Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବେଦାନ୍ତ ଲଞ୍ଜିଗଡ ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରଶଂସିତ
ଭବାନୀପାଟଣା: ଗତକିଛି ଦିନ ତଳେ ଭବାନୀପାଟଣାରୁ ଖରିଆର ରାଜ୍ୟ ରାଜପଥ ପାଷ୍ଟିପଡା ନିକଟରେ ଏକ ଗ୍ୟାସ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଘଟଣା ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଦୀର୍ଘ ସମୟ ଧରି ଯାନବହାନ ଅଟକି ରହିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଆଖ ପାଖ ଜନବସତି ଅଞ୍ଚଳ ଖାଲି!-->…
Read More...
Read More...
ସୁବର୍ଣ୍ଣାର ରଜତ ଜୟନ୍ତୀ ଉତ୍ସବ ଉଦଯାପିତ
ସୁବର୍ଣ୍ଣପୁର : ଗତ ଦୁଇଦିନ ଧରି ଚାଲିଥିବା ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ରର ରଜତ ଜୟନ୍ତୀ ଉତ୍ସବ ମହା ସମାରୋହରେ ଉଦଯାପିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ତଥା ରାଜ୍ୟ ସମାଜ ମଙ୍ଗଳ ବୋର୍ଡର ପ୍ରାକ୍ତନ ଅଧ୍ୟକ୍ଷା!-->…
Read More...
Read More...
ବ୍ରାଉନସୁଗାର ଜବତ, ଜଣେ ଗିରଫ
ପୁରୀ : ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ନିରୀକ୍ଷିକା ସଦର ରେଞ୍ଜ ମାନସୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ସାତପଡ଼ା ଅବକାରୀ ଥାନା ଅଧିକାରୀ ବିନୋଦ ବାସ୍କୋଙ୍କ ନେତୃତ୍ୱରେ ଏକ ଟିମ ବ୍ରହ୍ମଗିରୀ ଥାନା ଅଧୀନ ବ୍ରହ୍ମଗିରୀ ବଟ ମହାବୀର!-->…
Read More...
Read More...
ବିପର୍ଯ୍ୟସ୍ତ ଅବସ୍ଥାରେ ଚାଲିଛି ଲଡୁଗାଁ ଉପ ଡାକଘର
କୋକସରା: କୋକସରା ବ୍ଲକ ଲଡୁଗାଁ ଉପ ଡାକଘର ଦୀର୍ଘ ଦିନରୁ ବିପଦ ସଙ୍କୁଳ ଘରେ ଚାଲିଛି । ଫଳରେ ଡାକ ସେବାରେ ଅସୁବିଧା ହେଉଛି । ରେଜିଷ୍ଟ୍ରେଡ ପୋଷ୍ଟ, ରେଭେନ୍ୟୁ ଷ୍ଟାମ୍ପ, ଆଇପିଓ କାର୍ଡ, ଆଧାର କେନ୍ଦ୍ରର ସୁବିଧା ଓ ବ୍ୟାଙ୍କ୍ର ସୁବିଧା ପାଇବାରୁ ବଞ୍ଚିତ ହେଉଥିବା ଲୋକେ ପ୍ରକାଶ କରିଛନ୍ତି!-->…
Read More...
Read More...
କଥାଦେଇ କଥା ରଖିଲେ ସମାଜସେବୀ ଶ୍ରୀହରି ନାୟକ
ଦଶପଲ୍ଲା : କଥାଦେଇ କଥା ରଖିଲେ ଦଶପଲ୍ଲା ଅଂଚଳର ବିଶିଷ୍ଠ ସମାଜସେବୀ ଶ୍ରୀହରି ନାୟକ । ଦଶପଲ୍ଲା ଚାରିଗୋଟି ପଂଚାୟତର ତଥା ଆଦିବାସୀ ମାନଙ୍କର ଆରାଧ୍ୟାଦେବୀ ତେଣ୍ଡାବାଡି ଗ୍ରାମପଂଚାୟତର ସାକେଣୀ ( ଗୁଣ୍ଠାପାଜୁ ) ଗ୍ରାମରେ ବିରାଜିତା ମା ବାଗଦେବୀଙ୍କ ପୀଠସ୍ଥଳୀ ର ଉନ୍ନତିକରଣ ପାଇଁ!-->…
Read More...
Read More...
ମାନବାଧିକାର ମିଶନ: କନ୍ଧମାଳ ଜିଲ୍ଲା ସଭାପତି ବିରାଜ ଓ ରାଜ୍ୟ ସଭାପତି ଭାବରେ ଜଳନ୍ଧରଙ୍କ ଦାୟିତ୍ୱ ଗ୍ରହଣ
ଫୁଲବାଣୀ :-ଓଡ଼ିଶା ମାନବାଧିକାର ମିଶନର ୭୫ତମ ବାର୍ଷିକ ଉତ୍ସବ କଟକ ସ୍ଥିତ ଦରଖା ପାଟନା ରାଜ ଗାଡେନ୍ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ହୋଇଯାଇଛି । ନ୍ୟାସନାଲ ମାନବାଧିକାର ମିଶନର ରାଜ୍ୟ ସଭାପତି ଦିଲ୍ଲିପ କୁମାର ଧଳ ଏବଂ ମହିଳା ସଭାପତି ଆରତୀ ମଙ୍ଗରାଜଙ୍କ ଆଲୋଚନା ପ୍ରକାରେ ପ୍ରଥମେ କଟକ!-->…
Read More...
Read More...
ବିଶ୍ୱ ମାନବାଧିକାର ଦିବସ ପାଳିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁ ଟେକ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ଠାରେ ବିଶ୍ୱ ମାନବାଧିକାର ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ପ୍ରଦୀପ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ!-->…
Read More...
Read More...
ଦହଣା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବାର୍ଷିକ କ୍ରୀଡା ଅନୁଷ୍ଠିତ
ନନ୍ଦାହାଣ୍ଡି : ନବରଂଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ସ୍ଥିତ ଦହଣା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ସୁବାସ ଚନ୍ଦ୍ର ତ୍ରିପାଠୀ ପ୍ରଦୀପ ପ୍ରଜ୍ୱଳିତ କରି ଆରମ୍ଭ କରିଥିଲେ ଓ ଉଦଯାପନ ଉତ୍ସବରେ!-->…
Read More...
Read More...
ଦଶପଲ୍ଲା କୋର୍ଟ ପରିସରରେ ବାର୍ ଆସୋସିଏସନ ଗୃହ,କ୍ୟାଣ୍ଟିନ୍ ଓ ପ୍ରତିକ୍ଷା ଗୃହର ଭିତ୍ତିପ୍ରସ୍ତର ସ୍ଥାପନ
ଦଶପଲ୍ଲା : ଆଜି ଦଶପଲ୍ଲା କୋର୍ଟ ପରିସରରେ ବାର୍ ଆସୋସିଏସନ ଗୃହ, କ୍ୟାଣ୍ଟିନ୍ ଗୃହ ଓ ପ୍ରତିକ୍ଷା ଗୃହ ନିର୍ମାଣ ପାଇଁ ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍ ମୂରଲୀଧରଙ୍କ କର କମଳରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ଓଡିଶା!-->…
Read More...
Read More...
ଜିଲ୍ଲା ସାଂସ୍କୃତିକ ମହୋତ୍ସବ ‘ମଣ୍ଡେଇ’ ଉଦଘାଟିତ
ନବରଙ୍ଗପୁର:- ଜିଲ୍ଳାର କଳା ସାହିତ୍ୟ ସଂସ୍କୃତି ତଥା ଐତିହ୍ୟ ଓ ଆଦିବାସୀ ପରମ୍ପରାର ପ୍ରତୀକ ଗଣପର୍ବ ‘ମଣ୍ଡେଇ' ଉଦଘାଟିତ ହୋଇଯାଇଛି । ଅପରାହ୍ନ ତିନି ଘଣ୍ଟିକାରେ ମାଁ ଭଣ୍ଡାରଘରଣୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଏକ ବିଶାଳ ଶୋଭାଯାତ୍ରା ବାହାରି ହିର୍ଲି ସ୍ଥିତ ମଣ୍ଡେଇ ପଡିଆ ଠାରେ!-->…
Read More...
Read More...