ଆଜିଠୁ ୪ଦିନିଆ ରିମାଣ୍ଡରେ ଯିବ ଗୋପାଳ ଦାସ

0 59

ବ୍ରଜରାଜନଗର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସକୁ ଆଜିଠୁ ୪ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଏଥିପାଇଁ ବ୍ରଜରାଜନଗର ଜେଏମ୍‌ଏଫ୍‌ସି କୋର୍ଟ କ୍ରାଇମବ୍ରାଞ୍ଚକୁ ଅମୁମୋଦନ ପ୍ରଦାନ କରିଛନ୍ତି।

hiring

କେଉଁ କାରଣ ପାଇଁ ଗୋପାଳ ମନ୍ତ୍ରୀଙ୍କୁ ହତ୍ୟା କଲେ, ପୂର୍ବଶତ୍ରୁତା ଥିଲା ନା ଆଉ କିଛି କାରଣ ଥିଲା ସେନେଇ କ୍ରାଇବବ୍ରାଞ୍ଚ ଗୋପାଳକୁ ଜେରା କରିବ ବୋଲି ସୂଚନା ମିଳିଛି।

ଗୋପାଳକୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ବ୍ରଜରାଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ। କୋର୍ଟ ଗୋପାଳକୁ ୪ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ।

hiranchal ad1
Leave A Reply

Your email address will not be published.

twelve + 11 =