Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଟ୍ରକକୁ ବଞ୍ଚାଇବାକୁ ଯାଇ ଗଛରେ ପିଟିହେଲା ବସ, ଅଳ୍ପକେ ବର୍ତ୍ତିଲେ ୪୦ଯାତ୍ରୀ
ହରଭଙ୍ଗା : ପୁରୁଣା ବର୍ଷ ଯାଇ ନୂଆଁବର୍ଷ ଆସିବା ପୂର୍ବରୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ବସରେ ଥିବା ୪୦ ଯାତ୍ରୀ ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ଦେଖିବାକୁ ମିଳିଛି । ସୂଚନା ମତେ ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ପୁରୁଣାକଟକ ଥାନା ହରେକୃଷ୍ଣପୁର ବ୍ରିଜ ନିକଟରେ ଏକ!-->…
Read More...
Read More...
ପ୍ରକାଶ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଉଦଯାପିତ, ଫୁଲବାଣୀ ଚାମ୍ପିୟନ
ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣିଗଡ ସ୍ୱାମୀ ବିବେକାନନ୍ଦ ଯୁବକ ସଂଘ ଦ୍ୱାରା ଆୟୋଜିତ ୧୩ତମ ପ୍ରକାଶ ସ୍ମାରକ କ୍ରିକେଟ ପ୍ରତିଯୋଗିତା ଆଜି ଉଦ୍ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ପୁରୁଣାକଟକ ଓ ଫୁଲବାଣୀ ପିଙ୍କ ଡ୍ରାଗନ ମୁହାମୁହିଁ ହୋଇଥିଲେ । ଏଥିରେ ଫୁଲବାଣୀ ଦଳ ବିଜୟୀ!-->…
Read More...
Read More...
ରାୟଗଡାରେ ହକି ବିଶ୍ୱ କପ୍ ଟ୍ରଫିକୁ ଭବ୍ୟ ସ୍ୱାଗତ କଲା ଜିଲ୍ଳା ପ୍ରଶାସନ
ରାୟଗଡା: ଏଫ.ଆଇ.ଏଚ.ପୁରୁଷ ହକି ବିଶ୍ୱ କପର ଟ୍ରଫିକୁ ଆଜି ରାୟଗଡା ଜିଲ୍ଳା ସଦର ମହୁକମା ଠାରେ ମହା ସମାରୋହ ସହିତ ଭବ୍ୟ ସ୍ୱାଗତ କରିବା ପରେ ସହର ପରିକ୍ରମା କରାଯାଇଥିଲା । ପରେ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ!-->…
Read More...
Read More...
ଆଇପିଏଏସ୍ ସ୍ତରରେ ଅଦଳବଦଳ
ଭୁବନେଶ୍ବର: ଆଇପିଏସ୍ ସ୍ତରରେ ରାଜ୍ୟ ସରକାର ବଡ଼ଧରଣର ଅଦଳବଦଳ କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ବ୍ରିଜେଶ କୁମାର ରାୟଙ୍କୁ ଅନୁଗୁଳ ରେଂଜ ଡିଆଇଜି ଭାବେ ନିଯୁକ୍ତି ମିଳିଛି। ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଜଗତସିଂହପୁର!-->…
Read More...
Read More...
ମନେରେଗାରେ କାମ ଯୋଗାଇ ଦେବାକୁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କଲେ ସରମୁହାଣ ଶ୍ରମିକ
ପାଟଣାଗଡ : ସରକାର ମନରେଗା ଯୋଜନାରେ ଶହେ ଦିନର କାମ ଯୋଗାଉଥିବାବେଳେ ଶହେ ଦିନର କାମ ସରିଯିବା ପରେ ଏବେ କାମ ନପାଇ ଶ୍ରମିକମାନେ ଘରେ ବସିଛନ୍ତି । ପେଟ ପୋଷିବା ପାଇଁ ତାଙ୍କରର ଅନ୍ୟ ଉପାୟ କିଛି ନଥିବାରୁ ସେମାନେ ଆଜି ବିଡିଓଙ୍କ ନିକଟରେ ଫେରାଦ ହୋଇଛନ୍ତି । ଶ୍ରମିକ ମାନେ ହେଲେ ପାଟଣାଗଡ଼!-->…
Read More...
Read More...
ଜିଲ୍ଲା ସ୍ତରୀୟ ଧାନ କ୍ରୟ ମଣ୍ଡିର ଶୁଭ ଉଦଘାଟନ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ମୁଖ୍ୟ ବଜାର ପ୍ରାଙ୍ଗଣରେ ଜିଲ୍ଲା ସ୍ତରୀୟ ଖରିଫ ୨୦୨୨- ୨୦୨୩ ଧାନ କ୍ରୟ ମଣ୍ଡିକୁ ପ୍ରଦୀପ ପ୍ରଜ୍ୱଳନ କରି ଗଜପତି ଜିଲ୍ଲାପାଳ ଶୁଭ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ସଂସଦ ପ୍ରତିନିଧି ଏସ!-->…
Read More...
Read More...
ହକି ବିଶ୍ୱକପ ଟ୍ରଫିକୁ ସ୍ୱାଗତ ନିମନ୍ତେ ଜିଲ୍ଳା ପ୍ରଶାସନର ବ୍ୟାପକ ପ୍ରସ୍ତୁତି
ସୁବର୍ଣ୍ଣପୁର: ଆସନ୍ତା ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ-୨୦୨୩ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ ଜିଲ୍ଳା ପରିକ୍ରମା କରୁଥିବା ୨୦୨୩ ହକି ବିଶ୍ୱକପ ଟ୍ରଫି ଜାନୁଆରୀ ୩ ତାରିଖରେ ସୁବର୍ଣ୍ଣପୁର ଜିଲ୍ଳାକୁ ପହଞ୍ଚିବ ।!-->…
Read More...
Read More...
ବାଲୁକା କଳା ମାଧ୍ୟମରେ ପେଲେଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମାନସ କୁମାର
ପୁରୀ : ବ୍ରାଜିଲର କିମ୍ବଦନ୍ତୀ ପୁଟବଲ ଖେଳାଳି ପେଲେଙ୍କ ନିଧନରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ମାଧ୍ୟମରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ବାଲୁକା କଳାରେ ବିଶ୍ୱ ବିଖ୍ୟାତ ଫୁଟବଲ ଖେଳାଳି ପେଲେଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି!-->…
Read More...
Read More...
ଶ୍ରୀମନ୍ଦିରରେ ଅଘଟଣା, ଦୀପ ନିଆଁରେ ପୋଡିଗଲା ନାବାଳକର ହାତ
ପୁରୀ : ପୁରୀ ଶ୍ରୀମନ୍ଦିରରେ ଅଘଟଣ । ଭିତର କାଠ ନିକଟରେ ଅଘଟଣ । ଦୀପ ନିଆଁରେ ନିଆଁ ଲାଗି ଜଳିଯାଇଛି ନାବାଳକର ହାତ । ଦକ୍ଷିଣା ଥାଳିରେ ଦୀପଧରି ଜଣେ ସେବାୟତ ବୁଲୁଥିବା ସମୟରେ ଏହି ଅଘଟଣ ଘଟିଛି । ଦୀପ ନିଆଁ ବାଜି ଯିବାରୁ ନାବାଳଳର ବାମ ହାତ ଫୋଟକା ହୋଇଯାଇଛି । ହେମନ୍ତ କୁମାର ଭୂଇଁଆ ଓ!-->…
Read More...
Read More...
ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟାରେ ନାଟକ “ଗୋଟାଏ କାହାଣୀ’ ମଞ୍ଚସ୍ଥ
ପାରଳାଖେମୁଣ୍ଡି : ସ୍ଥାନୀୟ ଅର୍ବାନ ବ୍ୟାଙ୍କ ପଡିଆ ଠାରେ କ୍ରିଏଟିଭ ଆର୍ଟସ ନାଟ୍ୟ ସଙ୍ଗଠନ ଦ୍ୱାରା ନବମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଅତିଥି ଭାବରେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ବିଶିଷ୍ଟ ଶିଳ୍ପପତି ତିରୁପତି ପାଣିଗ୍ରାହୀ, ବରିଷ୍ଠ ବିଜେଡି!-->…
Read More...
Read More...