Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜ୍ୟପାଳଙ୍କ ସୁବର୍ଣ୍ଣପୁର ଜିଲ୍ଳା ପରିଦର୍ଶନ
ସୁବର୍ଣ୍ଣପୁର: ମାନ୍ୟବର ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସୁବର୍ଣ୍ଣପୁର ଜିଲ୍ଲା ପରିଦର୍ଶନରେ ଆସି ବୀରମହାରାଜପୁର ଠାରେ ଆୟୋଜିତ ଆଞ୍ଚଳିକ ଧନୁ ଯାତ୍ରା ମହୋତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ । ପରେ ପରେ ସୁବର୍ଣ୍ଣପୁର ଜିଲ୍ଳା ମୁଖ୍ୟାଳୟ ସ୍ଥିତ ସର୍କିଟ ହାଉସଠାରେ!-->…
Read More...
Read More...
ପ୍ରଜାତନ୍ତ୍ରରେ ଆମେ ଶହେ ବର୍ଷ ତିଷ୍ଠି ରହିବାର ଅହଙ୍କାର ଅଶୋଭନୀୟ – ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର/ତୁମୁଡିବନ୍ଧ/ବାଣପୁର: ଯେଉଁ ମାଟିରେ ରାଜା ଇନ୍ଦ୍ରଦ୍ୟୁମ୍ନ କହିଥିଲେ ମହାପ୍ରଭୁ ମୋ ମନରେ ଗର୍ବ ଅତ୍ୟନ୍ତ ଦିଅନ୍ତୁ, ମୋ ପରେ ମୋ ବଂଶରେ କେହି ନରହୁ । ଏ ଦାବୀ କରିବା ପାଇଁ ଏ ବଡଦେଉଳ ମୋ ପୂର୍ବଜ ବନେଇଛି । ଆଜି ସେହି ମାଟିରେ ଅପ୍ରଜାତାନ୍ତ୍ରିକ ଉପାୟରେ ଆମେ ଶହେ ବର୍ଷ ତିଷ୍ଠି!-->…
Read More...
Read More...
ମଣ୍ଡେଇ ପଡ଼ିଆକୁ ଆବର୍ଜନା ମୁକ୍ତ କଲେ ମଡେଲ ଡିଗ୍ରୀ କଲେଜର ସ୍ୱେଚ୍ଛାସେବୀ
ନବରଙ୍ଗପୁର:- ଆଜି ନୂତନ ମଣ୍ଡେଇ ପଡିଆରେ ପଡ଼ି ରହିଥିବା ଅଜସ୍ର ପ୍ଲାଷ୍ଟିକ ଜରି, ଏକକ ବ୍ୟବହାର ଗ୍ଲାସ, କପ୍, କାଗଜ ଖଣ୍ଡ ତଥା ଅନ୍ୟାନ୍ୟ ବର୍ଜ୍ୟ ବସ୍ତୁକୁ ସଫେଇ କରିଛନ୍ତି ମଡେଲ ଡିଗ୍ରୀ କଲେଜର ଶତାଧିକ ସ୍ୱେଚ୍ଛାସେବୀ । ଏଥିରେ ସାମିଲ୍ ହୋଇଥିଲେ ସାନ ମସିଗାଁ ମେଡିକାଲର ପାଖାପାଖି!-->…
Read More...
Read More...
ଶେଷ ଦିନରେ ୨ ଦଳର ନାମାଙ୍କନପତ୍ର ଦାଖଲ; ବିଜେଡିରୁ ସିଦ୍ଧେଶ୍ୱରି, କଂଗ୍ରେସରୁ କୁଞ୍ଜବିହାରୀ
ଘୁ.ଉଦୟଗିରି:- ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର ୬ ନମ୍ୱର ୱାର୍ଡ଼ କାଉନସିଲର ନିମନ୍ତେ ହେବାକୁ ଥିବା ଉପନିର୍ବାଚନରେ ଆଜି ଶେଷ ଦିନରେ ଶାସକ ଦଳ ବିଜେଡି ତରଫରୁ କାଉନସିଲର ଆସନ ନିମନ୍ତେ ଆଶାୟୀ ପ୍ରାର୍ଥୀନୀ ଶ୍ରୀମତୀ ସିଦ୍ଧେଶ୍ୱରି ନାୟକ, ଘୁ.ଉଦୟଗିରି ବିଜେଡି ନଗର ସଭାପତି ଗୋପାଳ!-->…
Read More...
Read More...
ମୁଖ୍ୟ ଶାସନ ସଚିବଙ୍କ ପୁରୀ ଜିଲ୍ଲା ଗସ୍ତ ଓ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ସମୀକ୍ଷା
ଭୁବନେଶ୍ୱର:ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ପୁରୀ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ସ୍ୱତନ୍ତ୍ର ପ୍ରଦକ୍ଷଣଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାରେ ଯାରି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଅଗ୍ରଗତି!-->…
Read More...
Read More...
କଥାକାର ରଞ୍ଜନ ପ୍ରଧାନଙ୍କୁ ମୃତ୍ୟୁଞ୍ଜୟ ରଥ ଗଳ୍ପ ସମ୍ମାନ
ଫୁଲବାଣୀ: କଥାକାର ତଥା ସାମ୍ବାଦିକ ଡ. ରଞ୍ଜନ ପ୍ରଧାନଙ୍କୁ ଚଳିତ ବର୍ଷର ସମ୍ମାନଜନକ ନିମାପଡା ସାହିତ୍ୟ ସଂସଦ ପକ୍ଷରୁ ‘ମୃତ୍ୟୁଞ୍ଜୟ ରଥ ଗଳ୍ପ ସମ୍ମାନ-୨୦୨୨’ ପ୍ରଦାନ କରାଯାଇଛି । ଭୁବନେଶ୍ୱରର ଗୀତଗୋବିନ୍ଦ ସଦନ ପରିସରରେ ନିମାପଡା ସାହିତ୍ୟ ସଂସଦର ନବମ ବାର୍ଷିକ ଉତ୍ସବ ଅବସରରେ ଡ.!-->…
Read More...
Read More...
ରତ୍ନ ଭଣ୍ଡାର ଚାବି, ଆୟୁଷ୍ମାନ ଭାରତକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ
ବାଲିଗୁଡ଼ା:ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିନିକିଆ କନ୍ଧମାଳ ଗସ୍ତ ଆଜି କରିଥିଲେ । ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ତୁମୁଡ଼ିବନ୍ଧ ମିନି ଷ୍ଟାଡିୟମରେ ଦିନ ୩ଟା ସମୟରେ ହେଲିକପ୍ଟର ଯୋଗେ ପହଁଚି ପ୍ରଥମେ ଏକ ସାଧାରଣ!-->…
Read More...
Read More...
ତିଲେଶ୍ୱର କପ ୨୦୨୨ର ଉଦ୍ଯାପିତ,ଜାଗା ୟୁନାଇଟେଡ଼ ଭୁବନେଶ୍ୱର ଚାମ୍ପିୟନ
ହରଭଙ୍ଗା : ହରଭଙ୍ଗା ବ୍ଲକ ତିଲେଶ୍ୱର ଫକୀର ଚରଣ ଖେଳ ପଡିଆରେ ତିଲେଶ୍ୱର ଫ୍ରେଣ୍ଡସ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ୨୦୨୨ତିଲେଶ୍ୱର କପର ଆଜି ଅନ୍ତିମ ଦିବସ ବା ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଫାଇନାଲରେ ବିଏସଏସ ଫୁଟବଲ କ୍ଳବ ଭଦ୍ରକ ଓ ଜାଗା ୟୁନାଇଟେଡ଼ ଫୁଟବଲ କ୍ଳବ ଭୁବନେଶ୍ୱର!-->…
Read More...
Read More...
ଯୁବ ଆଇନଜୀବୀଙ୍କ ବିୟୋଗ, ଅଞ୍ଚଳରେ ଶୋକର ଛାୟା
କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁର ଯୁବ ଆଇନଜୀବୀ ତଥା କୋକସରା ବାର ଆସୋସିଏସନର ସମ୍ପାଦକ ଗଗନ ବିହାରୀ ମହାନନ୍ଦଙ୍କ ବୁଧବାର ବିୟୋଗ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୫ ବର୍ଷ ବୟସ ହୋଇଥିଲା । କିଛି ମାସ ହେଲା ସେ ଅସୁସ୍ଥ ରହି ମେଡିକାଲରୁ ଆସି ଶ୍ୱଶୁର ଘରେ ରହିଥିଲେ ।!-->…
Read More...
Read More...
ବଲାଙ୍ଗୀର ଉଡାନ୍ ମିଟ୍-୨୦୨୨ରେ ମହାମହିମ ରାଜ୍ୟପାଳ,ଏକତା ଓ ସମନ୍ୱୟ ବିକାଶ ମାର୍ଗରେ ଆମକୁ ନେବ
ବଲାଙ୍ଗୀର: ଉଡାନ୍ ମିଟ୍ ୨୦୨୨କୁ ଉଦଘାଟନ କରିଛନ୍ତି ମହାମହିମ ରାଜ୍ୟପାଳ ପ୍ରଫେସର ଶଣେଶୀ ଲାଲ । ବଲାଙ୍ଗୀର ରୋଟାରି କ୍ଳବ୍ ଅଫ୍ ଏଲାଇଟ୍ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ରାଜ୍ୟପାଳ । ଉଦଘାଟନ ପରେ ସଭାପତି ରିଙ୍କୁ ପାତ୍ରଙ୍କ ପରିଚାଳନାରେ!-->…
Read More...
Read More...