Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆକ୍ସନ୍ ମୁଡ୍ରେ ଦଶପଲ୍ଲା ତହସିଲଦାର, ଟ୍ରାକ୍ଟର-ଜେସିବି ଜବତ, ୮୦ ହଜାର ଜରିମାନା
ଦଶପଲ୍ଲା : ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଘୁଗୁଡିପଡା ପଞ୍ଚାୟତର ରାଇମଡ଼ା ଓ ଖଳିଘଟି ନିକଟସ୍ଥ ପାହାଡ଼ରେ ମାତିଛନ୍ତି ପଥର ମାଫିଆ । ଅହରହ ପାହାଡ଼ ତାଡ଼ି ଲୁଟି ଚାଲିଛନ୍ତି ଶହଶହ ଟ୍ରିପ୍ ପଥର । ଉକ୍ତ ଅଞ୍ଚଳ ଦଶପଲ୍ଲା ତହସିଲ ଅଧୀନରେ ରହିଥିବା ବେଳେ ଏହା ଗଣିଆ ବନାଞ୍ଚଳର ପ୍ରମୁଖ ଜଙ୍ଗଲ ।!-->…
Read More...
Read More...
ବାଘୁଆପଶିରେ ଅଗ୍ନିକାଣ୍ଡ, ଦୁଇ ବଖରା ଭସ୍ମୀଭୂତ
ଦଶପଲ୍ଲା : ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଘୋଳାହାଣ୍ଡି ପଂଚାୟତର ବାଘୁଆପଶି ଗ୍ରାମରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ପୂର୍ଣ୍ଣଚନ୍ଦ୍ର ବେହେରାଙ୍କର ଦୁଇ ବଖରା ଘର ଓ ବହୁ ଆସବାବପତ୍ର ପୋଡିଜଳି ଭସ୍ମୀଭୂତ ହୋଇଯାଇଛି । ବିଦ୍ୟୁତ୍ ସର୍ଟସାର୍କିଟ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟି ଥିବାର!-->…
Read More...
Read More...
ଭଏସ ଅଫ ସୁବର୍ଣ୍ଣପୁର ପ୍ରତିଯୋଗିତାରେ ୭୦ବର୍ଷିୟ ଗାୟକ ହେଲେ ପ୍ରଥମ
ସୁବର୍ଣ୍ଣପୁର : ଜିଲ୍ଲାର ଭଏସ ଅଫ ସୁବର୍ଣ୍ଣପୁର କମିଟି ପକ୍ଷରୁ ସ୍ଥାନୀୟ ପୁରୁଣା ଟାଉନ ହଲ ଠାରେ ପଶ୍ଚିମ ଓଡିଶାର ସୁନାମଧନ୍ୟ ଗାୟକ ସ୍ୱର୍ଗତ ଫକିର ପଟ୍ଟନାୟକଙ୍କ ସ୍ମୃତିରେ ଭଏସ ଅଫ୍ ସୁବର୍ଣ୍ଣପୁର ସଙ୍ଗିତ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାରମ୍ଭିକ!-->…
Read More...
Read More...
ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪%ବୃଦ୍ଧି
ଭୁବନେଶ୍ବର : ରାଜ୍ୟ ସରକାର ଶୁକ୍ରବାର ଦିନ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪%ବୃଦ୍ଧି କରିଛନ୍ତି। ଏସଂକ୍ରାନ୍ତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହାଦ୍ବାରା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୪%ରୁ ୩୮%କୁ ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ!-->…
Read More...
Read More...
କଳିଙ୍ଗ ସାହିତ୍ୟ ସମାଜର ସ୍ମୃତି ସମାରୋହ : ଗଳ୍ପକାର ରମେଶ ପଟ୍ଟନାୟକଙ୍କୁ ଦେବରାଜ ସାହୁ ସ୍ମୃତି ସମ୍ମାନ
ଗଞ୍ଜାମ/ବ୍ରହ୍ମପୁର: ଲେଖକଟିଏ ବିବେକର ତାଡ଼ନାରେ ଲେଖେ । ଜୀବନର ପ୍ରତିକୂଳ ପରିସ୍ଥିତି ସହିତ ଲେଖକ ପ୍ରତି ମୁହୂର୍ତ୍ତରେ ଯୁଝୁଥାଏ । ଦୃଶ୍ୟମାନ୍ ଓ ଦୃଶ୍ୟାତୀତ ଅନୁଭବର ଅନ୍ତରଙ୍ଗ କଥାକୁ ଗାଳ୍ପିକ କଥାରୂପ ଦିଏ ବୋଲି ସୁଖ୍ୟାତ କଥାଶିଳ୍ପୀ ରମେଶ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି ।!-->…
Read More...
Read More...
ଜିଲ୍ଲା ପରାମର୍ଶଦାତା କମିଟି ଏବଂ ଜିଲ୍ଲା ଟାସ୍କଫୋର୍ସ ବୈଠକ
ଫୁଲବାଣୀ :କନ୍ୟା ସନ୍ତାନମାନଙ୍କୁ ପରିବାରରେ ବୋଝ ବୋଲି ଭାବୁଥିଲାବେଳେ ପୁଅମାନଙ୍କୁ ସମ୍ପତ୍ତି ବୋଲି ମନେ କରିବା ଭଳି ହୀନ ତଥା ଘୃଣ୍ୟ ମାନସିକତାକୁ ସମାଜରୁ ହଟାଇବା ଉଦ୍ଦେଶ୍ୟରେ ଗର୍ଭଧାରଣ ପୂର୍ବ ଓ ପ୍ରସୂତି ପୂର୍ବ ନିଦାନ କୌଶଳ (ଲିଙ୍ଗ ଚୟନ ନିଷେଧ) ଅଧୂନିୟମ, ୧୯୯୪ ସମ୍ବନ୍ଧୀୟ ଆଲୋଚନା!-->…
Read More...
Read More...
ଅନ୍ତର୍ଜାତୀୟ ଓଡିଶୀ ନୃତ୍ୟ ମହୋତ୍ସବରେ ଅଳ୍ପନା ନାୟକ ଓ ସାଥୀଙ୍କ ନୃତ୍ୟ ପରିବେଷଣ
ଭୁବନେଶ୍ୱର :ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଆଜି ଅନ୍ତର୍ଜାତୀୟ ଓଡିଶୀ ନୃତ୍ୟ ମହୋତ୍ସବ-୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଖ୍ୟାତ ନୃତ୍ୟଶିଳ୍ପୀ ଶ୍ରୀମତି!-->…
Read More...
Read More...
ହକି ବିଶ୍ୱକପ ଟ୍ରଫିକୁ ଗଜପତି ଜିଲ୍ଲାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା
ପାରଳାଖେମୁଣ୍ଡି: ଓଡିଶାରେ ଆସନ୍ତା ଜାନୁୟାରୀ ୧୩ ରୁ ୨୯ ତାରିଖ ପର୍ଯ୍ୟନ୍ତ ବିଶ୍ୱକପ ହକି ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପର ମ୍ୟାଚଗୁଡିକ ଅନୁଷ୍ଠିତ ହେବ । ୧୬ଟି ଦେଶ ଏଥିରେ ପ୍ରତିନିଧିତ୍ୱ କରିବେ । ଟୁର୍ଣ୍ଣାମେଣ୍ଟ କିଭଳି ସଫଳ ହେବ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ!-->…
Read More...
Read More...
ଦୁଇଦିନିଆ ଜିଲ୍ଲା ସ୍ତରୀୟ ଚେସ ତାଲିମ କାର୍ଯ୍ୟକ୍ରମ ଉଦଯାପିତ
ଫୁଲବାଣୀ :-କନ୍ଧମାଳ ଜିଲାରେ ଚେସ ଖେଳକୁ ପ୍ରତ୍ସାହନ ଦେବା ପାଇଁ କନ୍ଧମାଳ ଜିଲ୍ଲା ଚେସ ଏସୋସିଏସନ ପକ୍ଷରୁ ସ୍ଥାନୀୟ ଏଜେ ଓ ହାଇସ୍କୁଲ ପରିସରରେ ଆରମ୍ଭ ହୋଇଥିବା ଦୁଇଦିନିଆ ଜିଲା ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହୋଇଛି । ଉଦଯାପିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା ପରିଷଦ!-->…
Read More...
Read More...
ନବମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦଘାଟିତ
ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡିର ଅଗ୍ରଣୀ ନାଟ୍ୟ ସଂଗଠନ କ୍ରିଏଟିଭ ଆର୍ଟସ ଦ୍ୱାରା ସ୍ଥାନୀୟ ଅର୍ବାନ ବ୍ୟାଙ୍କ ପଡିଆଠାରେ ନବମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ସମାରୋହରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ,!-->…
Read More...
Read More...