Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶେଷ ଦିନିକିଆ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ, ଏହି ଖେଳାଳି ସାମିଲ ହେଲେ
ଢାକା: ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆ ପାଇଁ ବୋର୍ଡ ଅଫ କଣ୍ଟ୍ରୋଲ ଫର୍ କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ଟିମ ଇଣ୍ଡିଆରେ କିଛି ପରିବର୍ତ୍ତନ କରିଛି। ଆହତ କାରଣରୁ ନିୟମିତ ଅଧିନାୟକ ରୋହିତ ଶର୍ମା, ଦ୍ରୁତ ବୋଲର ଦୀପକ ଚହର ଏବଂ କୁଲଦୀପ ସେନଙ୍କୁ ତୃତୀୟ ଦିନିକିଆରୁ ବାଦ ଦିଆଯାଇଛି।!-->…
Read More...
Read More...
ଗଜପତି: ୫ ଦଫା ଦାବି ନେଇ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକଙ୍କ କଳାବ୍ୟାଜ ପରିଧାନ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ଥିବା ଜିଲ୍ଲାସ୍ତରୀୟ ମୁଖ୍ୟ ଡାକ୍ତରଖାନାରେ କାର୍ଯ୍ୟରତ ପୁରୁଷ, ମହିଳା ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ଓ ପରିଦର୍ଶିକାଙ୍କ ପକ୍ଷରୁ ୫ ଦଫା ଦାବିରେ ଗତ ୭ ତାରିଖ ଠାରୁ କଳାବ୍ୟାଜ ପରିଧାନ କରି କାର୍ଯ୍ୟ!-->…
Read More...
Read More...
ଗୋଷାଣୀ ବ୍ଲକସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଗୁରାଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରଦର୍ଶନୀରେ ଗୋଷାଣୀ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ପ୍ରାୟ ୫୦ରୁ!-->…
Read More...
Read More...
ପ୍ରାଥମିକ ଶିକ୍ଷକ ଓ ଗଣ ଶିକ୍ଷକଙ୍କ ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ
ପାରଳାଖେମୁଣ୍ଡି : ସ୍ଥାନୀୟ ବ୍ଳକ ଶିକ୍ଷକ ସଂଘ ପକ୍ଷରୁ ବ୍ଳକ କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ବେହେରାଙ୍କ ତତ୍ୱାବଧାନରେ ଏକ ବିରାଟ ଶୋଭାଯାତ୍ରାରେ ସରକାରୀ ହାଇସ୍କୁଲ ପଡ଼ିଆରୁ ବାହାରିଥିଲେ । ଶିକ୍ଷକମାନେ ହାତରେ ପ୍ଲାକାର୍ଡ ଧରି ନାରାବାଜି କରି ମୋହନା ମୁଖ୍ୟ ସଡ଼କର ପ୍ରତ୍ୟେକ ଛକରେ!-->…
Read More...
Read More...
ପଦ୍ମପୁର ବିଜୟ ଉତ୍ସବ ପାଳିଲା ଜିଲ୍ଲା ବିଜେଡି
ସମ୍ବଲପୁର : ପଦ୍ମପୁର ଉପନିର୍ବାଚନରେ ବିଜୁ ଜନତା ଦଳର ଐତିହାସିକ ବିଜୟ ଅବସରରେ ସମ୍ବଲପୁର ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଦଳୀୟ କର୍ମୀ ଓ ନେତୃବୃନ୍ଦଙ୍କ ଉପସ୍ଥିତିରେ ହର୍ଷ ଉଦ୍ଦୀପନା ମଧ୍ୟରେ ଆତିସବାଜି ଓ ମିଷ୍ଠାନ୍ନ ବଣ୍ଟନ କରି ବିଜୟ ଉତ୍ସବ ପାଳନ କରାଯାଇଥିଲା । ବିଜୁ ଜନତା!-->…
Read More...
Read More...
ଶ୍ରମ ଆଇନ୍ ସଚେତନତା ସମ୍ପର୍କିତ ଶ୍ରମିକ ସମ୍ମିଳନୀ
ଦଶପଲ୍ଲା : କଳିଙ୍ଗ ଲୋଡିଂ ଆଣ୍ଡ ଅନ୍ ଲୋଡିଂ ୱାର୍କର୍ସ ୟୁନିୟନ ଓ ନୟାଗଡ଼ ଜିଲ୍ଲା ଶ୍ରମିକ ମହାସଂଘ ସହଯୋଗରେ ଆଜି ଦଶପଲ୍ଲା ଆର୍ସିଏମ୍ଏସ୍ ପରିସରରେ ଏକ ଶ୍ରମ ଓ ଶ୍ରମିକ ଆଇନ୍ ସଚେତନତା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ପ୍ରଥମାର୍ଦ୍ଧରେ!-->…
Read More...
Read More...
ରୋହିତଙ୍କ ସ୍ଥାନରେ ଈଶ୍ୱରନ୍ !
ନୂଆଦିଲ୍ଳୀ: ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ସ୍ଥାନ ନେବେ ଅଭିମନ୍ୟୁ ଈଶ୍ୱରନ୍। ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଶର୍ମାଙ୍କ ହାତରେ ଆଘାତ ଲାଗିଥିବା ବେଳେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଦଳରୁ ସେ ବାଦ୍ ପଡିଛନ୍ତି। ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଆଘାତ!-->…
Read More...
Read More...
ମାନବିକତା ଦେଖାଇଲେ ପୁରୀ ଆରଟିଓ
ପୁରୀ: ଗତକାଲି ବିଳମ୍ବିତ ରାତିରେ ପୁରୀ ରୋଡ଼ ମଙ୍ଗଳାହାଟ କ୍ରସିଂ ଦେଇ ଦ୍ରୁତ ଗତିରେ ଆସୁଥିବା ଗୋଟାଏ ପାସେଞ୍ଜର ଅଟୋ ରିକ୍ସା ଭାରସାମ୍ୟ ହରାଇ ଓଲଟି ପଡି ଥିବାରୁ ଗାଡିର ଡ୍ରାଇଭରଙ୍କ ସମେତ ଆଉ ଜଣେ ପାସେଞ୍ଜରଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିଲା । ଘଟଣା ସ୍ଥଳରେ ପୋଲିସ ଏନ୍ଫୋର୍ସମେଣ୍ଟ!-->…
Read More...
Read More...
୮୨ ଗ୍ରାମ ବ୍ରାଉନ ସୁଗାର ଜବତ, ଅଭିଯୁକ୍ତ ଗିରଫ
ପୁରୀ: ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ନିମାପଡା ଅବକାରୀ ଥାନା ଅଧିକାରିଣୀ ମମତା କୁମାରୀ ଦାସଙ୍କ ନେତୃତ୍ୱରେ ଏକ ଟିମ ନିମାପଡା ଥାନା ଅଧୀନ ରେଞ୍ଚ ଶାସନଛକ ଠାରେ ଚଢ଼ାଉକରି ସୂର୍ଯ୍ୟ ନାରାୟଣ କାଣ୍ଡି (୪୦)ଙ୍କୁ ଗିରଫ କରିଛନ୍ତି । ତାଙ୍କ ଠାରୁ!-->…
Read More...
Read More...
ଖପ୍ରାଖୋଲ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ କଳା ବ୍ୟାଜ୍ ପିନ୍ଧି ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତିବାଦ
ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ୍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟ କର୍ମୀମାନେ କଳା ବ୍ୟାଜ୍ ପିନ୍ଧି ଗୁରୁବାର ପ୍ରତିବାଦ କରିଥିବା ଦେଖାଦେଇଛି । ୫ ଦଫା ଦାବିରେ ସ୍ୱାସ୍ଥ୍ୟ କର୍ମୀମାନେ ପୂର୍ବରୁ ଦାବୀପତ୍ର ଦେଇଥିଲେ ମଧ୍ୟ ସରକାର ଦାବୀ ପୂରଣ କରିନଥିବାରୁ ତାର ପ୍ରତିବାଦରେ କଳା!-->…
Read More...
Read More...