Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପଦ୍ମପୁରରେ କେନ୍ଦ୍ରୀୟ ଟିମ୍ର ରେଡ୍
ପଦ୍ମପୁର : ବରଗଡ଼ ଜିଲ୍ଲାର ପଦ୍ମପୁରରେ ଏବେ ଉପନିର୍ବାଚନ ଚାଲିଥିବା ବେଳେ ପଦ୍ମପୁର ସଦରର ୩ ଜଣ ବ୍ୟବସାୟୀଙ୍କ ଘରେ ସକାଳୁ ଆୟକର ବିଭାଗ ରେଡ୍ କରିଛି। ଏହି ୩ ଜଣ ବ୍ୟବସାୟୀ ହେଲେ ଏମଡି ସାଜିଦ, ଗଜାନନ ଅଗ୍ରୱାଲ ଓ ମାନଭଞ୍ଜନ ସାହୁ।
ଏହି ୩ ବ୍ୟବସାୟୀ ମିଳିତ ଭାବେ ଏକ ରାଇସ୍ ମିଲ୍!-->!-->!-->…
Read More...
Read More...
ଆମେରିକାରେ ପ୍ଲେନ୍ କ୍ରାସ୍
ନୂଆଦିଲ୍ଲୀ: ଆମେରିକାରେ ପ୍ଲେନ୍ କ୍ରାସ୍ । ମଣ୍ଟଗୋମେରୀ କାଉଣ୍ଟ ସହରରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ସହର ମଧ୍ୟ ଦେଇ ଯାଇଥିବା ଉଚ୍ଚ କ୍ଷମତା ସଂପନ୍ନ ବିଜୁଳି ତାରରେ ଲଗି ବିମାନ ଦୁର୍ଘଗଣାଗ୍ରସ୍ତ ହୋଇଛି । ତେବେ ଏଥିରେ କ୍ଷୟକ୍ଷତି ସୂଚନା ଏଯାଏ ମିଳିନାହିଁ ।
ସୂଚନା ଅନୁଯାୟୀ,!-->!-->!-->…
Read More...
Read More...
ଲାୟନ୍ସ କ୍ଲବ ନବରଙ୍ଗପୁର ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର
ନବରଙ୍ଗପୁର : ନବରଙ୍ଗପୁର ଲାୟନ୍ସ କ୍ଲବ ତରଫରୁ ସ୍ଥାନୀୟ ହିର୍ଲି ଡଙ୍ଗର ଅଙ୍ଗନବାଡି କେନ୍ଦ୍ର ଠାରେ ଏକ ମାଗଣା ମଧୁମେହ ଓ ରକ୍ତଚାପ ପରୀକ୍ଷା ଏବଂ ଔଷଧ ବିତରଣ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଶିବିରରେ ୧୨୭ ଜଣ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଗରିବ ମହିଳା ଓ ପୁରୁଷଙ୍କ ସ୍ୱାସ୍ଥ୍ୟ!-->…
Read More...
Read More...
କପ୍ ସିରପ ଜବତ, ୨ଗିରଫ
ପୁରୀ : କପ୍ ସିରପ ବିକ୍ରି କରିବା ଅଭିଯୋଗରେ ଟାଉନ ଥାନା ପୋଲିସ ୨ଜଣ ଯୁବକଙ୍କୁ ଗିରଫ କରିଛି । ଅଭିଯୁକ୍ତ ଦ୍ୱୟ ହେଲେ ବାଲିସାହି ଗଣାମଲ୍ ଲେନର ରବି ନାରାୟଣ ନାୟକ ଏବଂ ବ୍ରହ୍ମପୁର ବିଜିପୁର ଥାନା ଅଞ୍ଚଳର ଚିଣ୍ଟୁ ସାହୁ । ଜଗନ୍ନାଥ ବଲ୍ଲଭ ପାର୍କିଂ ନିକଟରୁ ଏହି ଦୁଇ ଅଭିଯୁକ୍ତଙ୍କୁ!-->…
Read More...
Read More...
କେନ୍ଦୁପତ୍ର କର୍ମଚାରୀଙ୍କୁ ମିଳିଲା ସହାୟତା
ଭୁବନେଶ୍ୱର: କେନ୍ଦୁପତ୍ର କର୍ମଚାରୀଙ୍କୁ ମିଳିଲା ସହାୟତା । କେନ୍ଦୁପତ୍ର ତୋଳାଳି, ବନ୍ଧାଳୀ ଓ ସିଜନାଲ କର୍ମଚାରୀଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତୋଳାଳିଙ୍କୁ ୧ ହଜାର ଟଙ୍କା ଓ ବନ୍ଧାଳି ଓ ସିଜନାଲ କର୍ମଚାରୀଙ୍କୁ ୧୫ ଶହ ଟଙ୍କା ଲେଖାଏଁ ସହାୟତା!-->…
Read More...
Read More...
ଗଣମାଧ୍ୟମର ସୁରକ୍ଷା ପାଇଁ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ଲାଇବ ରାଜ୍ୟ ସାମ୍ବାଦିକ ୟୁନିଅନ – ରାଜ୍ୟ ସଭାପତି
ବୌଦ୍ଧ,୨୭/୧୧ -ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ଏଥିରେ କର୍ମରତ ସାମ୍ବାଦିକମାନେ ସମାଜକୁ ଶୃଙ୍ଖଳିତ ଓ ସୁରକ୍ଷିତ ରଖିବା ପାଇଁ ଅନବରତ ପ୍ରୟାସ ଜାରି ରଖିଛନ୍ତି । ଅନ୍ୟପକ୍ଷରେ ରାଜ୍ୟ ସରକାର ସାମ୍ବାଦିକଙ୍କୁ ସୁରକ୍ଷା ଏବଂ ସହଯୋଗ ଯୋଗାଇଦେବାରେ ଅବହେଳା କରିବା ଗଣତନ୍ତ୍ର ପ୍ରତି!-->…
Read More...
Read More...
ଏବିଭିପିର ବିଚାର ହେଉଛି କାର୍ଯ୍ୟକ୍ରମ ମାଧ୍ୟମରେ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସୃଜନଶୀଳତା ପରିପ୍ରକାଶ କରିବା –…
ଜୟପୁର, ଭୁବନେଶ୍ୱର: କାର୍ଯ୍ୟକ୍ରମ ମାଧ୍ୟମରେ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସୃଜନଶୀଳତା ପରିପ୍ରକାଶ କରିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ମହାନ ବିଚାର ବୋଲି ରବିବାର ରାଜସ୍ଥାନର ଗୋଲାପୀ ସହର ଜୟପୁର ଠାରେ ୬୮ତମ ଏବିଭିପି ସମ୍ମିଳନୀରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା,!-->…
Read More...
Read More...
ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଜିଲ୍ଲା ସମ୍ମିଳନୀ
ଫୁଲବାଣୀ :- ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ଫୁଲବାଣୀ ପରିସରରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଭାପତି ଡ଼ଃ ଚିତ୍ତରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସାହିତ୍ୟିକମାନେ ଯୋଗଦେଇ ସାହିତ୍ୟ ପରିଷଦର ମୁକ୍ତ ଆଲୋଚନାରେ ଭାଗ ନେଇଥିଲେ!-->…
Read More...
Read More...
ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଓ ଔଷଧ ବଣ୍ଟନ
ଦଶପଲ୍ଲା,୨୭/୧୧ : - କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ନିର୍ଦ୍ଦେଶକ୍ରମେ ଦଶପଲ୍ଲା ବ୍ଳକ ଅନ୍ତର୍ଗତ ତୁମାଣ୍ଡି ହାଇସ୍କୁଲ ଠାରେ ଆଜି ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଓ ଔଷଧ ବଣ୍ଟନ କରାଯାଇଛି । କିମସ୍ ହସ୍ପିଟାଲ ବରିଷ୍ଠ ଓ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଏହିସ୍ୱାସ୍ଥ୍ୟ ଶିବିର ପରିଚାଳିତ!-->…
Read More...
Read More...
ବିଦ୍ୟାଳୟ ଚତୁଃପାର୍ଶ୍ୱ ସଫାକଲେ ସ୍କାଉଟ ଓ ସବୁଜ ବାହିନୀ ଛାତ୍ର ଛାତ୍ରୀ
ଦଶପଲ୍ଲା,୨୭/୧୧ : - ସ୍ୱଚ୍ଛତା ହିଁ ସେବା ଏଥିରେ ଅନୁପ୍ରାଣିତ ହୋଇ ଦଶପଲ୍ଲା ବ୍ଲକ ଦେଢ଼ସର୍ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍କାଉଟ ଓ ସବୁଜ ବାହିନୀ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଆରମ୍ଭ ହୋଇଛି ସଫେଇ କାର୍ଯ୍ୟକ୍ରମ । ଆଜି ବିଦ୍ୟାଳୟର ସ୍କାଉଟ୍ ଓ ସବୁଜ ବାହିନୀ ଛାତ୍ରଛାତ୍ରୀ!-->…
Read More...
Read More...