Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବରିଷ୍ଠ ନାଗରିକ ମାନଙ୍କ ବୈଠକ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ଥାନା ପରିସରରେ ବରିଷ୍ଠ ନାଗରିକ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକକୁ ଗଜପତି ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ଏହି ବୈଠକରେ ଗଜପତି ଜିଲ୍ଲାପାଳ!-->…
Read More...
Read More...
ଜିଲ୍ଲା ଗଠନ ଦାବୀରେ ୧୨ଘଣ୍ଟିଆ ଟିଟିଲାଗଡ ବନ୍ଦ
ବଲାଙ୍ଗୀର : ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଡାକରାରେ ଟିଟିଲାଗଡ ସହର, ସଇଁତଲା ଓ ଆଖପାଖ ଅଞ୍ଚଳରେ ବନ୍ଦ ରହିଛି ଦୋକାନ ବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟ । ୬ରୁ ସନ୍ଧ୍ୟା ୬ ଯାଏ ୧୨ଘଣ୍ଟିଆ ବନ୍ଦ ଯୋଗୁଁ ଯାତାୟତ ସମେତ ସାଧାରଣ ଗତିବିଧି ଅଟକି ଯାଇଛି । ପରୀକ୍ଷା ଚାଲୁଥିବା ସ୍କୁଲ,!-->…
Read More...
Read More...
ଗଜପତି ଉତ୍ସବ ପାଇଁ ସାଂସ୍କୃତିକ କମିଟିର ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡି : ଆସନ୍ତା ଜାନୁୟାରୀ ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ଗଜପତି ଜିଲ୍ଲା ସ୍ତରୀୟ ମହୋତ୍ସବ ଅନୁଷ୍ଠିତ ହେବ । ଏଥି ନିମନ୍ତେ ପୂର୍ବ ନିଷ୍ପତ୍ତି କ୍ରମେ ସବୁ କାର୍ଯ୍ୟକ୍ରମ ନିମନ୍ତେ ବିଭିନ୍ନ କମିଟି ଗଠନ କରାଯିବ । ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ସମସ୍ତ!-->…
Read More...
Read More...
ବାଲିଗୁଡ଼ାରେ ଜଳ କଷ୍ଟ : ତିନି ଦିନ ହେଲା ସହରରେ ବନ୍ଦ ରହିଛି ଜଳ ଯୋଗାଣ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅଧିକାଂଶ ସମୟରେ ଜଳ କଷ୍ଟ ଦେଖିବାକୁ ମିଳୁଛି । ସହର ପାଇଁ ଏ ସମସ୍ୟା ନୁଆ ନୁହେଁ । ଖରା, ବର୍ଷା, ଶୀତ ସବୁ ବେଳେ ସମାନ ପରିସ୍ଥିତି । ବିଭାଗୀୟ ଅଧିକାରୀଙ୍କ ଦେଖା ମିଳୁନଥିବା ବେଳେ କର୍ମଚାରୀ ମାନଙ୍କୁ ସମସ୍ୟା!-->…
Read More...
Read More...
ଦେବ ଦୀପାବଳିରେ ଶ୍ରୀକ୍ଷେତ୍ର ଦୀପମୟ
ପୁରୀ : ପବିତ୍ର ଦେବ ଦୀପାବଳିରେ ଶ୍ରୀକ୍ଷେତ୍ର ଦୀପମୟ ହୋଇଛ଼ି । ଶ୍ରୀମନ୍ଦିର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଯାଏ ବଡ ଦାଣ୍ଡରେ ହଜାର ହଜାର ଦୀପ ପ୍ରଜ୍ୱଳିତ ହୋଇଥିଲା । ଓଡ଼ିଆ ଇଣ୍ଟରନ୍ୟାସନାଲ ସେଣ୍ଟର ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏଥିରେ ହଜାର ହଜାର ଭକ୍ତ ସାମିଲ!-->…
Read More...
Read More...
ଗଜପତି ଜିଲ୍ଲାରେ ଅମ୍ଳାନର ଶୁଭାରମ୍ଭ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗାନ୍ଧୀ ସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅମ୍ଳାନର ଶୁଭାରମ୍ଭ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଦୀପ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ଜନ!-->…
Read More...
Read More...
ନନ୍ଦାହାଣ୍ଡି ବ୍ଲକରେ ୫୬୯ ଜଣ ପରୀକ୍ଷାର୍ଥୀ ଦେଲେ ସମେଟିଭ-୧ ପରୀକ୍ଷା
ନନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରେ ମାଟ୍ରିକ ସମେଟିଭ-୧ ପରୀକ୍ଷା ଆରମ୍ଭ ହୋଇଛି । ବ୍ଲକର ଦହଣା ସରକାରୀ ଉଚ୍ଚ ବିଦ୍ୟାଳୟ, କଟ୍ରାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ, ନନ୍ଦାହାଣ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟ ଓ ନିସନାହାଣ୍ଡି ସରକାରୀ ବିଦ୍ୟାଳୟ ମୋଟ ୪ ଗୋଟି ସେଣ୍ଟର ରେ!-->…
Read More...
Read More...
ଧୂମାଭଟା ବୀଣାପାଣି ଡ୍ରିଗ୍ରୀ କଳେଜରେ ଛାତ୍ରଛାତ୍ରୀଙ୍କ ଧାରଣ, ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ
ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଳକ ଧୂମାଭଟା ବୀଣାପାଣି ଡିଗ୍ରୀ କଲେଜରେ ବେଆଇନ ଭାବେ ଛାତ୍ରଛାତ୍ରୀମାନଙ୍କ ଠାରୁ ନାମ ଲେଖା ଓ ଫର୍ମ ଫିଲପ ପାଇଁ ଅଧିକ ଫି ଆଦୟ ହେତୁ ଏହାକୁ ବିରୋଧ କରି ଉକ୍ତ କଲେଜର ଯୁକ୍ତ ଦୁଇ ଓ ତିନିର ପ୍ରଥମ ବର୍ଷ ଛାତ୍ର ଛାତ୍ରୀମାନେ କଲେଜ ମୁଖ୍ୟ ଗେଟରେ!-->…
Read More...
Read More...
ଦ୍ୱିତୀୟ ମାଁ ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାର ଦ୍ୱିତୀୟ ସନ୍ଧ୍ୟା
ହରଭଙ୍ଗା: ବୌଦ୍ଧ ଜିଲ୍ଲା ପୁରୁଣାକଟକ ମିନି ଷ୍ଟାଡିୟମ ଠାରେ ଚାଲିଥିବା ଦ୍ୱିତୀୟ ମାଁ ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାର ଦ୍ୱିତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ଜିଲ୍ଲା ପରିଷଦ ଅଧକ୍ଷା ପ୍ରଭାସିନୀ ଦାସ ଯୋଗଦେଇ ଥିବା ବେଳେ!-->…
Read More...
Read More...
ବିଭିନ୍ନ ଦାବିନେଇ ଅଙ୍ଗନୱାଡି କର୍ମୀଙ୍କ ଗଣଧାରଣା ଓ ବିକ୍ଷୋଭ
ବୌଦ୍ଧ,୨୩/୧୧- ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କସ ଆସୋସିଏସନର ଡାକରାକ୍ରମେ ଆଜି ବୌଦ୍ଧ, କଣ୍ଟାମାଳ ଓ ହରଭଙ୍ଗା ବ୍ଲକର ସମସ୍ତ ଅଙ୍ଗନୱାଡିକର୍ମୀ ମାନେ କାର୍ଯ୍ୟବନ୍ଦ କରି ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଗୁଡିକ ଆଗରେ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।!-->…
Read More...
Read More...