ୍ୱାଗତ କରାଯାଇଛି । ଗତକାଲି ରାତ୍ରିରେ ମନମୁଣ୍ଡାଠାରେ ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେରଙ୍କ ନେତୃତ୍ୱରେ ବିଶ୍ୱକପକୁ ସ୍ୱାଗତ କରାଯିବା ସହିତ ବୌଦ୍ଧ ପର୍ଯ୍ୟନ୍ତ ପାଛୋଟି!-->…
Read More...
Read More...
ଦିବାକର ଦାସ ସ୍ମକ୍ଷରକୀ ପଠଗାରର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଜଗତସିଂହପୁର: ଜିଲ୍ଲା ସଦର ମହକୁମା ସ୍ଥିତ ଆଦିକବି ଶାରଳା ଦାସ ସଂସ୍କୃତି ଭବନଠାରେ ଦିବାକର ଦାସ ସ୍ମାରକୀ ପାଠାଗାରର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ଉଦଘାଟକ ଭାବେ ଜଗତସିଂହପୁରର ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ!-->…
Read More...
Read More...
ଡୋକରୀ ଚଞ୍ଚରାରେ ଡୋକରୀଦେବୀଙ୍କ ମଣ୍ଡେଇ ପର୍ବ
କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସହାଜଖୋଲ ସଂରକ୍ଷିତ ଜଙ୍ଗଲ ପାଦଦେଶରେ ଥିବା ବହୁ ପ୍ରାଚୀନ ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାରେ ମଙ୍ଗଳବାର ଡୋକରୀ ଦେବୀଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ପାଳିତ ହୋଇଛି । ପ୍ରତିବର୍ଷ ନୂଆବର୍ଷର ପ୍ରଥମ ମଙ୍ଗଳବାର ଦିନ ଡୋକରୀ ଦେବୀଙ୍କ!-->…
Read More...
Read More...
ନଗରପାଳଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ବିଜେପିର ୧୨ ଘଣ୍ଟିଆ ବନ୍ଦ
ନବରଙ୍ଗପୁର:- ନବରଙ୍ଗପୁର ନଗରପାଳ କୁନୁ ନାୟକଙ୍କୁ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅନ୍ୟା ଦାଶଙ୍କ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ କରି ବନ୍ଦ ପାଳନ କରୁଛି ଜିଲ୍ଲା ବିଜେପି ।ବନ୍ଦ ପାଳନ ବେଳେ ସହରର ବିଭିନ୍ନ ସ୍ଥାନ ଓ ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି ଜିଲ୍ଲା ବିଜେପିର!-->…
Read More...
Read More...