Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବେଳାଭୂମିରୁ ଯୁବତୀଙ୍କ ମୃତଦେହ ଉଦ୍ଧାର
ପୁରୀ : ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ ରୋଡ ସ୍ଥିତ ବାଲିଗୁଆଳି ବେଳାଭୂମିରୁ ଜଣେ ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ମୃତ ଯୁବତୀଙ୍କ ପରିଚୟ ମିଳି ନଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ମେରାଇନ୍ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଯୁବତୀ ଜଣକ ମୁହଁ ମାଡି!-->…
Read More...
Read More...
କନ୍ଧମାଳ ସାଂସଦ ସାମନ୍ତଙ୍କ ମାଗଣା ସ୍ୱାସ୍ଥ୍ୟ ଶିବିର
ଫୁଲବାଣୀ,୨୭/୧୧ :- କରୋନା ମହାମାରୀର ଦୀର୍ଘ ଦୁଇ ବର୍ଷ ବ୍ୟବଧାନ ପରେ କନ୍ଧମାଳ ସାସଂଦ ଡଃ ଅଚ୍ୟୁତ ସାମନ୍ତଙ୍କ ନିର୍ଦ୍ଦେଶକ୍ରମେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ରହିଥିବା ୨୦ ଗୋଟି ବ୍ଲକ୍ର ପଞ୍ଚାୟତ ଗୃହ ଠାରେ ସାଂସଦ ସାମନ୍ତଙ୍କ ମାଗଣା ସ୍ୱାସ୍ଥ୍ୟ ଶିବିର କରାଯାଇଥିଲା । ଏହି!-->…
Read More...
Read More...
ଶ୍ରୀମନ୍ଦିର ନାଟମଣ୍ଡପ ବିମରେ ଥିବା ଫାଟକୁ ଅନୁଧ୍ୟାନ କଲା ଏଏସ୍ଆଇ ଟିମ୍
ପୁରୀ : ଶ୍ରୀମନ୍ଦିର ନାଟମଣ୍ଡପ ବିମରେ ଥିବା ଫାଟ ଓ ଜଗମୋହନର ମରାମତି କାର୍ଯ୍ୟ ନେଇ ଆଜି ସ୍ଥିତି ଅନୁଧ୍ୟାନ କରିଛନ୍ତି ଏଏସଆଇର ବିଶେଷଜ୍ଞ ଟିମ୍ । ଆମିକସକ୍ୟୁରୀ ଏନ୍ କେ ମହାନ୍ତିଙ୍କ ସହ ଆଇଆଇଟି ଚେନ୍ନାଇର ପ୍ରଫେସର ଅରୁଣ ମେନନ୍, ଏଏସଆଇର ଅତିରିକ୍ତ ଡିଜି ଜାନଭି ଶର୍ମା, ଏଏସଆଇ!-->…
Read More...
Read More...
ଶିଳ୍ପୋଦ୍ୟୋଗୀ ବିକାଶ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ
ନବରଙ୍ଗପୁର,୨୭/୧୧- ନବରଙ୍ଗପୁର ସ୍ଥାନୀୟ ସାଇନ ଅନୁଷ୍ଠାନ ପକ୍ଷରୁ କୋଣାର୍କ ଆଈ.ଟି.ଆଈ. ପରିସରରେ ଭାରତ ସରକାରଙ୍କ 'ସଙ୍କଳ୍ପ' କାର୍ଯ୍ୟକ୍ରମ ଅନ୍ତର୍ଗତ ଶିଳ୍ପୋଦ୍ୟୋଗୀ ବିକାଶ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ନିସବୋର୍ଡର ମିଳିତ ସହଯୋଗରେ ଆୟୋଜିତ ଏହି ସିଲେଇ ତାଲିମ!-->…
Read More...
Read More...
ଜିଲ୍ଲା ଦଳିତ ବିକାଶ ପକ୍ଷରୁ ୭୩ତମ ସମ୍ବିଧାନ ଦିବସ ପାଳିତ
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ଦଳିତ ବିକାଶ ପରିଷଦ ପକ୍ଷରୁ ୭୩ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଭାରତ ରତ୍ନ ବାବା ସାହେବ ଡାକ୍ତର ଭୀମ ରାଓ ରାମଜି ଆମ୍ବେଦକରଙ୍କର ପ୍ରତିମୂର୍ତ୍ତି ରେ ଦଳିତ ବିକାଶ ପରିଷଦର ଜିଲା ସଭାପତି ଶଙ୍କର!-->…
Read More...
Read More...
ପରିବାର ଉପରେ ବୋଝ ହୋଇଛନ୍ତି ଏ ଯୁଗର ଶ୍ରବଣ କୁମାର: ୫ ଶହ ଟଙ୍କା ଭତ୍ତା ପାଇଁ ୨୫୦ ଟଙ୍କା ଅଟୋ ଭଡା
ଦଶପଲ୍ଲା : ପୁରାଣ ବର୍ଣ୍ଣିତ ଶ୍ରବଣ କୁମାର ପିତାମାତାଙ୍କୁ କାନ୍ଧରେ ବୋହି ତିର୍ଥାଟନ କରାଇଥିବାବେଳେ ଏ ଯୁଗରେ କିନ୍ତୁ ବୃଦ୍ଧ ପିତାମାତାଙ୍କ ଉପରେ ବୋଝ ହୋଇଛନ୍ତି ଶ୍ରବଣ । ୩ ଝିଅରେ ଗୋଟିଏ ବୋଲି ପୁଅ । ଯେଉଁ ବୟସରେ ଖେଳିବୁଲି ପାଠପଢିବା କଥା ସେହି ବୟସରେ ଦାଉ ସାଜିଲା ରୋଗ । ରୋଜଗାର!-->…
Read More...
Read More...
ଖୁଣ୍ଟବନ୍ଧରେ ଜାତୀୟ ଦୁଗ୍ଧ ଦିବସ ପାଳିତ
ଜହ୍ନ ।ପଙ୍କ,୨୬/୧୧: ବୌଦ୍ଧ ବ୍ଳକ ଅନ୍ତର୍ଗତ ଖୁଣ୍ଟବନ୍ଧ ପଂଚାୟତ ଅଫିସ ପ୍ରାଙ୍ଗଣରେ ଜାତୀୟ ଦୁଗ୍ଧ ଦିବସ ପାଳିତ ହୋଇଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଗୁଣାତ୍ମକମାନର ଦୁଗ୍ଧ ସଂଗ୍ରହ । ଏଥିରେ ବୌଦ୍ଧ ବ୍ଲକରେ ଥିବା ୧୧ ଗୋଟି ଦୁଗ୍ଧ ସମବାୟ ସମିତିର ସମସ୍ତ ସଭାପତି ଓ ସମ୍ପାଦକମାନେ ଯୋଗ!-->…
Read More...
Read More...
ବରିଷ୍ଠ ଏପିପି ମହମ୍ମଦ ଜାହିର ଅଖତାରଙ୍କ ପରଲୋକ
ଫୁଲବାଣୀ :- କନ୍ଧମାଳ ଜିଲ୍ଲାର ଫୁଲବାଣୀ କୋର୍ଟର ଏପିପି ମହମ୍ମଦ ଜାହିର ଅଖତାରଙ୍କ ୫୯ ବର୍ଷରେ ଦେହାନ୍ତ ହୋଇଯାଇଛି । ସେ ମଧୁମେହ ଓ କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ ଗତ କିଛି ଦିନ ହେଲା ଆପୋଲୋରେ ଚିକିତ୍ସିତ ହେଉଥିଲେ, ତେବେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା ।!-->…
Read More...
Read More...
ମାଁ ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ସମ୍ବିଧାନ ଦିବସ ପାଳିତ
ସୁବର୍ଣ୍ଣପୁର:ଆଜି ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ମାଁ ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖମ୍ବେଶ୍ୱରୀପାଲି ଠାରେ ନେହେରୁ ଯୁବ କେନ୍ଦ୍ର ଏବଂ ଏନଏସଏସ ୟୁନିଟ ତରଫରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଦିବସ ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ସୁବର୍ଣ୍ଣପୁର ଅଶ୍ୱିନୀ!-->…
Read More...
Read More...
ନବଜ୍ୟୋତି ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା
ଘୁ ଉଦୟଗିରି:ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଳକ ଅନ୍ତର୍ଗତ ପେଟାପାଙ୍ଗା ପଞ୍ଚାୟତର ଆଡାସିକୁପାଠାରେ ଅବସ୍ଥିତ ନବଜ୍ୟୋତି ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଦ୍ମ ଚରଣ ପ୍ରଧାନ ଛାତ୍ରଛାତ୍ରୀଙ୍କ!-->…
Read More...
Read More...