Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାସ୍ତା ପ୍ରଶସ୍ତିକରଣ ପାଇଁ ଘରଭଙ୍ଗା ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଦାବିପତ୍ର
ବୌଦ୍ଧ,୫/୧: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ମୁଖ୍ୟାଳୟ ଚାରିଛକରେ ରାସ୍ତାପ୍ରଶସ୍ତିକରଣ ପାଇଁ ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ଦୋକାନ ବଜାର ଭଙ୍ଗାଯିବା ପାଇଁ ପ୍ରଶାସନ ତରଫରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାବେଳେ ଏହାକୁ ପ୍ରତିବାଦ କରି ସ୍ଥାନୀୟ ବ୍ୟବସାୟୀମାନେ ବୌଦ୍ଧ ଜିଲ୍ଲାପାଳଙ୍କୁ ଏକ!-->…
Read More...
Read More...
୮ମ ଗଜପତି ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ସାମୂହିକ କ୍ରୀଡା ପ୍ରତିଯୋଗିତା
ପାରଳାଖେମୁଣ୍ଡି:ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗାରବନ୍ଧ ଗ୍ରାମ ଠାରେ ଥିବା ଶ୍ରୀଭେଙ୍କେଟେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ୮ମ ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ସାମୂହିକ କୀଡା ପ୍ରତିଯୋଗିତା -୨୦୨୨-୨୩ ଆଜି ଶୁଭ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି!-->…
Read More...
Read More...
ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉଦଯାପିତ
ହରଭଙ୍ଗା :ହରଭଙ୍ଗା ବ୍ଲକ ପୁରୁଣାକଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ଆଲୁକୁଲ୍ୟରେ ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ବାର୍ଷିକ କ୍ରୀଡା ଉତ୍ସବ ଆଜି ଉଦଯାପିତ ହୋଇଯାଇଛି । ଗତ ଦୁଇଦିନ ଧରି ଏହି ଉତ୍ସବ ଆୟୋଜିତ ହୋଇଥିଲା । ଆଜି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ!-->…
Read More...
Read More...
ବୌଦ୍ଧ ଜିଲ୍ଲାରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ
ବୌଦ୍ଧ,୫/୧- ବୌଦ୍ଧ ଜିଲ୍ଲାରେ ଚଳିତବର୍ଷର ଚୂଡାନ୍ତ ଭୋଟର ତାଲିକା ପ୍ରକାଶନ କରାଯାଇଅଛି ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀ ସତ୍ୟ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଜିଲ୍ଲାର ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତା ଏବଂ ବିଭିନ୍ନ ପତ୍ରପତ୍ରିକାର!-->…
Read More...
Read More...
ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଓ ହକି ବିଶ୍ୱ କପ ସଚେତନତା
ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଟିକାବାଲି ଏମସିଏସ ମହାବିଦ୍ୟାଳୟ ଠାରେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଓ ହକି ବିଶ୍ୱ କପ ପାଇଁ ସଚେତନତା କରାଯାଇଥିଲା । ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓଡିଶାରେ ହକି ବିଶ୍ୱ କପ ଆୟୋଜନ ହେଉଥିବାରୁ ଛାତ୍ରଛାତ୍ରୀ ଏବଂ!-->…
Read More...
Read More...
ଆଶା କର୍ମୀ ସଂଘ ପକ୍ଷରୁ ୧୪ ଦଫା ଦାବିପତ୍ର ପ୍ରଦାନ
ନନ୍ଦାହାଣ୍ଡି:ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଠାରେ ଓଡିଶା ରାଜ୍ୟ ଆଶାକର୍ମୀ ସଂଘ ତରଫରୁ ୧୪ ଦଫା ଦାବୀପତ୍ର ବ୍ଲକ ଉନ୍ନୟନ ଅଧିକାରୀ ଶିବ ଶଙ୍କର ମୁର୍ମୁଙ୍କୁ ଉକ୍ତ ଦାବୀଗୁଡିକ ପୁରଣ ଦିଗରେ ଉଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ସଂଘ ତରଫରୁ ଅନୁରୋଧ କରାଯାଇଛି । ମୁଖ୍ୟ ଦାବି!-->…
Read More...
Read More...
ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ବସ୍ତି ବାସିନ୍ଦା, ଉଚ୍ଛେଦକୁ ବିରୋଧ; ୬ ତାରିଖ ବଲାଙ୍ଗୀର ବନ୍ଦ ସ୍ଥଗିତ
ବଲାଙ୍ଗୀର: ଜବରଦଖଲକୁ ବିରୋଧ କରି ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଛନ୍ତି ବସ୍ତିବାସିନ୍ଦା । ପ୍ରଥମେ ଥଇଥାନ ପରେ ଉଚ୍ଛେଦ କରାଯାଉ ବୋଲି ସେମାନେ ଦାବି କରିଛନ୍ତି । ପରିସ୍ଥିତି ଜଟିଳ ହେବାରୁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା । ସୂଚାଇ ଦିଆଯାଏ ଯେ, ମହାରାଣୀ ସାଗର ସୌନ୍ଦର୍ଯ୍ୟକରଣ!-->…
Read More...
Read More...
ନାବାଳିକା ଗଣ ଦୁଷ୍କର୍ମ ମାମଲା,ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ଜରିମାନା
ଫୁଲବାଣୀ: ଫୁଲବାଣୀ ଫାଷ୍ଟ ଟ୍ରାକ କୋର୍ଟର ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଏକ ୧୫ ବର୍ଷିୟା ନାବାଳିକାର ଗଣ ଦୁଷ୍କର୍ମ ମାମଲାର ୧୩ ଜଣ ସାକ୍ଷୀ, ଡ଼ାକ୍ତରୀ ରିପୋର୍ଟ୍ ଇତ୍ୟାଦିକୁ ଭିତ୍ତି କରି ଲିପୁନ୍ ନାୟକ ୨୪ ବର୍ଷ, ପର୍ତ୍ତମାହା, ଦାରିଙ୍ଗବାଡିକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ!-->…
Read More...
Read More...
ଦାରିଙ୍ଗବାଡ଼ି ଶୀତ ଉତ୍ସବ ଲୋଗୋ ଉନ୍ମୋଚିତ,୭ରୁ ୫ଦିନ ଯାଏଁ ଚାଲିବ ଉତ୍ସବ
ବାଲିଗୁଡ଼ା:ଜାନୁଆରୀ ୭ରୁ ୧୧ ପର୍ଯ୍ୟନ୍ତ ଦାରିଙ୍ଗବାଡ଼ିରେ ୫ଦିନ ଧରି ଶୀତ ମହୋତ୍ସବ ଅନୁଷ୍ଠିତ ହେବ । ଏନେଇ ବ୍ଲକ ସଭା ଗୃହରେ ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଥିବା ବେଳେ ଆଜି ଶୀତ ଉତ୍ସବର ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶୀତ ଉତ୍ସବ କମିଟି ସଭାପତି ଜି.!-->…
Read More...
Read More...
ଗଞ୍ଜେଇ ଜବତ, ଜଣେ ଗିରଫ
ପୁରୀ : ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ମୋବାଇଲ ସ୍କ୍ୱାଡର ନିରୀକ୍ଷକ ସଞ୍ଜୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ ବ୍ରହ୍ମଗିରି ଥାନା ଅଧୀନ ଜଗଦଳ ଅଂଚଳରେ ଚଢ଼ାଉକରି ଧନଞ୍ଜୟ ପଲେଇ(୩୫)ଙ୍କୁ ଗିରଫ କରିଛନ୍ତି । ତାଙ୍କ ଠାରୁ ୫!-->…
Read More...
Read More...