Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମାର୍ଚ୍ଚ ୧୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ
ଭୁବନେଶ୍ୱର: ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଏନେଇ ବୋର୍ଡ ସଭାପତି ଗୁରୁବାର ସୂଚନା ଦେଇଛନ୍ତି। ପରୀକ୍ଷା ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ।
Read More...
Read More...
ରାଣୀପଥର ଘାଟିରେ ବୋଲକୋର ଗାଡି ଦୁର୍ଘଟଣା ଗ୍ରସ୍ତ
ହରଭଙ୍ଗା : ବୌଦ୍ଧ ଜିଲ୍ଲା ଚାରିଛକ -ଫୁଲବାଣୀ ରାସ୍ତାର ବୌଦ୍ଧ ସୀମାନ୍ତ ରାଣୀପଥର ଘାଟିରେ ଏକ ବୋଲୋକର ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ଏଥିରେ ଚାଳକ ଓ ଖଳସୀ ଅଳ୍ପକେ ବର୍ତ୍ତୀ ଯାଇଥିବା ଜଣାପଡିଛି । ଓଡି ୨୩ ଏଚ ୩୭୬୮ ନମ୍ବର ବିଶିଷ୍ଟ ବୋଲକୋରଟି ଫୁଲବାଣୀରୁ!-->…
Read More...
Read More...
କନ୍ଧମାଳ ଜିଲ୍ଲା ନୂତନ ଏସ୍ପି ଶୁଭେନ୍ଦୁ ପାତ୍ରଙ୍କ ଦାୟିତ୍ୱ ଗ୍ରହଣ
ଫୁଲବାଣୀ: କନ୍ଧମାଳ ଜିଲ୍ଲାର ନୂତନ ଏସ୍ପି ଭାବରେ ଶୁଭେନ୍ଦୁ ପାତ୍ର ଯୋଗ ଦେଇଛନ୍ତି । କନ୍ଧମାଳ ଜିଲ୍ଲାର ପୂର୍ବତନ ଆରକ୍ଷୀ ଅଧ୍ୟକ୍ଷକ ଭିନିତ୍ ଅଗ୍ରୱାଲଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ସେ ଜିଲ୍ଲାରେ ଥିବା ବିଭିନ୍ନ ସମସ୍ୟା ସମେତ ଗଞ୍ଜେଇ ଚୋରା ଚାଷ, ଡ୍ରଗ୍ସ!-->…
Read More...
Read More...
ଓଡ଼ିଶାରେ ଫାଇଭ୍-ଜି ସେବା ଆରମ୍ଭ
ଭୁବନେଶ୍ୱର: ଡିଜିଟାଲ ସେବାରେ ଏକ ଯୁଗାନ୍ତକାରୀ ପଦକ୍ଷେପ ସ୍ୱରୂପ ଓଡ଼ିଶାରେ ଆଜି ଆରମ୍ଭ ହୋଇଛି ବହୁ ପ୍ରତିକ୍ଷିତ ଫାଇଭ୍-ଜି ସେବା । ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।ଦୁଇ ଟେଲିକମ ଅପରେଟର୍ ରିଲାଏନ୍ସ!-->…
Read More...
Read More...
ଅଫୁଟା ଗୁଳି ସହ ଦେଶୀ ବନ୍ଧୁକ ଜବତ, ୨ ଶିକାରୀ ଗିରଫ
ହରଭଙ୍ଗା : ଶିକାରୀ ସହ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଛି ବନ ବିଭାଗ । ବନବିଭାଗର ପେଟ୍ରୋଲିଂ ବେଳେ ବୌଦ୍ଧ ବନଖଣ୍ଡ ପୁରୁଣାକଟକ ରେଞ୍ଜ ଯାଜପୁର ସଂରକ୍ଷିତ ଜଙ୍ଗଲରୁ ଦୁଇ ଜନ୍ତୁ ଶିକାରୀଙ୍କୁ ଗିରଫ କରାଯାଇଛି । ୩ଟି ଅଫୁଟା ଶୀଷା ଗୁଳି ସହ ଗୋଟିଏ ବନ୍ଧୁକ ଓ ଟାଙ୍ଗିଆ ଜବତ । ଶିକାରୀ ଦୁଇଜଣ!-->…
Read More...
Read More...
ପଞ୍ଚାୟତ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ
ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ଅଧିନରେ ଥିବା କତିଙ୍ଗିଆ ପଞ୍ଚାୟତର ଟିଆଙ୍ଗିଆ ଏମଇ ସ୍କୁଲ୍ ପରିସର ମଧ୍ୟରେ ପଞ୍ଚାୟତ ସ୍ତରୀୟ କ୍ରୀଡା ପ୍ରତଯୋଗିତା ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମରେ ସ୍କୁଲର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ବିଭିନ୍ନ ଖେଳକୁଦ ଯଥା କବାଡି,ଖୋ ଖୋ,ଫୁଟବଲ,ଓ ବେଡ୍!-->…
Read More...
Read More...
ଟେଲର ମାଷ୍ଟର ହତ୍ୟାକାଣ୍ଡର ପର୍ଦ୍ଦାଫାସ କଲା ବେଲପଡା ପୁଲିସ
ପାଡଣାଗଡ : ବଲାଙ୍ଗିର ଜିଲା ବେଲପଡ଼ା ବ୍ଲକର ତଅଲା ଗାଁର ଟେଲର ମାଷ୍ଟର ପୁରୁଷୋତ୍ତମ ବେହେରାଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ବେଲପଡା ପୁଲିସ । ପୁରୁଷୋତ୍ତମ ଗାଁର କଲୋନୀ ପଡାର ମୁଖ୍ୟ ଅଭିଯୁକ୍ତ ହେମନ୍ତ ପୁଟୀକୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ଅଭିଯୁକ୍ତ ହେମନ୍ତ ସବୁ କଥା!-->…
Read More...
Read More...
ଶ୍ରୀଜଗନ୍ନାଥ ହେଉଛନ୍ତି ବୈଦିକ ଠାକୁର : ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ
ପୁରୀ:ଶ୍ରୀଜଗନ୍ନାଥ ହେଉଛନ୍ତି ବୈଦିକ ଠାକୁର । କାହିଁ କେଉଁ କାଳରୁ ସେ ଶ୍ରୀକ୍ଷେତ୍ରରେ ବିରାଜମାନ । ସର୍ବ ଧର୍ମ ସମନ୍ୱୟର ପ୍ରତୀକ ହେଉଛନ୍ତି ସେ । ସାମଗ୍ରିକ ଭାବେ ବିକାଶ, ରାଜନୀତି ଓ ପରିବେଶର ବିକାଶ ହୋଇପାରିଲେ ଆଧ୍ୟାତ୍ମିକ ଚେତନା ବିକଶିତ ହୋଇପାରିବ ବୋଲି କହିଛନ୍ତି ପୁରୀ!-->…
Read More...
Read More...
ପଣ୍ଡରା ଭିମାଙ୍କ ବାଲିଯାତ୍ରା ପାଇଁ ଶୁଭଖମ୍ଭ ସ୍ଥାପନ
କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ବଡପୋଡାଗୁଡା ଗ୍ରାମରେ ଦୀର୍ଘ ୩୧ବର୍ଷ ପରେ ଚଳିତ ବର୍ଷ ଗ୍ରାମ୍ୟ ଦେବା ଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ପଣ୍ଡରା ଭିମାଙ୍କ ବାଲିଯାତ୍ରା ପାଳନ ହେବାକୁ ଯାଉଛି । ଏଥିପାଇଁ ବୁଧବାର ଶୁଭଖମ୍ଭ ସ୍ଥାପନ ହୋଇଥିବାବେଳେ ବାଲିଘର ପାଇଁ ପୂଜା କାର୍ଯ୍ୟ!-->…
Read More...
Read More...
ନବରଙ୍ଗପୁର ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ଶୀତକାଳୀନ ଶିବିର
ନବରଙ୍ଗପୁର:- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ନବରଙ୍ଗପୁର ମହାବିଦ୍ୟାଳୟଠାରେ ଦୀର୍ଘ ସାତ ଦିନ ବ୍ୟାପୀ ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ଶୀତକାଳୀନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନ ମହାବିଦ୍ୟାଳୟର ୫୦ଜଣ ଛାତ୍ର ଓ ୫୦ ଜଣ ଛାତ୍ରୀ ସ୍ୱେଚ୍ଛାସେବୀ ନିଜର ନିର୍ଦ୍ଦିଷ୍ଟ ପୋଷ୍ୟ!-->…
Read More...
Read More...