Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଶ୍ୱ କପ୍ ହକି ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ
ଭୁବନେଶ୍ୱର,:ଓଡିଶାରେ ଆୟୋଜିତ ହେଉଥିବା ହକି ବିଶ୍ୱକପ୍ ଲାଗି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ , ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ଚେନ୍ନାଇ ଠାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ.ଷ୍ଟାଲିନ୍ଙ୍କୁ ସାକ୍ଷାତ କରି ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଆନୁଷ୍ଠାନିକ ଭାବେ!-->…
Read More...
Read More...
ତିଲେଶ୍ୱର କପ୍ : ଆଜି ଫାଇନାଲରେ ଭୁବନେଶ୍ୱରକୁ ଭେଟିବ ଭଦ୍ରକ
ହରଭଙ୍ଗା :ହରଭଙ୍ଗା ବ୍ଲକ ତିଲେଶ୍ୱର ଫକୀର ଚରଣ ଖେଳ ପଡିଆରେ ତିଲେଶ୍ୱର ଫ୍ରେଣ୍ଡସ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ୨୦୨୨ତିଲେଶ୍ୱର କପର ଷଷ୍ଠ ଦିନରେ ବିଏସଏସ ଫୁଟବଲ କ୍ଳବ ଭଦ୍ରକ ସହିତ ସାଇ ସ୍ପୋଟିଙ୍ଗ ବଲାଙ୍ଗୀର ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଖେଳ ହୋଇଥିଲା ଏବଂ ୨-୧ଗୋଲରେ ଭଦ୍ରକ ବିଜୟୀ ହୋଇ!-->…
Read More...
Read More...
ଏନକାଉଣ୍ଟରରେ ତିନି ଆତଙ୍କବାଦୀ ନିହତ
ନୂଆଦିଲ୍ଲୀ: ବୁଧବାର ସକାଳେ ଜାମ୍ମୁ-କାଶ୍ମୀରର ସିଧରା ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଘଟଣାରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଗୋଟିଏ ଦିନ ପୂର୍ବେ ଉଧମପୁର ଜିଲ୍ଲାରେ ୧୫ କିଲୋଗ୍ରାମର ବିସ୍ଫୋରକ ନିଷ୍କ୍ରିୟ କରାଯାଇଥିଲା।
ପୋଲିସ୍ ଅନୁଯାୟୀ,!-->!-->!-->…
Read More...
Read More...
ଆଜି ରାତିରୁ ଶୀତ ବଢ଼ିବ, ୩୧ରେ ପୁଣି କମିବ
ଭୁବନେଶ୍ଵର : ବୁଧବାର ରାତିରୁ ଶୀତ ବଢ଼ିବ । ବହୁ ସ୍ଥାନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ । ଉତ୍ତର ଆଭ୍ୟନ୍ତରରେ ସବୁଠାରୁ ଅଧିକ ଶୀତ ରହିବ । ତେବେ ୩୧ ରାତିରେ ଶୀତ ପୁଣି କମିବବୋଲି ପୂର୍ବାନୁମାନ କରାଯାଇଛି । ସେପଟେ ୮ଟି ଜିଲ୍ଲାରେ ଅସ୍ୱାଭାବିକ ରାତି ତାପମାତ୍ରା!-->…
Read More...
Read More...
ଆନ୍ତର୍ଜାତୀୟ ସ୍କୁବା ଡ୍ରାଇଭରଙ୍କୁ ସମ୍ବର୍ଦ୍ଧନା
ପୁରୀ : ପୁରୀର ଆନ୍ତର୍ଜାତୀୟ ସ୍କୁବା ଡ୍ରାଇଭର ହ୍ୟାରି ରାଓ ଏବଂ ସୋଆ ବିଶ୍ୱ ବିଦ୍ୟାଳୟର ଆଇନ ଛାତ୍ର ତଥା ଅନ୍ୟତମ ଆନ୍ତର୍ଜାତୀୟ ସ୍କୁବା ଡ୍ରାଇଭର ଓ ସ୍ୱୀମର ଶୋଭନ ମହାନ୍ତିଙ୍କୁ ଏମଟିଜି ଗ୍ରୁପ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଗ୍ରୁପ୍ ର ସଭାପତି ଜଗନ୍ନାଥ ସାହୁ, ସମ୍ପାଦକ ସରୋଜ!-->…
Read More...
Read More...
ଜାତୀୟ ଗ୍ରାହକ ଦିବସ ପାଳିତ
ପାରଳାଖେମୁଣ୍ଡି : ଗଡସ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବୈଧ ମାପ ବିଜ୍ଞାନ ବିଭାଗ ଗଜପତିଙ୍କ ମିଳିତ ଆନୁକୂଲ୍ୟରେ କାଶୀ ନଗର ବ୍ଳକ ପୁରୁଟି ଗୁଡା ଗ୍ରାମଠାରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ନେଇ ଜାତୀୟ ଗ୍ରାହକ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଦୁର୍ଯ୍ୟୋଧନ ପଟେଲ!-->…
Read More...
Read More...
୧୯୯୨ ବ୍ୟାଚ +୩ କଳା ବିଭାଗର ବନ୍ଧୁ ଓ ପରିବାର ମିଳନ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ ଅଧ୍ୟୟନ ରତ ୧୯୯୨ ବ୍ୟାଚ +୩ କଳା ବିଭାଗର ପ୍ରଥମ ବନ୍ଧୁ ଓ ପରିବାର ମିଳନ ଉତ୍ସବ ବାରଖମା ସ୍ଥିତ ଏକ ଫାର୍ମ ହାଉସରେ ଆୟୋଜିତ ହୋଇଯାଇଛି । ଏହି ଉତ୍ସବରେ ପାଖାପାଖି ୩୦ଟି ପରିବାରର ୧୦୦ ଜଣ ସଦସ୍ୟ ଯୋଗ ଦେଇଥିଲେ ।!-->…
Read More...
Read More...
କିଶୋରାବସ୍ଥାର ସ୍ୱାସ୍ଥ୍ୟ ଓ ବିକାଶର ଅଧିକାର ସଂପର୍କରେ ଜ୍ଞାନ ଆଦାନ ପ୍ରଦାନ କର୍ମଶାଳା
ବଲାଙ୍ଗୀର: ୱାଇସିଡିଏ ବାଉଁଶୁଣୀର ଆୟୋଜନରେ ତଥା ଅଜିମ ପ୍ରେମଜୀ ଫାଉଣ୍ଡେସନର ସହଯୋଗରେ କିଶୋରାବସ୍ଥାର ସ୍ୱାସ୍ଥ୍ୟ ଓ ବିକାଶର ଅଧିକାର ସଂପର୍କରେ ଜ୍ଞାନ ଆଦାନ ପ୍ରଦାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ହୋଟେଲ ତ୍ରିବେଣୀର ସଭାକକ୍ଷରେ ଆୟୋଜିତ ଏହି କର୍ମଶାଳାର ଉଦଘାଟନୀ କାର୍ଯ୍ୟକ୍ରମରେ!-->…
Read More...
Read More...
୧୪ ଅନାଥ ଶିଶୁଙ୍କୁ ଏସ୍ଓଏସ୍ ଗ୍ରାମକୁ ପଠାଇଲା ଜିଲ୍ଲା ପ୍ରଶାସନ
ପାରଳାଖେମୁଣ୍ଡି : ୫-ଟି ଅନ୍ତର୍ଗତ ଅନାଥ ଶିଶୁଙ୍କ ଚିହ୍ନଟକରଣ ବେଳେ ଜିଲାରେ ୫୨୫ ଶିଶୁ ପିତାମାତାଙ୍କୁ ହରାଇଥିବା ବେଳେ ୫୮୯ ଜଣ ଶିଶୁଙ୍କ ପିତା ମୃତ୍ୟୁ ବରଣ କରିଥିବା ବେଳେ ସେମାନଙ୍କର ମାତା ଦ୍ୱିତୀୟ ବିବାହ କରିଥିବାହେତୁ ଶିଶୁ ମାନେ ଅନାଥ ଜୀବନ କଟାଉଥିଲେ । ଏହା ସର୍ଭେ ବେଳେ!-->…
Read More...
Read More...
ରାଜ୍ୟ କ୍ୟାବିନେଟ ବୈଠକରେ ୧୭ଟି ପ୍ରସ୍ତାବ ଉପରେ ମୋହର
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୭ଟି ପ୍ରସ୍ତାବ ଉପରେ ମୋହର ଲାଗିଥିବାର ସୂଚନା ମିଳିଛି । ସୂଚନା ଅନୁଯାୟୀ, ୟୁପି ସ୍କୁଲ ଶିକ୍ଷକଙ୍କ ଗ୍ରାଣ୍ଟ-ଇନ୍-ଏଡ୍ ଅବଧି ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।!-->…
Read More...
Read More...