Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଜାମିନ
ମୁମ୍ବାଇ : କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଦ୍ୱାରା ଦାଖଲ ହୋଇଥିବା ଦୁର୍ନୀତି ମାମଲାରେ ସୋମବାର ବମ୍ବେ ହାଇକୋର୍ଟ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଡିସେମ୍ବର ୮ରେ ଫଇସଲା ସଂରକ୍ଷଣ କରିବା ପରେ ଜଷ୍ଟିସ ଏମଏସ କର୍ନିକ ଏହି ରାୟ!-->…
Read More...
Read More...
ସରସ୍ୱତୀ ଶିଶୁ ମନ୍ଦିର ନବରଙ୍ଗପୁରର ବାର୍ଷିକ କ୍ରୀଡା
ନବରଙ୍ଗପୁର,୧୨/୧୨:- ନବରଙ୍ଗପୁର ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ କ୍ରୀଡା ପ୍ରତିଯୋଗିତା ନବରଙ୍ଗପୁର କଲେଜ ପଡିଆ ଠାରେ ଆରମ୍ଭ ହୋଇଥଲା । ଏଥିରେ ଶିଶୁ ବାଟିକା, ଶିଶୁ ମନ୍ଦିର ଓ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନୂଆଗଡର ସମସ୍ତ ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ଶିଶୁ ବାଟିକାର!-->…
Read More...
Read More...
ଆଦିବାସୀ ଛାତ୍ରାବାସ କାର୍ଯ୍ୟକ୍ଷମ ନିମନ୍ତେ ଦାବିପତ୍ର ପ୍ରଦାନ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମ ଠାରେ ଥିବା ମୀନକେତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରାବାସ କାର୍ଯ୍ୟକ୍ଷମ ନିମନ୍ତେ ଦାବିପତ୍ର ପ୍ରଦାନ କରାଯାଇ ଥିବାର ଦେଖିବାକୁ ମିଳିଛି । ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆଦିବାସୀ ଛାତ୍ରମାନେ ଏକତ୍ରିତ!-->…
Read More...
Read More...
ବିଧାୟିକା ଭାବେ ଶପଥ ନେଲେ ବର୍ଷା ସିଂ ବରିହା
ଭୁବନେଶ୍ୱର: ଆଜି ପଦ୍ମପୁରର ନବନିର୍ବାଚିତ ବିଧାୟିକା ଭାବେ ଶପଥ ନେଲେ ବର୍ଷା ସିଂ ବରିହା । ବିଧାନସଭାରେ ବର୍ଷାଙ୍କୁ ଶପଥ ପାଠ କରାଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।ଶ୍ରୀମତୀ ସିଂହ ବରିହା ପଦ୍ମପୁର ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳ ତ୍ରିଲୋଚନ ପାତ୍ରଙ୍କଠାରୁ ପାଇଥିବା ବିଜୟୀ!-->…
Read More...
Read More...
ନିଶାଶକ୍ତ ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ
ମାଥିଲି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ହଳଦୀକୁଣ୍ଡ ଗାଁରେ ଅଭାବନୀୟ ଘଟଣା । ନିଶାଶକ୍ତ ପୁଅର ଟାଙ୍ଗିଆ ଚୋଟରେ ବାପାଙ୍କର ମୃତ୍ୟୁ ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ହଳଦୀକୁଣ୍ଡ ଗାଁର ଗୁଜା କଓ୍ୱାସୀ ଓ ତାଙ୍କ ପୁଅ ଲକ୍ଷ୍ମୀ କବାସୀ ଘରେ!-->!-->!-->…
Read More...
Read More...
“ଟୁର ଡି କଳିଙ୍ଗ’ର ସାଇକେଲ ଯାତ୍ରା
ପୁରୀ : ରୁଟସ ଅଫ ଓଡ଼ିଶା ଫାଉଣ୍ଡେସନ ପକ୍ଷରୁ ହାଇ ଫାଇଭ ସୋସିଆଲ ଇନୋଭେସନ, ମିଶନ ଓଡ଼ିଶା ସହଯୋଗରେ ଚଳିତ ମାସ ୧୧ ତାରିଖରୁ ଆରମ୍ଭ ହୋଇଛି ଟୁର ଡି କଳିଙ୍ଗର ଚତୁର୍ଥ ସଂସ୍କରଣ । ପରିବେଶ ସୁରକ୍ଷା, ବିଶ୍ୱ ତାପାୟନ ଓ ଡ୍ରଗସ ଅପବ୍ୟବହାର ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି!-->…
Read More...
Read More...
ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ
ଭୁବନେଶ୍ୱର : ଚଳିତ ମାସ ୨୦ ତାରିଖ ବେଳକୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧିବା ସମ୍ଭାବନା ରହିଥିବା ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି; କିନ୍ତୁ ସମ୍ଭାବ୍ୟ ଲଘୁଚାପ ଗତିବିଧି ଏବଂ କେଉଁ ରାଜ୍ୟ ଉପରେ ପ୍ରଭାବ ପକାଇବ ସେ ନେଇ କୌଣସି!-->…
Read More...
Read More...
ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ଦଶମ ସମାବର୍ତ୍ତନ ଉତ୍ସବ
ପାରଳାଖେମୁଣ୍ଡି: କୌଶଳଭିତ୍ତିକ ଶିକ୍ଷାପ୍ରଦାନ କ୍ଷେତ୍ରରେ ଦେଶରେ ସର୍ବଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଧ୍ୟକ୍ଷତାରେ ତଥା ଗେଷ୍ଟ ଅଫ୍ ଅନର, ପ୍ରଫେସର ଆଇଏନ୍ ମାର୍ଟିନ, କୁଳପତି, ଡେକିନ୍ ୟୁନିଭରସିଟି,!-->…
Read More...
Read More...
କୁଇ ଭାଷାର ମାନ୍ୟତା ଦାବି
ଫୁଲବାଣୀ:କନ୍ଧମାଳ ଜିଲ୍ଲା ସ୍ଥାନୀୟ ସେନାପତି ରେସିଡେନିସ ଠାରେ ତିନି ଦିନିଆ କୁଇ ଲିପି ପ୍ରଦର୍ଶନୀ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । କୁଇ ଲିପିର ସ୍ୱୀକୃତି ପାଇଁ ବିଧାୟକ ଭାବେ ଯଥା ସମ୍ଭବ ଉଦ୍ୟମ କରିବେ ବୋଲି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଓ ଜି. ଉଦୟଗିରି ବିଧାୟକ ସାଲୁଗା!-->…
Read More...
Read More...
ସୁଙ୍ଗୁଡା଼ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଚଣ୍ଡିଖୋଲ : ବଡଚଣା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଚଣ୍ଡିଖୋଲ ଖେଳ ପଡିଆଠାରେ ଚଳିତ ମାସ ୩ ତାରିଖରୁ ଅନୁଷ୍ଠିତ ହୋଇଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ବିଭିନ୍ନ ଜିଲ୍ଲାର କ୍ରିକେଟ ଟିମ ଅଂଶ ଗ୍ରହଣ କରିଥିଲେ । ଆଜି ଶେଷ ଦିବସରେ ଫାଇନାଲ ମ୍ୟାଚ ଖଙ୍କିରା ଢେଙ୍କାନାଳ ସହ!-->…
Read More...
Read More...