Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୫-ଟି ରେ ସାମିଲ୍ ହେବ ସାତପାଟଣା ଉଚ୍ଚ ବିଦ୍ୟାଳୟ
ଦଶପଲ୍ଲା : - ୫ ଟି ରେ ସାମିଲ୍ ହେବ ସାତପାଟଣା ଉଚ୍ଚ ବିଦ୍ୟାଳୟ । ଆଦିବାସୀ ଅଧ୍ୟୁଷିତ ଦଶପଲ୍ଲା ବ୍ଲକ୍ରେ ଶିକ୍ଷାର ବିକାଶ ନିମନ୍ତେ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଅନେକ ବିଦ୍ୟାଳୟକୁ ୫-ଟିରେ ସାମିଲ କରାଯାଇ ଅତ୍ୟାଧୁନିକ ଶିକ୍ଷା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି ।!-->…
Read More...
Read More...
ଆମ ଆଦମୀ ପାର୍ଟିର ବୈଠକ: ଦୁର୍ନୀତିମୁକ୍ତ ସରକାର ଗଠନ ପାଇଁ ପ୍ରୟାସ
ଫୁଲବାଣୀ : ରାଜ୍ୟରେ ଏକ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ସରକାର ଗଠନ କରିବାପାଇଁ ଆମ ଆଦମୀ ପାର୍ଟିରେ ସାମିଲ ହୋଇ ସଂଗଠନକୁ ସୁଦୃଢ଼ କରିବା ପାଇଁ ରବିବାର ଫୁଲବାଣୀ ସ୍ଥିତ ଗାନ୍ଧୀ ସ୍ମୃତି ଭବନ ଠାରେ ଆୟୋଜିତ କର୍ମୀ ସମ୍ମିଳନୀରେ ଯୋଗଦେଇ ରାଜ୍ୟ ଆବାହକ ନିଶିକାନ୍ତ ରଥ ଆହ୍ୱାନ ଦେଇଛନ୍ତି!-->…
Read More...
Read More...
୭୦ ଗ୍ରାମ ବ୍ରାଉନ ସୁଗାର ଜବତ
ପୁରୀ: ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ମୋବାଇଲ ସ୍କ୍ୱାଡର ଉପ-ନିରିକ୍ଷକ ସିଦେ୍ଧଶ୍ୱର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସାମ୍ନାରେ ଭିଆଇପି ରୋଡ ଠାରେ!-->…
Read More...
Read More...
ଦ୍ୱିତୀୟ ଗନ୍ଧରାଡ଼ି ଲୋକ କଳା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ
ଜହ୍ନାପଙ୍କ:ବୌଦ୍ଧ ବ୍ଳକ ଲଷ୍ମୀପ୍ରସାଦ ପଂଚାୟତ ଐତିହାସିକ ହରହରୀଙ୍କ ଯୁଗ୍ମ ପୀଠ ଚାରିଶମ୍ଭୁ ମନ୍ଦିର ପ୍ରାଙ୍ଗଣରେ ଗନ୍ଧରାଡି ଲୋକ କଳା ମହୋତ୍ସବ କମିଟିର କାର୍ଯ୍ୟକାରୀ କମିଟିର ବୈଠକ ସଭାପତି ଅଶୋକ କୁମାର ସାହୁ ସଭାତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସମ୍ପାଦକ ଶମ୍ଭୁ ଗିରି ପୂର୍ବ ସଭାର!-->…
Read More...
Read More...
ସ୍କୁଟିକୁ ଘୋଷାଡି ନେଲା କାର, ବାପା-ପୁଅ ଆହତ
ଘୁ .ଉଦୟଗିରି: ଆଜି ବେପରୁଆ ଗାଡ଼ି ଚାଳନା ଫଳରେ ସ୍ଥାନୀୟ ଗାନ୍ଧୀ ଛକଠାରେ ଏକ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ଗାନ୍ଧୀ ଛକଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଓଆର-୦୨ ଜେଡ-୩୨୭୧ ନମ୍ବର ଏକ କାର ଓଡି ୧୨ ୮୬୭୯ ନମ୍ବର ସ୍କୁଟିକୁ ଧକ୍କା ଦେବା ପରେ ସ୍କୁଟିକୁ ପ୍ରାୟ ୧୫ ମିଟର ପର୍ଯ୍ୟନ୍ତ!-->…
Read More...
Read More...
ହରଭଙ୍ଗା ମହୋତ୍ସବ ଜାନୁଆରୀ ୨୭ରୁ, ସରସ ,ସୁନ୍ଦର କରିବାକୁ ଅଂଟାଭିଡିଲେ ଉଦ୍ୟୋକ୍ତା
ବୌଦ୍ଧ/ହରଭଙ୍ଗା;୧୧/୧୨- ବୌଦ୍ଧଜିଲ୍ଲାର ଅନ୍ୟ ଏକ ଐତିହ୍ୟ ସଂପନ୍ନ ଗ୍ରାମ ହରଭଙ୍ଗା । ଏହାର ପାଣି, ପବନ, କଳା,ସଂସ୍କୃତିକୁ ପୁନଃ ଉଦଜୀବିତ କରିବା ପାଇଁ ବର୍ଷର ଶେଷ ମାସରେ ହରଭଙ୍ଗା ମହୋତ୍ସବର ପରିକଳ୍ପନା ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି । ଆସନ୍ତା ୨୭ ଜାନୁୟାରୀ ୨୦୨୩ରେ ନୂତନ ବର୍ଷର!-->…
Read More...
Read More...
ସିଉନୀରେ କାର ଦୁର୍ଘଟଣା; ଜଣେ ମୃତ,୨ ଗୁରୁତର
କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରାଜପଥ ସିଉନୀ ଗ୍ରାମ ସ୍କୁଲ ନିକଟ ବୁଲାଣିରେ ଭାରସାମ୍ୟ ହରାଇ ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏଥିରେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି ।ସୂଚନା ଅନୁଯାୟୀ!-->…
Read More...
Read More...
ଯୁବକଙ୍କୁ ଇଟାରେ ଛେଚି ନିର୍ମମ ହତ୍ୟା
ଦେବଗଡ : ଯୁବକଙ୍କୁ ଇଟାରେ ଛେଚି ନିର୍ମମ ହତ୍ୟା । ଯୁବକଙ୍କୁ ହତ୍ୟା ପରେ ଶବକୁ ଜଙ୍ଗଲରେ ପୋତିଦେଲେ ଅଭିଯୁକ୍ତ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଖବର ଅନୁଯାୟୀ, ଦେବଗଡ଼ ଆଦର୍ଶ ଥାନା ଅନ୍ତର୍ଗତ ଉଟୁଣିଆମୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । କୌଣସି କାରଣରୁ ଜଣେ!-->…
Read More...
Read More...
ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିଛି : ଅରୁଣ ସାହୁ
ଦଶପଲ୍ଲା : ନୂଆଗାଁ ବ୍ଲକ ଅନ୍ତର୍ଗତ ଚାହାଳି ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଆଜିର ଦ୍ୱିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ନୟାଗଡ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଦଶପଲ୍ଲା ବିଧାୟକ!-->…
Read More...
Read More...
ସୋମବାର ସତ୍ୟାଗ୍ରହରେ ସମସ୍ତଙ୍କ ସହଯୋଗ ପାଇଁ ଆହ୍ୱାନ
ସମ୍ବଲପୁର: ଏଠାରେ ଓଡ଼ିଶା ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିକୁ ନେଇ ସମ୍ବଲପୁର ଜିଲ୍ଲା ଓକିଲ ସଂଘର ଆହ୍ୱାନ କ୍ରମେ ଗତ ବୁଧବାର ଦିନ ଠାରୁ ଏଠାକାର ସମସ୍ତ ବିଚାର ବିଭାଗୀୟ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଆସନ୍ତାକାଲି ସୋମବାର ଦିନ ସତ୍ୟାଗ୍ରହରେ ସାମିଲ ହେବାକୁ!-->…
Read More...
Read More...